Interesting Gk Questions – ମଣିଷ ଶରୀରର କେଉଁ ଅଙ୍ଗ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବଡ ହୋଇ ନଥାଏ ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ-୧

ବଗିଚାର ସହର କାହାକୁ କୁହାଯାଏ

ଉତ୍ତର – କପୁରଥଲା

ପ୍ରଶ୍ନ-୨

ସଂସାରର ଛାତ କାହାକୁ କୁହନ୍ତି ?

ଉତ୍ତର- ପାମୀର ର ପଠାର

ପ୍ରଶ୍ନ-୩

କେଉଁ କ୍ଷେତ୍ରରେ ନୋବେଲ ପୁରସ୍କାର ଦିଆଯାଏ ନାହିଁ ?

ଉତ୍ତର – ଗଣିତରେ

ପ୍ରଶ୍ନ-୪

ଇଣ୍ଟରପୋଲ ର ମୁଖ୍ୟାଳୟ କେଉଁଠି ଅବସ୍ଥିତ ?

ଉତ୍ତର – ପ୍ୟାରିସ

ପ୍ରଶ୍ନ-୫

ଉତ୍ତର – ବିଶ୍ଵର ସବୁଠୁ ପୁରୁଣା ଧର୍ମ କଣ ଅଟେ ?

ଉତ୍ତର – ସନାତନ ଧର୍ମ

ପ୍ରଶ୍ନ-୬

କଇଁଛ ର ଜୀବନକାଳ କେତେ ହୋଇଥାଏ ?

ଉତ୍ତର – ୧୨୩ ବର୍ଷ

ପ୍ରଶ୍ନ-୭

ଏଲୋରା ଗୁମ୍ଫା କେଉଁଠାରେ ଅବସ୍ଥିତ ?

ଉତ୍ତର – ଔରଙ୍ଗାବାଦ (ମହାରାଷ୍ଟ୍ର)

ପ୍ରଶ୍ନ-୮

ଦୁନିଆର ସବୁଠୁ ଛୋଟ ଫୁଲ କଣ ଅଟେ ?

ଉତ୍ତର – ବୋଲଫିଆ

ପ୍ରଶ୍ନ-୯

ବିଜୁଳି ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଜର୍ମାନୀ

ପ୍ରଶ୍ନ-୧୦

ରୋହତାଙ୍ଗ ଦର୍ରା ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର – ହିମାଚଳ ପ୍ରଦେଶ

ପ୍ରଶ୍ନ-୧୧

ଫୁଲର ଘାଟି ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର – ଉତ୍ତରାଖଣ୍ଡ

ପ୍ରଶ୍ନ-୧୨

ଭାରତର ପ୍ରଥମ ଗୃହ ମନ୍ତ୍ରୀ କିଏ ଥିଲେ ?

ଉତ୍ତର – ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ

ପ୍ରଶ୍ନ-୧୩

କଳା ବଣ କେଉଁଠି ଅବସ୍ଥିତ ?

ଉତ୍ତର – ବ୍ରାଜିଲ

ପ୍ରଶ୍ନ-୧୪

ବଜାଜ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର – ଭାରତ

ପ୍ରଶ୍ନ-୧୫

ମଣିଷର ମସ୍ତିସ୍କର ଓଜନ କେତେ ହୋଇଥାଏ ?

ଉତ୍ତର – ୧୩୫୦ ଗ୍ରାମ

ପ୍ରଶ୍ନ-୧୬

ମଣିଷ ଶରୀରର କେଉଁ ଅଙ୍ଗ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବଡ ହୋଇ ନଥାଏ ?

ଉତ୍ତର – ଆଖି ଡୋଳା

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *