‘ମୁଁ ମା’ ସାରଳା, ଯେଉଁମାନେ ମୋର ନିନ୍ଦା କରୁଛନ୍ତି ସେମାନଙ୍କୁ ମୁଁ ଅଭିଶାପ ଦେଉଛି, ସେମାନେ…’ କି କଳିଯୁଗରେ ଭାଇ, ସାରଥି ପରେ ଆସିଲେ ମାତା ଶାରଳା…ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ମହିଳା ଯାହାଙ୍କ ନାମ ଷୋନାଲୀ ମଲ୍ଲିକ ତାଙ୍କ ନାମରେ କିଛି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ସେ ବଡ ଜୋରରେ ମାଇକ ବଜାଉଛନ୍ତି ବହୁତ ଅସୁବିଧା ହେଉଛି । ଏହି ମହିଳା ଜଣକ ନିଜକୁ ମା’ ସାରଳାଙ୍କର ଅବତାର ବୋଲି ଦାବି କରୁଥିବା ହରିୟଙ୍କ ଗାଁ ର ଷୋନାଲୀ ମଲ୍ଲିକ ଏବେ ତାଙ୍କର କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ଆଡେ ଚର୍ଚ୍ଚା ଜୋରରେ ଧରିଛି । ତେବେ ଷୋନାଲୀ ମଲ୍ଲିକ ଏହି ବାବଦରେ କ’ଣ କହିଛନ୍ତି ଆସନ୍ତି ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

ଷୋନାଲୀଙ୍କୁ ମି-ଡି-ଆ ଭାଇ ମାନେ ପଚାରିଥିଲେ ଯେ ଯେତେବେଳେ ମା’ ଆବିର୍ଭାବ ହେଉଛନ୍ତି ଆପଣଙ୍କୁ କିଭଳି ଅନୁଭବ ହୁଏ ? ଷୋନାଲୀ ନିଜକୁ ମା’ ସାରଳା କହି କହିଥିଲେ ଯେ ମୁଁ ଯେତେବେଳେ ନିଜେ ତା’ ଶରୀରକୁ ଆସେ, ସେ ଆଗ ବହୁତ ଭୟ କରୁଥିଲା, ମାତ୍ର ମୁଁ ତାକୁ ବୁଝାଇଲି ଯେ ଦେଖ ମୁଁ ସାରଳାଦେବୀ ତୋର ଡରିବାର କିଛି ନାହିଁ, ତୁ ମାନବ ଥିଲୁ ଏବେ ତୁ ମାନବ ନାହୁଁ ଏବେ ତୁ ମୋର ।

ମୁଁ ସର୍ପ ହୋଇ ତାକୁ କହିଲି ସେ ନିଜେ ମଧ୍ୟ ସର୍ପ ହୋଇଯାଏ । ତାଙ୍କ ଘର ପରିବାର ଦେଖି ବହୁତ ଭୟ କରିଲେ । ସେଥିପାଇଁ ତା’ ଘର ଲୋକେ ଡଋ ପାଖରେ ରଖିଲେ ନାହିଁ ତାକୁ ଦୂରେଇ ଦେଇଛନ୍ତି । ସେଥିପାଇଁ ମୋ ରୁମରେ ମୁଁ ରହୁଛି । ତେବେ କିଛି ନିର୍ଦ୍ଧେଶ ଥିଲା କି ପଚାରିବାରୁ ମହିଳା ଜଣକ କହିଥିଲେ ଯେ ମତେ ନିର୍ଦ୍ଧେଶ ଥିଲା ଅଚ୍ୟୁତାନନ୍ଦ ପାଖରୁ ଡାକରା ଆସିଥିଲା ।

ତାଙ୍କ ପରିବାର ଜାଣିଛନ୍ତି ସେ ଯେତେବେଳେ ଯେଉଁ ରୂପ ନିଏ । ସେ ସରପ ରୂପ ନେଲା ସମୟରେ ତାଙ୍କ ପରିବାର ଲୋକେ ହିଁ ଦେଖିଛନ୍ତି ଆଉ କେହି ଦେଖି ନାହାଁନ୍ତି । ମାତ୍ର ମୁଁ ମା’ ଆସିଛି ସେ ଦେବୀ ଥିଲା ବର୍ତ୍ତମାନ ମାନବ ରୂପରେ ଆସିଛି ମୁଁ ସାରଳା ତା ପାଖକୁ ଆସିଛି ।

ସେ ଦେବୀ ଥିଲା ମୁଁ ତାକୁ କହିଛି ଆଉ ୧୪ ମାସ ଅପେକ୍ଷା କରେ ସେ ମାନବ ରହିବ ନାହିଁ । ମାତ୍ର ଯେଉଁମାନେ ଏହାକୁ ଅନ୍ଧ ବିଶ୍ଵାସ ବୋଲି କହିଛନ୍ତି ସେମାନଙ୍କୁ ଷୋନାଲୀ ନିଜକୁ ସାରଳା କହୁଥିବା ବେଳେ ସେ ହାତ ଟେକିଦେଲେ କ୍ଷତି ହେବ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *