ମା’ଙ୍କ କୋଳରେ ଥିବା ଏହି ଫିଲ୍ମ ଅଭିନେତ୍ରୀ ଜଣକ କିଏ ? ଶ୍ଵଶୁର ଥିଲେ ମହାରାଷ୍ଟ୍ରର CM ତ ସ୍ଵାମୀ Bollywood ଆକ୍ଟର, କଣ ଚିହ୍ନି ପାରିଲେ…

ବନ୍ଧୁଗଣ ଆପଣମାନେ ଜାଣିଥିବେ ପ୍ରତେକ ପିଲା ନିଜ ମା ର ବହୁତ ନିକଟତର ହୋଇଥାଏ । ପିଲା ନିଜ ମା ବିନା ଗୋଟେ ମୂହୁର୍ତ୍ତ ବି ରହିପାରେ ନାହି । ପିଲାଙ୍କୁ ମା ଙ୍କ କୋଳରେ ରହିବାକୁ ପସନ୍ଦ ଲାଗିଥାଏ । ସେଥିପାଇଁ ପ୍ରତେକ ସନ୍ତାନଙ୍କର ମା ର  କୋଳରେ ବସିଥିବାର ଫୋଟୋ ନିଶ୍ଚୟ ରହିଥାଏ । ଆଜି ଆମେ ଆପଣଙ୍କୁ ସେମିତି ଜଣେ ପିଲା ବିଷୟରେ କହିବାକୁ ଯାଉଛୁ । ସେ ଜଣେ ବଲିଉଡର ଜଣାଶୁଣା ଅଭିନେତ୍ରୀ ଅଟନ୍ତି ।

ଆପଣମାନେ ଆମେ ଦେଇଥିବା ଫୋଟୋରେ ଜଣେ ଝିଅକୁ ତା ମା ର କୋଳରେ ଥିବାର ଦେଖିପାରିବେ । ଏଭଳି ଢଗ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ଏହି ପିଲାଟି ବର୍ତ୍ତମାନ 35 ବର୍ଷର ହୋଇଗଲାଣି । ତାଙ୍କର ଶ୍ଵଶୁର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ତେବେ କଣ ଆପଣ ଏହି ପିଲାକୁ ଚିହ୍ନି ପାରିଲେ କି ? ତେବେ ଆମେ ଆପଣଙ୍କୁ କହୁଚୁ ଏହି ପିଲାଟି ଆଉ କେହି ନୁହେଁ ବରଂ ବଲିଉଡର କିୟୁଟ ଅଭିନେତ୍ରୀ ଜେନେଲିୟା ଡିସୋଜା ।

1987 ଅଗଷ୍ଟ 5ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲା ଜେନେଲିୟା ଡିସୋଜା ବଲିଉଡ ଅପେକ୍ଷା ସାଉଥ ଫିଲ୍ମରେ କାମ କରିସାରିଛନ୍ତି । ସେ 2003ରେ “ତୁଝେ ମେରି କସମ” ଫିଲ୍ମ ଅଭିନେତା ରିତେଶ ଦେଶମୁଖଙ୍କ ସହ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ । ଦୁହେଁ 2012ରେ ପରସ୍ପରକୁ ବିବାହ କରିଛନ୍ତି । ଜେନେଲିୟାଙ୍କ ଶ୍ଵଶୁର ବିଳାସରାବ ଦେଶମୁଖ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ।

ତାଙ୍କର 2012ରେ ନିଧନ ହୋଇସାରିଛି । ରିତେଶ ଓ ଜେନେଲିୟାଙ୍କ 2 ଝିଅ ଅଛନ୍ତି ଯାହାଙ୍କ ନାମ ରିୟାନ ଓ ରାୟଲ । ଜେନେଲିୟାଙ୍କ ଫିଲ୍ମ କ୍ଯାରିୟର ବହୁତ ଭଲ ରହିଛି । ତାଙ୍କୁ ସବୁଠାରୁ ଅଧିକ ଫେମ 2008ରେ ଫିଲ୍ମ “ଜାନୁ ତୁ ୟା ଜାନୁ ନା” ରେ ମିଳିଥିଲା । ସେ ଫିଲ୍ମ ଅପେକ୍ଷା ବିଜ୍ଞାପନରେ ବହୁତ ଭଲ ରୋଜଗାର କରିଥାନ୍ତି ।

ସେ “ଫେଣ୍ଟା, ବର୍ଜିନ ମୋବାଇଲ ଇଣ୍ଡିଆ, ଫାଷ୍ଟଟ୍ରେକ, ଏଲଜି ମୋବାଇଲ, ଗାର୍ନିୟର ଲାଇଟ, ମାର୍ଗୋ ୱ ପର୍କ ଇଣ୍ଡିଆ” ର ବ୍ରାଣ୍ଡ ଆମ୍ବାସିଡର ରହି ସାରିଛନ୍ତି । ଏହା ଛାଡ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ଜେନେଲିୟା ରିତେଶଙ୍କ ସହ ବହୁତ ମଜାଦାର ଋଲ୍ସ କରିଥାନ୍ତି । ଫ୍ୟାନ୍ସଙ୍କୁ ଦୁହିଙ୍କର ଯୋଡି ବହୁତ ପସନ୍ଦ ଆସିଥାଏ ।

କାମ ବିଷୟରେ କହିବାକୁ ଗଲେ ତାଙ୍କୁ ପୂର୍ବ ମାସରେ “ମିଷ୍ଟର ମମୀ” ନାମକ ଫିଲ୍ମ ରେ ଦେଖା ଯାଇଥିଲା । ଏହି ଫିଲ୍ମ ରେ ତାଙ୍କର ବିପରୀତ ରିତେଶ ଦେଶମୁଖ ଥିଲେ । ଫିଲ୍ମ ରେ ଜେନେଲିୟା ଙ୍କ ସହ ରିତେଶ ତାଙ୍କ ସ୍ଵାମୀ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ରେ ଜେନେଲିୟା ପ୍ରେଗନେଣ୍ଟ ହୋଇ ଯାଉଛନ୍ତି । ଏହା ଛଡା ଏହି ଦୁହିଙ୍କର ଯୋଡି ଫ୍ୟାନ୍ସ ମାନେ ମରାଠୀ ଫିଲ୍ମ “ବେଡ” ରେ ଦେଖିବାକୁ ପାଇବେ । ଏହି ଫିଲ୍ମ ର ଟ୍ରେଲର ଦର୍ଶକ ଙ୍କୁ ବହୁତ ପସନ୍ଦ ଆସୁଛି । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅମା ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *