Manish Das ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, Manish ଙ୍କ ଆଗରେ ଯାଉଥିବା ଯୁବତୀ କିଏ ? ଦେଖନ୍ତୁ Exclusive Video

ବନ୍ଧୁଗଣ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃ-ତ୍ୟୁ ମାମଲାରେ ଛା-ନ-ଭି-ନ୍‌-କୁ ଜୋରଦାର କରିଛି ପୁଲିସ୍‌ । ଏହି ଘ-ଟ-ଣା-ରେ ପୁଲିସ୍‌ ଏ ଯାଏ ୫ ଜଣଙ୍କୁ ପଚରା ଉଚରା ଚଳାଇଛି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୨ ଜଣ ଥିବା ବେଳେ କନ୍ଧମାଳର ୩ ଜଣ ଅଛନ୍ତି । ତେବେ ଏବେ ଗୋଟିଏ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏହି ସିସିଟିଭି ଫୁଟେଜର ଚର୍ଚା ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ମାତ୍ରାରେ ହେଉଛି ।

ଏହି ଭିଡିଓ  ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଭା-ଇ-ରା-ଲ ହେଉଥିବା ସିସିଟିଭି ଫୁଟେଜରେ ମନୀଷଙ୍କ ଆଗରେ ଜଣେ ଯୁବତୀ ଯାଉଥିବାର ଦେଖିବାକୁ ମିଳିଛି । ଏବେ ଏହି ଯୁବତୀ ଜଣକ କିଏ ଯିଏ ମନୀଷଙ୍କ ଆଗରେ ଚାଲି ଚାଲି ଯାଉଛନ୍ତି ତାଙ୍କୁ ନେଇ ବହୁତ ଚର୍ଚା ଚାଲିଛି ।

ବନ୍ଧୁଗଣ ଯୁବତୀଙ୍କ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ ହେଲେ କମିସନରେଟ ପୋଲିସ ଏହି କେ-ସ-ର ତ-ଦ-ନ୍ତ ଭିନ୍ନ ଭିନ୍ନ ଦିଗରୁ କରୁଛି । ମନୀଷଙ୍କ ମୃ-ତ୍ୟୁ-କୁ ଗତ ୪ ଦିନ ହୋଇ ଗଲାଣି । ନିଜ ବିବାହର ୧୧ ଦିନ ପୂର୍ବରୁ ମନୀଷ ସମସ୍ତଙ୍କୁ ଛାଡି ଚାଲିଗଲେ । ତାଙ୍କର ଅ-କା-ଳ ବି-ୟୋ-ଗ-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର ଲୋକ ।

ମନୀଷଙ୍କ ମୃ-ତ୍ୟୁ-କୁ ହ-ତ୍ୟା-ର ରୂପ ଦିଆ ଯାଉଥିବା ବେଳେ କମିସନରେଟ ପୋଲିସ ଏହି ମାମଲାର ତ-ଦ-ନ୍ତ-କୁ କଡାକଡି କରିଛି । ବହୁତ ଶୀଘ୍ର ଏହି ମାମଲାର ସତ୍ୟତା ଜାଣିବାକୁ ମିଳିବ ବୋଲି କମିସନରେଟ କହିଛି । ତେବେ ବନ୍ଧୁଗଣ ମନୀଷ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅ । ମନୀଷଙ୍କ ମୃ-ତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭା-ଙ୍ଗି ପଡିଛି । ଅନ୍ୟ ପକ୍ଷରେ ଦିନକୁ ଦିନ ଏହି ମାମଲା ଏକ ନୂଆ ମୋଡ ନେଉଛି ।

Leave a Reply

Your email address will not be published. Required fields are marked *