Manish ମର୍ଡର ମିଷ୍ଟ୍ରି: Manish ଥିଲେ ସାଉଥ୍ ସିଟିର ରେଗୁଲାର କଷ୍ଟମର, ଶୁଣନ୍ତୁ କଣ କହୁଛନ୍ତି ହୋଟେଲ Receptionist, ଜାଣିଲେ ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୋଜି କରିବାକୁ ଡାକି ମନୀଷ ଅନୁରାଗ ଙ୍କୁ କରାଯାଇଥିଲା ହ-ତ-ୟା । ଗତ ରବିବାର ଦିନ ମନୀଷ ଙ୍କ ବାପା ପାଇଥିଲେ ନିଜ ପୁଅ ର ଶେଷ କଲ । ମନୀଷ ଙ୍କ ବାପା କହିଛନ୍ତି ଯେ ତାଙ୍କ ପୁଅ ଙ୍କୁ ହ-ତ-ୟା କରାଯାଇଅଛି । ପୋଲିସ ଖୁବ ଶୀଘ୍ର ହ-ତ-ୟାକାରୀ ମାନଙ୍କୁ ଗି-ର-ଫ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ଏକ ବଡ ଖୁଲାସା ହୋଇଅଛି ଯେ ପାତ୍ରପଡା ର ଏକ ରେଷ୍ଟୁରାଣ୍ଟ ଅଥବା ବାର ରେ ମନୀଷ ଶେଷ ଥର ନିମନ୍ତେ ଏହି ଜାଗାକୁ ଆସିଥିଲେ ।

ଏହି ହୋଟେଲ ରେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଥିଲେ ଏବଂ ଏହି ଜାଗାରୁ ସେ ବିଳମ୍ବିତ ରାତିରେ ଫେରିଛନ୍ତି । ପୋଲିସ ଗତକାଲି ରାତିରେ ଏହିଠାରେ ଛା-ପା ମା-ରି ବହୁତ ଗୁରୁତ୍ଵପୂର୍ଣ୍ଣ ଡକୁମେଣ୍ଟ ନେଇଅଛି । ମନୀଷ ସହିତ ଆଉ କିଏ ଥିଲେ ? ଏବଂ କାହା ସହିତ ସେ ଯାଇଥିଲେ ସେ ସମ୍ବନ୍ଧରେ ହୋଟେଲ ର କର୍ମଚାରୀ ଜଣେ କହିଛନ୍ତି ଯେ, ମନୀଷ ଗଲା ସମୟ ପ୍ରାୟ ୪ ହେବ ।

ଯିବା ସମୟରେ ସେ ନି-ଶା ରେ ଚୁ-ର ହୋଇ ହୋଟେଲ ରୁ ବାହାରି ଯାଇଥିଲେ । ମାତ୍ର ତାଙ୍କ ସହିତ କେହି ନଥିଲେ ଏବଂ ସେ ଚାଲି ଚାଲି ବାହାରକୁ ଯାଇଥିଲେ । ଗତକାଲି ୫ ଜଣିଆ ପୋଲିସ ଟିମ ଆସି ରେଷ୍ଟୁରାଣ୍ଟ ରେ ସିସିଟିଭି ଫୁଟେଜ ସଂଗ୍ରହ କରିଛନ୍ତି । କିଛି ଲୋକଙ୍କ ପ୍ରତିକ୍ରିୟା ଅନୁଯାୟୀ ସେ ପାତ୍ରପଡା ରେଷ୍ଟୁରାଣ୍ଟ ର ରେଗୁଲାର କଷ୍ଟମର ଥିଲେ । ବର୍ତ୍ତମାନ ପୋଲିସ ବାର କୁ ବନ୍ଦ କରିଦେଇଅଛି । ଏବଂ ସମସ୍ତ ତଥ୍ୟ ମଧ୍ୟ ଏହି ରେଷ୍ଟୁରାଣ୍ଟ ତଥା ବାର ରୁ ନେଇଛନ୍ତି ।

ମାତ୍ର ଏହି ରେଷ୍ଟୁରାଣ୍ଟ ରେ ଥିବା କିଛି କର୍ମଚାରୀ ମନୀଷ ଙ୍କୁ ରେଗୁଲାର କଷ୍ଟମର କହୁଥିବା ବେଳେ ଆଉ କିଛି ତାଙ୍କୁ ଚିହ୍ନି ନାହାନ୍ତି ବୋଲି କହିଛନ୍ତି । ମାତ୍ର ବର୍ତ୍ତମାନ ମନୀଷ ଙ୍କ  ମାମଲା ଆହୁରି ଜଟିଳ ହେବାକୁ ଲାଗିଅଛି । ଦେଖାଯାଉ ପୋଲିସ ତାଙ୍କ ହ-ତ-ୟାକାରୀ ଙ୍କୁ କେବେ ଧ-ରି ଦ-ଣ୍ଡ ଦେଉଅଛି । ଏବଂ ବାପା ନବୀନ ଙ୍କୁ କେବେ ଆଶ୍ଵାସନା ମିଳୁଛି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *