Vastu Shastra- ଶ୍ରୀ କୃଷ୍ଣ କୁହନ୍ତି ମଣିଷର ଏହି 4 ଟି ଭୁଲ ମଣିଷକୁ ବନେଇ ଦିଏ ଭିକାରି, କଣ ଆପଣ ଏମିତି କରୁଛନ୍ତି ?

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଚାହିଁଥାଏ । ସେଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାଏ । କାରଣ ବନ୍ଧୁଗଣ ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ସବୁଠାରୁ ଅଧିକ ଧନର ଆବଶ୍ୟକତା ରହିଛି । ମଣିଷ ଧନ ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରିଥାଏ । ହେଲେ ବନ୍ଧୁଗଣ କିଛି ଲୋକ ଏପରି ଅଛନ୍ତି ଯେଉଁ ମାନେ ଯେତେ ଧନ ଅର୍ଜନ କରିଥିଲେ ମଧ୍ୟ ସେମାନେ ଦରିଦ୍ରତାରେ ବଞ୍ଚିଥାନ୍ତି ଓ ସେମାନଙ୍କ ପାଖରେ କେବେହେଲ ଧନ ରହିନଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁଯାଇ ଏପରି କିଛି ଭୁଲ ରହିଛି ଯାହାକୁ ମଣିଷ ଅଜଣାତରେ କରିଥାଏ ଓ ଏହି ଭୁଲ ପାଇଁ ମଣିଷକୁ ଦରିଦ୍ରତା ଭୋଗ କରିବାକୁ ପଡିଥାଏ ।

ବନ୍ଧୁଗଣ ଶାସ୍ତ୍ରରେ ଭଗବାନ ଶ୍ରୀ କୃଷ୍ଣ କିଛି ଭୁଲ ବିଷୟରେ କହିଛନ୍ତି ଯାହାକୁ ଆପଣ ଭୁଲ ସେ ମଧ୍ୟ କରିବେ ନାହିଁ । ନଚେତ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ହେବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭୁଲ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଯେଉଁ ଲୋକ ଅର୍ନକୁ ନଷ୍ଟ କରି ତାର ଅପମାନ କରିଥାଏ ସେହି ଲୋକ ପାଖରେ କେବେହେଲ ମା ଲକ୍ଷ୍ମୀ ରହିନଥାନ୍ତି । ବନ୍ଧୁଗଣ ଏହି ଲୋକମାନେ ଆଜୀବନ ଦରିଦ୍ରତା ଭୋଗ କରିଥାନ୍ତି । ତେଣୁ ବନ୍ଧୁଗଣ ଆପଣ ନିଜର କ୍ଷମତା ଅନୁସାରେ ଖାଦ୍ୟ ସେବନ କରନ୍ତୁ ଓ ଭୁଲ ସେ ମଧ୍ୟ ଅର୍ନର ଅପମାନ କରନ୍ତୁ ନାହିଁ ।

୨. ବନ୍ଧୁଗଣ ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନା ଯାଇଥାଏ । ଆମେ ମାନେ ଝାଡୁ ଦ୍ଵାରା ଘରକୁ ସଫା ସୁତୁରା ରଖିଥାଉ । ହେଲେ ବନ୍ଧୁଗଣ ସୂର୍ଯ୍ୟଅସ୍ତ ହେବା ପରେ ଭୁଲ ସେ ମଧ୍ୟ ଘରେ ଝାଡୁ ମାରିବେ ନାହିଁ । ଏହାକୁ ଅଶୁଭ ମାନା ଯାଇଥାଏ । ଯଦି ଆପଣ ଏହି ଭୁଲ କରିବେ ତା ହେଲେ ଆପଣଙ୍କୁ ଆଜୀବନ ଦରିଦ୍ରତା ଭୋଗ କରିବାକୁ ପଡିବ । ଏହା ସହିତ ବନ୍ଧୁଗଣ ଆପଣଙ୍କ ଘରେ ଅନବରତ କଳହ ଲାଗିରହିବ ।

୩. ବନ୍ଧୁଗଣ କେବେହେଲେ ଜୋତାକୁ ନିଜ ଘର ମଧ୍ୟକୁ ଆଣିବେ ନାହିଁ । କାରଣ ଘର ମଧ୍ୟରେ ପୂଜା ମନ୍ଦିର ମଧ୍ୟ ରହିଥାଏ ଯାହାଫଳରେ ପୂଜା ମନ୍ଦିରର ଅପମାନ ହୋଇଥାଏ । ଏହା ସହିତ ବନ୍ଧୁଗଣ ଜୋତାକୁ ସବୁବେଳେ ସାଇଜ କରି ଘର ବାହାରେ ରଖିବା ଉଚିତ । ଯଦି ଆପଣ ଜୋତାକୁ ଏଣେ ତେଣେ ପକାଇବେ ତା ହେଲେ ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ ।

୪. ବନ୍ଧୁଗଣ କ୍ଷୀର ଉତୁରି ତଳେ ପଡିବା ଏକ ଶୁଭ ସଙ୍କେତ ହୋଇଥାଏ ହେଲେ ଯଦି ଏହା ସବୁଦିନ ହେବ ତା ହେଲେ ଘର ପାଇଁ ଏହା ବହୁତ ବଡ ଅଶୁଭ ସଙ୍କେତ ହୋଇଥାଏ । ଏହି ସଙ୍କେତ ଦ୍ଵାରା ଆପଣଙ୍କ ଘରେ ବହୁତ ବିପଦ ଆସିପାରେ । ଏହା ବ୍ଯତୀତ ବନ୍ଧୁଗଣ ଆପଣ ମାନଙ୍କୁ ଆର୍ଥିକ ସମସ୍ଯାର ସମ୍ମୁଖୀନ ମଧ୍ୟ ହେବାକୁ ପଡିପାରେ । ତା ହେଲେ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହିପରିକା ଭୁଲ କରନ୍ତୁ ନାହିଁ । ନଚେତ ଆଜୀବନ ଦରିଦ୍ରତା ଭୋଗ କରିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *