ମଶା ତିଆରି କରୁଛି ଚୀନ, ସପ୍ତାହକୁ ଅମଳ କରୁଛି 2 କୋଟି ମଶା, ଯାହା ପଛରେ ରହିଛି ଏହି ବଡ କାରଣ

ନମସ୍କାର ବନ୍ଧୁଗଣ ତେବେ କରୋନା ର ଏହି ମହା ସଙ୍କଟ ସରିଛି କି ନାହିଁ ଦେଶ ରେ ଡେଙ୍ଗୁ ର ଆ-ତଂ-କ ଚାରିଆଡେ ଖେଳି ଯାଇଛି । ତେବେ କେବଳ ଭାରତ ରେ ନୁହେଁ ବରଂ ଅନ୍ୟ ଦେଶ ରେ ମଧ୍ୟ ଏହି ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି । ତେବେ ଏହି ରୋଗ ବର୍ତ୍ତମାନ ଅଧିକାଂଶ ଲୋକ ଙ୍କୁ ହେଉଛି ଏବଂ ଅନେକ ଲୋକ ଏହି ରୋଗ ରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ ବରଣ ମଧ୍ୟ କରି ସାରିଲେଣି ।

ତେବେ ଗୋଟିଏ ପରେ ଗୋଟିଏ ମହାସ-ଙ୍କ-ଟ ଲୋକ ମାନଂକୁ ଭ-ୟ-ବି-ତ କରି ଦେଇଛି । ତେବେ ଏହି ସବୁ ଭିତରେ ଚୀନ ବର୍ତ୍ତମାନ ଏକ ଅଦ୍ଭୁତ କାର୍ଯ୍ୟ ଆରମ୍ଭ କରିଛି ଯାହା ହେଉଛି ମଶା ଉତ୍ପାଦନ କରିବା । ତେବେ ଏହା ଶୁଣିବାକୁ ନିଶ୍ଚିତ ଅଜବ ଲାଗୁଥିବ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଚୀନ ବର୍ତ୍ତମାନ ଏକ ଅଭିନବ ଉତ୍ପାଦନ କରୁଛି ଯାହା ହେଉଛି ମଶା ଉତ୍ପାଦନ କରିବା ।

ତେବେ ଚୀନ ଏହି ମଶା କୁ ଲୋକ ମାନଙ୍କ ସାହାର୍ଯ୍ୟ କରିବା ପାଇଁ ସୃଷ୍ଟି କରୁଛି । ତେବେ ଚୀନ ଏହି ମଶା କୁ ପ୍ରସ୍ତୁତ କରିବାର କାରଣ ହେଉଛି ଏହି ମଶା ଗୁଡିକ ରୋଗ ସୃଷ୍ଟି କରୁଥିବା ମଶା କୁ ମା-ରି-ବେ । ତେବେ ଚୀନ ଦେଶ ବାସୀ ଙ୍କୁ ବଂଚାଇବା ପାଇଁ ଏହି ଅଭିନବ କୌଶଳ ଆପଣାଇଛି । ଏଥିପାଇଁ ସେ ଏକ ଫ୍ୟାକ୍ଟ୍ରି ବସାଇ ମଶା କୁ ଉତ୍ପାଦନ କରୁଛି । ଏହି ମଶା ରୋଗ ସୃଷ୍ଟି କରୁଥିବା ମଶା କୁ ମା-ରି-ବେ ବୋଲି ଜୋର ଚର୍ଚ୍ଚା ଧରିଛି ।

ଚୀନ ର ଦକ୍ଷିଣାଞ୍ଚଳ ଗାଉଁଝା ରେ ମଶା ଉତ୍ପାଦନ ଫ୍ୟାକ୍ଟ୍ରି ହୋଇଛି ମଶାଙ୍କୁ ଉତ୍ପାଦନ କରିବାରେ ଚାଇନା ର ଏହି ଫ୍ୟାକ୍ଟ୍ରି ଦୁନିଆ ରେ ସବୁଠାରୁ ବଡ଼ ଫ୍ୟାକ୍ଟ୍ରି ବୋଲି କୁହାଯାଇଛି । ତିନିହଜାର ପାଞ୍ଚ ଶହ ବର୍ଗ ମିଟର ରେ ତିଆରି ହୋଇଥିବା ଏହି ଫ୍ୟାକ୍ଟ୍ରି ରେ ଚାରୋଟି ବଡ଼ ବଡ଼ ୱାର୍କସପ ରହିଛି । ପ୍ରତି ୱାର୍କଶପରୁ ପ୍ରତି ସପ୍ତାହ ରେ ପାଖାପାଖି ୫୦ ଲକ୍ଷ ମଶା ଉତ୍ପାଦନ ହେଉଛି । ତେବେ ମୋଟ ଦୁଇ କୋଟି ମଶା ଉତ୍ପାଦନ କରାଯାଉଛି ।

ଏହି ମଶା ୱାଲବାରଚିଆ ବ୍ୟାକ୍ଟେରିଆ ରୁ ସୃଷ୍ଟି ହେଉଛି । ଯାହାକି ବିଭିନ୍ନ ରୋଗ ବଢ଼ାଉଥିବା ମଶା ଙ୍କ ସହ ମିଶି ସେମାନଙ୍କ ପ୍ର-ଜ-ନ-ନ କ୍ଷମତା କୁ ନା-ଶ କରିବ । ଫଳ ରେ ରୋଗ ସୃଷ୍ଟି କରୁଥିବା ମଶା ଙ୍କ ସଂଖ୍ୟା କମିବ ଏବଂ ରୋଗ ମଧ୍ୟ କମିଯିବ । ତେବେ ଏହି ଉତ୍ପାଦିତ ମଶା କୁ ସେମାନେ ଯେଉଁଠାରେ ଡେଙ୍ଗୁ ଆଦି ମଶା ର ବାସସ୍ଥାନ ଥାଏ ସେହିଠାରେ ଛାଡ଼ି ଦେଉଛନ୍ତି ଏବଂ ସେମାନେ ନିଜ ନିଜର କାର୍ଯ୍ୟ କରିଦେଉଛନ୍ତି । ତେବେ ଚୀନ ର ଏହି ଅଭିନବ ପ୍ରୟାସ ବିଷୟ ରେ ଆପଣଙ୍କ ମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *