ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଅନେକ ଲୋକ ସୋସିଆଲ ମିଡିଆରେ ଫେମସ ହେବା ପାଇଁ ସର୍ଟ ଭିଡିଓ ମଧ୍ୟ ଅପଲୋଡ କରୁଛନ୍ତି ।
ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆ ମାଧ୍ୟମରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।
ଏହି ଭିଡିଓରେ କୌଣସି ଲୋକ ନୁହେଁ ଗୋଟେ ଶୁଆର ମଧୁର ସ୍ଵର ଓ ତାର ହରକତ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଶୁଆ ଗୀତ ଗାଇବା ସହ ମୁଣ୍ଡ ଟୁଙ୍ଗାରି ନାଚୁ ଥିବାର ନଜର ଆସୁଛି ।
ଘର ଲୋକମାନେ ତାଳି ମାରୁଛନ୍ତି ଓ ଶୁଆଟି ତାଳିର ତାଳେ ତାଳେ ନିଜ ମୁଣ୍ଡ ଟୁଙ୍ଗାରି ଶବ୍ଦ ବାହାର କରୁଛି । ଏଭଳି ଦୃଶ୍ୟ ବନ୍ଧୁଗଣ ବହୁତ କମ ଦେଖିବାକୁ ମିଳିଥାଏ । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଶୁଆ କଥା କୁହେ ହେଲେ ଶୁଆ କଥା କହିବା ସହ ନାଚିବାର ଦୃଶ୍ୟ ବହୁତ କମ ଦେଖିବାକୁ ମିଳେ । ଏହି ଭିଡିଓରେ ପରିବାର ଲୋକ ଯାହା କହୁଛନ୍ତି ଶୁଆଟି ନକଲ କରୁଥିବାର ନଜର ଆସୁଛି ।
ତେବେ ବନ୍ଧୁଗଣ ଏହି ଭିଡିଓଟି ପାବ୍ଲୋ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଥିବା ବେଳେ । ଏହି ଶୁଆ ଭିଡିଓକୁ ଏ ପର୍ଯ୍ୟନ୍ତ 13 ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଲୋକମାନେ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ମଧ୍ୟ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଶୁଆର ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।