ଚାଣକ୍ୟ ନୀତି: ମଣିଷର କପାଳରେ ଲେଖା ହେଇଥାଏ କୋଟିପତି ହେବାର ରାଜ,

ନମସ୍କାର ସାଙ୍ଗମାନେ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ର ବହୁତ ଅମୂଲ୍ୟ ଓ ଅଦ୍ଭୁତ ଜ୍ଞାନ ବିଷୟରେ କହିବାକୁ ଯାଉଛୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଥାରେ ଆଗରୁ ହିଁ ଲେଖାଥାଏ କି ଆପଣ ଧନୀ ହେବେ ନା ନାହିଁ ଓ ଆପଣଙ୍କ ଆୟୁ କେତେ ହେବ । ସମୁଦ୍ର ଶାସ୍ତ୍ର ମଧ୍ୟ ଏହି କଥାକୁ ମାନିଥାଏ କି ବହୁତ କଥା କପାଳରେ ଲେଖା ଥାଏ । କପାଳର ରେଖା ଓ ଚିହ୍ନ ବି ଆପଣଙ୍କ ଭବିଷ୍ୟତ ବିଷୟରେ ବହୁତ କିଛି କହିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏହି ଭିଡିଓ ମାଧ୍ୟମରେ ଏହା କହିବାକୁ ଯାଉଛୁ ।

ଏମିତି କୁହାଯାଏ କି ଯଦି କୌଣସି ବ୍ୟକ୍ତି ର କପାଳରେ ସ୍ପଷ୍ଟ ଓ ଅସ୍ପଷ୍ଟ କିଛି ପ୍ରକାରର ରେଖା ଥାଏ ତେବେ ଏମିତି ମଣିଷକୁ ସଙ୍କଟ ଠାରୁ ବଞ୍ଚିବା ଆବଶ୍ୟକ । ସମୁଦ୍ର ଶାସ୍ତ୍ର ଅନୁସାରେ ଏମିତି ଲୋକଙ୍କର ଆୟୁ ସାମାନ୍ୟ ଠାରୁ ମଧ୍ୟ କମ ହୋଇଥାଏ ।

କପାଳରେ ଯଦି ଅଧାରୁ ଭାଙ୍ଗିଯାଇଥିବା ରେଖା ଅଛି ତେବେ ଏହାର ମାନେ ଅଟେ କି ଦୁର୍ଘଟଣା ରେ ଗମ୍ଭୀର ସ୍ଥିତି ହୋଇପାରେ । ଏହି ସ୍ଥିତିରେ ମୃତ୍ୟୁଞ୍ଜୟ ମନ୍ତ୍ର ର ଜପ ଓ ଯଜ୍ଞ କରାଇବା ଉଚିତ ।

ଯଦି କୌଣସି ବ୍ୟକ୍ତିର କପାଳରେ ତ୍ରିଶୂଳ ଚିହ୍ନ ଥାଏ ତେବେ ଏମିତି ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ସମାଜରେ ସମ୍ମାନ ମିଳିଥାଏ ଓ ଏମାନଙ୍କ ସନ୍ତାନ ଦୀର୍ଘାୟୁ ହୋଇଥାନ୍ତି । ଏମିତି ଲୋକଙ୍କ ଘରେ କେବେ ବି ଧନର ଅଭାବ ହୋଇ ନଥାଏ ଓ ସାକ୍ଷାତ ଭଗବାନ ତାଙ୍କ ଘରେ ବାସ କରିଥାନ୍ତି ।

ଯଦି ସ୍ତ୍ରୀଙ୍କ କପାଳ ଲୁମ ବିହୀନ ହୋଇଥିବ, ତାହାର ଆକୃତି ଅର୍ଦ୍ଧ ଚନ୍ଦ୍ରାକାର ସହିତ 3 ଆଙ୍ଗୁଳି ଚଉଡା ହେଇଥିବ ତେବେ ସେ ସୁସ୍ଥ ଓ ସୌଭାଗ୍ୟବତୀ ହୋଇଥାଏ ଓ ଯଦି ଏମିତି କପାଳରେ ସ୍ଵସ୍ତିକ ଚିହ୍ନ ଥାଏ ତେବେ ଏମିତି ସ୍ତ୍ରୀ ରାଜ୍ୟ ଅଧିକାରିଣୀ ଓ ସବୁ ପ୍ରକାରର ସୁଖ ପ୍ରାପ୍ତ କରିଥାଏ । ଏମିତି ମହିଳା ବହୁତ ପ୍ରଭାବଶାଳୀ ବି ହୋଇଥାନ୍ତି ।
ଯେଉଁ ସ୍ତ୍ରୀ ର କପାଳରେ ଦୀର୍ଘ ରେଖା ଦେଖାଦିଏ ସେ ବହୁତ ଭାଗ୍ୟଶାଳୀ ଓ ନିଜ ସ୍ଵାମୀର ପ୍ରିୟ ହୋଇଥାଏ । ସେଇଠି ଯଦି ତାହାର କପାଳରେ ତ୍ରିଶୂଳ ଚିହ୍ନ ଥାଏ ତେବେ ଏମିତି ମହିଳା ଦୈବୀ ଶକ୍ତି ଯୁକ୍ତ ହୋଇଥାନ୍ତି । ଏମାନଙ୍କ ଉପରେ ଭଗବାନଙ୍କ ବିଶେଷ କୃପା ରହିଥାଏ । ଏମିତି ମହିଳା ପ୍ରାୟତଃ ସନ୍ୟାସୀ ବି ହୋଇଯାନ୍ତି ।

ଯଦି କୌଣସି ବ୍ୟକ୍ତିର କପାଳ ଚଉଡା ହୋଇଥାଏ ତେବେ ସେ ଭବିଷ୍ୟତରେ ଅଧ୍ୟାପନା ର କାର୍ଯ୍ୟ କରିଥାଏ । ଉନ୍ନତ ଓ ପ୍ରଶସ୍ତ କପାଳ ସୌଭାଗ୍ୟ ସୂଚକ ମନା ଯାଇଥାଏ । ଏମିତି ଲୋକଙ୍କୁ ନିଜ ଜୀବନରେ ସବୁ ପ୍ରକାରର ସୁବିଧା ମିଳିଥାଏ ଓ ଏମାନଙ୍କ ଜୀବନସାଥିଙ୍କ ଆୟୁ ବି ଲମ୍ବା ହୋଇଥାଏ । ସେଇଠି ଅସାମାନ୍ୟ କପାଳ ବାଲା ଲୋକଙ୍କୁ କିଛି ଥର ଦୁର୍ଭାଗ୍ୟ ର ସାମ୍ନା କରିବାକୁ ପଡିଥାଏ । ଏମାନଙ୍କ ସବୁ କାମରେ ବାଧା ଆସିଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *