‘ସୁମିତ ମତେ ଧୋକା ଦେଇ ଚାଲିଗଲେ, ମତେ ନ୍ୟାୟ ଦିଅନ୍ତୁ’, ଦେଖନ୍ତୁ କାନ୍ଦି କାନ୍ଦି ସ୍ବାମୀଙ୍କ ନାଁରେ କଣ କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ, ତପସ୍ଵିନୀ ଙ୍କ କହିବା ଅନୁଯାୟୀ, ଦିନ ୧୧ ଟାରେ ତାଙ୍କୁ ଏକ ଫୋନ ଆସିଲା । ଫୋନ ପରେ ସେ ଆଉ ଘର ଭିତରକୁ ଆସିବେନି ବୋଲି ମନା କଲେ । ଏହାପରେ ସେ ବାରଣ୍ଡାରେ ହିଁ ରହିଲେ । ଯେହେତୁ ସ୍ଵାମୀ ବାରଣ୍ଡାରେ ରହି ଶୋଇଲେ ଏଣୁ ମୁଁ ମଧ୍ୟ ଘର ଭିତରେ ନ ଶୋଇ ବାରଣ୍ଡାରେ ଆସି ତାଙ୍କ ପାଖରେ ଶୋଇଲି ୭ ଦିନ ପର୍ଯ୍ୟନ୍ତ । ଏହାପରେ ଗତକାଲି ଯେତେବେଳେ ଶୁଣିଲେ ଯେ ମାନ୍ୟବର କୋର୍ଟ ଏଭଳି ନିଷ୍ପତ୍ତି ଦେଇଛନ୍ତି ଯେ ସୁମିତ ମତେ ନେଇ ତାଙ୍କ ସହିତ ନେଇ ରଖିବେ ଭଡାଘରେ ।

ଏହା ସହିତ ମୋର ସମସ୍ତ ଦାଇତ୍ଵ ବହନ କରିବେ । ସେତେବେଳେ ସେ ଡ୍ୟୁଟି ଟାଇମ ଅର୍ଥାତ ଦିନ ୧୧ ଟାରୁ ରାତି ୯ ପର୍ଯ୍ୟନ୍ତ ଥାଏ । ମାତ୍ର କାଲି ସୁମିତ ସକାଳ ୯ ଟାରୁ ରାତି ୮ ପର୍ଯ୍ୟନ୍ତ ଆସି ନଥିଲେ । ଏହାପରେ ତପସ୍ଵିନୀ କହିଲେ ଯେ ସେ ଆସ୍କା ISC କୁ ଜଣାଇଥିଲେ, ସେ ପଚାରି ବୁଝିଲା ବେଳକୁ ସୁମିତ କହିଲେ ଯେ ନାଇଟ ଡିଉଟି ଅଛି । କିନ୍ତୁ ତାହା ପୂର୍ବରୁ ସେ ଡ୍ରାଇଭର କୁ କହିଥିଲେ ଯେ ନାହି ୭ ଟାରେ ତମେ ଆସ ମୁଁ ପଳେଈ ଆସିବି ।

କିନ୍ତୁ ଯେତେବେଳେ ସେ ଅଡର ବିଷୟରେ ଜାଣିଲେ, ସେତେବେଳେ ନାଇଟ ଡିଉଟି ଅଛି ବୋଲି ସୁମିତ କହିଲେ । ଆସ୍କା ISC ତାଙ୍କୁ ଆସିବା ପାଇଁ କହିଲେ, ସେ ଆସିଥିଲେ ଆସିବା ପରେ ସେ କହିଲେ ଯେ ତୁ ତୋ ଘରକୁ ଜା’ ପଇସା ଟଟେ ଦେଇଦେବି । ମୁଁ ତତେ ନେଇ ଜିବିନାହିଁ ।

ଏହାପରେ ତପସ୍ଵିନୀ କାନ୍ଦି କାନ୍ଦି କହିଲେ ଯେ ମୋ ସ୍ଵାମୀ ଫେରାର ଅଛନ୍ତି ଦୟା କରି ମତେ ନାୟ ଦିଆଯାଉଅଛି । ମାନ୍ୟବର କୋର୍ଟ ମତେ ନ୍ୟାୟ ଦିଅନ୍ତୁ । ବାରମ୍ବାର ଏଭଳି କହି ତପସ୍ଵିନୀ ସୋ-ସି-ଆ-ଲ ମି-ଡି-ଆ ରେ ଛାଡିଥିବା ଭି-ଡି-ଓ ରେ କାନ୍ଧିଥିଲେ । ନ୍ୟାୟ ର ଅପେକ୍ଷାରେ ବର୍ତ୍ତମାନ ତପସ୍ଵିନୀ ।

ଯେଉଁ ସ୍ଵାମୀ ଙ୍କୁ ଜନ୍ମଜନ୍ମାନ୍ତର ସୁଖ ଦୁଖ ର ସାଥି ବୋଲି ଭାବି ହାତ ଧରି ଆଗକୁ ବଢିଥିଲେ । ସେହି ସ୍ଵାମୀ ପୁନ୍ନର୍ବାର ତପସ୍ଵିନୀ ଙ୍କୁ ଧୋକା ଦେଇଛନ୍ତି । ବନ୍ଧୁଗଣ ଏହି ମର୍ମାହତ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *