ମ୍ୟାଚର Live Telecast ପାଇଁ ଫସିଗଲା BCCI ! ଫ୍ୟାନ୍ସ କଲେ ଟ୍ରୋଲ, କହିଲେ ‘ଟିକେ ତ ଲାଜ କର…ଏବେ କଣ ଆମେ ତୁମର…’

ବନ୍ଧୁଗଣ, କ୍ରିକେଟ ପ୍ରଶଂସକ ମାନେ ବିସିସିଆଇ ବିରୁଦ୍ଧରେ କିଛି ବିଶେଷ ମତ ଦେଇଛନ୍ତି । ତେବେ ଆସନ୍ତୁ ଜାଣିନେବା ଯେ କ୍ରିକେଟ ପ୍ରେମୀ କଣ କହିଛନ୍ତି ? ଫ୍ୟାନ୍ସ ମାନେ ବିସିସିଆଇ କୁ ଟ୍ରୋଲ କରିଦେଇଛନ୍ତି । କାହିଁକି ଟ୍ରୋଲ କରିଛନ୍ତି ତାହା ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ ଯେ ଟିମ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ର ଯେଉଁ ମ୍ୟାଚ ରହିଛି, ତାହା ଟିଭିରେ ପ୍ରସାରଣ ହେବ ନାହିଁ ।

ପ୍ରଥମେ ଟି-20 ନିମନ୍ତେ ବହୁତ ଲୋକ ଚିନ୍ତିତ ଥିଲେ । ମ୍ୟାଚ କେଉଁଥିରେ ଆସିବା ତାହା ତାଙ୍କୁ ଜଣା ନଥିଲା । ମାତ୍ର ଯେତେବେଳେ ଜାଣିଲେ ଯେ ମ୍ୟାଚ ଆମାଜୋନ ପ୍ରାଇମ ରେ ଆସିବ, ଏହି କାରଣରୁ ଫ୍ୟାନ୍ସ ମାନେ ବହୁତ ଅଧିକ ଭଡକିଆ ଯାଇଛନ୍ତି ବିସିସିଆଇ ଉପରେ । ଫ୍ୟାନ୍ସ ମାନେ ରାଗିବାର କାରଣ ଏହା ଯେ ଆମାଜୋନ ପ୍ରାଇମ ରେ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ର ମ୍ୟାଚ ଦେଖାଯିବ ।

ମାତ୍ର ଏହି ପ୍ଲାଟଫର୍ମରେ ତାଙ୍କୁ ମ୍ୟାଚ ଦେଖିବା ନିମନ୍ତେ ମହଙ୍ଗା ପ୍ରାଇମ ର ସବ୍ସକ୍ରିପ୍ସନ କିଣିବାକୁ ହେବ । ହଟଷ୍ଟାର ଅନେକ ଦିନରୁ ମ୍ୟାଚ ଦେଖାଉଥିଲା । ଏଣୁ ହଟଷ୍ଟାର ର ସବ୍ସକ୍ରିପ୍ସନ ଟିକିଏ ଶସ୍ତା ମଧ୍ୟ ଅଛି । ଲୋକେ ନେଇ ରଖିଥିଲେ ଯେ ଏଥିରେ ମ୍ୟାଚ ଦେଖିବେ । ମାତ୍ର ତାଙ୍କୁ ବର୍ତ୍ତମାନ ଆଉ ଏକ ସବ୍ସକ୍ରିପସନ ନେବାକୁ ପଡିବ ତାହା ହେଉଛି ଆମାଜନ ପ୍ରାଇମ । ଏହି ପରିସ୍ଥିତି ରେ ଭାରତୀୟ ଫ୍ୟାନ୍ସ ବିସିସିଆଇ ଉପରେ ବହୁତ ଅଧିକ କ୍ରୋଧ କରି ଅଛନ୍ତି ।

ଜ୍ଞାନ ପ୍ରକାଶ ନାମକ ଜଣେ ଟ୍ଵିଟର ୟୁଜର ସେ ଲେଖିଛନ୍ତି ଯେ boycott ବିସିସିଆଇ, ସେହିଭଳି ଅନେକ କ୍ରିକେଟ ପ୍ରେମୀ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେତେକ ପ୍ରଶଂସକ ଏହା ମଧ୍ୟ କହିଛନ୍ତି ଯେ ଆମ୍ଭେ ଖେଳ ଦେଖିବୁ ନାହିଁ କି ସବ୍ସକ୍ରିପ୍ସନ ମଧ୍ୟ ନେବୁ ନାହିଁ । ଅନିକେତ ନାମକ ବ୍ୟକ୍ତି କହିଛନ୍ତି ଯେ ଏଭଳି ଜାଗାରେ ମ୍ୟାଚ ହି କାହିଁ ଖେଳୁଛନ୍ତି ଯାହା ଟିଭିରେ ଆପଣ ଲାଇଭ ଟେଲିକାଷ୍ଟ ହିଁ ଦେଖାଇ ପାରିବେ ନାହିଁ । ଆମାଜନ ପ୍ରାଇମ ରେ ଏହି ମ୍ୟାଚ ଦେଖାଇଲେ ଅଧିକାଂଶ ଲୋକେ ଟ ଏହି ମ୍ୟାଚ ହି ଦେଖି ପାରିବେ ନାହିଁ ।

ତେବେ ଅଧିକାଂଶ ଇଣ୍ଡିଆନ ଫ୍ୟାନ୍ସ ମାନେ ଚଳଚିତ୍ର ଗୁଡିକୁ boycott କରିଛନ୍ତି, ମାତ୍ର ବର୍ତ୍ତମାନ ସେମାନେ କ୍ରିକେଟ କୁ boycott କରିବେ ବୋଲି କହିଛନ୍ତି । ଏହିଭଳି ଭାବରେ ବହୁତ ଫ୍ୟାନ୍ସ ଅଛନ୍ତି ଯେଉଁ ମାନଙ୍କ ଅଶୋନ୍ତୋଷତା ଟ୍ଵିଟର ରେ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *