‘ପୋଲିସ ସାମ୍ନାରେ ଆମକୁ ଟଣା ଟଣି କରୁଛନ୍ତି ..ଆମକୁ ଦୋଅକ୍ଷରୀ କହୁଛନ୍ତି ..ପୋଲିସ କିନ୍ତୁ ଆମକୁ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁର ରେ ଏବେ ଦୀପିକା ଓ ଦିନେଶ ଙ୍କ ପ୍ରେମ କାହାଣୀକୁ ନେଇ ଉଠିଛି ପଡୁଛି । ଦୀପିକା ଦିନେଶ ଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି । ବେଜପା ସୋ ରୁମ ରୁ ଆରମ୍ଭ ହୋଇଥିବା ପ୍ରେମ ଆଜି ଦିନେଶ ଙ୍କ ଘର ଆଗରେ ପହଞ୍ଚି ଯାଇଛି । କିନ୍ତୁ ଦିନେଶ ଏହାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ଦୀପିକାଙ୍କ ଛୁଆ ତାଙ୍କର ନୁହେଁ ବୋଲି ଦିନେଶ ସଫା ସଫା ମନା କରି ଦେଇଛନ୍ତି ।

ଆଉ ଦୀପିକା ଙ୍କ ମୁଣ୍ଡ ଉପରେ ଥିବା ଛତା ବି ଭାଙ୍ଗି ଦେଇଛନ୍ତି ଶାଶୁ ମା । ଏପଟେ ଦୀପିକା ଙ୍କ ବିରୁଦ୍ଧରେ ଦିନେଶ ଥାନାରେ ମାମଲା ରୁଜୁ କରିଛନ୍ତି । ତେବେ ବର୍ତ୍ତମାନ ଏ ନେଇ ଦୀପିକା କହିଛନ୍ତି କି ଶାଶୁ ମା ମୋ ଦୁଖ ଟିକେ ବୁଝ, ତୁମେ ଗୋଟେ ଝିଅ ହୋଇ କେମିତି ମୋ ଦୁଖ ବୁଝିପାରୁ ନାହଁ ଆଜିକୁ ୧୫ ଦିନ ହେଲା ତୁମ ଦୁଆରେ ଆଗରେ ବସିଛି ସେଦିନ ମୋ ମୁଣ୍ଡ ଉପରେ ସାହାରା ସାଜିଥିବା ଛତା ତ ଭାଙ୍ଗି ଦେଲ ।

ମୋତେ ଗାଳି କରି ବେଜିତ କରିଲା ତଥାପି ମୁଁ କିଛି କହି ନାହି କାରଣ ତୁମେ ମୋ ମା ତୁମ ଝିଅ ଭାବି ଆଜି ମୋତେ କୋଳେଇ ନିଅ । ମୋ ସାହାରା କେହି ନାହନ୍ତି । ବର୍ଷାରେ ବିଜୁଛି ଆଉ ଖରାରେ ବସିଛି କଣ ତୁମକୁ ଫରକ ପଡୁ ନାହି ଯଦି ମୁଁ ତୁମର ଝିଅ ହୋଇଥାନ୍ତି ତେବେ କଣ ତୁମେ ମୋର ଏ କଷ୍ଟ ଦେଖିପାରିଥାନ୍ତ ମୋତେ ଝିଅ ଭାବି ଗ୍ରହଣ କରି ନିଅ ମା ।

ମୁଁ ବି ଗୋଟେ ମା ମୋ ଛୁଆ ମୋତେ ଘରେ ଅପେକ୍ଷା କରିଛି ତୁମର ବି ତୁମ ଘରେ ଛୁଆ ଥିବ । ତେବେ ଦୀପିକା କହୁଛନ୍ତି କି ଦିନେଶ କଣ ପାଇଁ ଏଠିକି ଆସୁ ନାହିଁ ଥାନା କୁ କଣ ପାଇଁ ଡାକୁଛନ୍ତି । ତେବେ ଏହା ସହ ସେ କହିଛନ୍ତି କି ଆପଣ ଦେଖି ପାରୁଥିବେ କି ମୋ ଶାଶୂ ଶଶୁର ଘରେ ଗୀତ ବଜେଇ ମସ୍ତି କରୁଛନ୍ତି । ତେବେ ତାଙ୍କୁ ଟିକେ ବି ଦୟା ଆସୁ ନାହିଁ ମୁଁ ଏତେ ଦିନ ହେଲାଣି ଖରା ବର୍ଷା ରେ ବସିଛି ।

ପୋଲିସ ମଧ୍ୟ କିଛି କରୁନି ମୋ ମାଆ କୁ ମଧ୍ୟ ନ୍ୟାୟ ମିଳିନାହିଁ । ତେବେ ଏବେ ପ୍ରଶ୍ନ ଉଠିଛି ସବୁ ପ୍ରମାଣ ଦିନେଶ ଙ୍କ ଭୁଲ କୁ ପ୍ରମାଣିତ କରିଥିବା ବେଳେ ବ୍ରହ୍ମପୁର ବାସୀ ଏବେ କାହାକୁ ସାଥ ଦେବେ । ଛଳନାର ନାୟକ ଦିନେଶ କୁ ନା ପ୍ରେମ ପାଇଁ ଅପେକ୍ଷା କରିଥିବା ଦୀପିକା ଙ୍କୁ । ତେବେ ଘରର ବୋହୁ ଭାବେ କଣ ସ୍ଵୀକାର କରିବେ ଦୀପିକାଙ୍କୁ ତାହା ଦେଖିବା ବାକି ରହିଲା ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *