Manike Mage Hithe ଗୀତ ଗାଇ ପୁଣି ଭାଇରାଲ ହେଲେ Ranu Mandal, ଷ୍ଟାଇଲ ଦେଖି ଲୋକେ କହିଲେ ଇଏ ତ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ମାତ୍ର ଗୋଟିଏ ଗୀତ ଗାଇ ବଲିଉଡ ଇଣ୍ଡଷ୍ଟ୍ରିରେ ଫେମସ ହୋଇଯାଇଛନ୍ତି । ସେହି ସିଙ୍ଗର ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ରାନୁ ମଣ୍ଡଲ ।

ବନ୍ଧୁଗଣ ସୋ-ସି-ଆ-ଲ ମିଡିଆର ପାୱାର ବହୁତ ଅଧିକ କାରଣ ରାନୁଙ୍କ ସଫଳତା ପଛରେ ସୋ-ସି-ଆ-ଲ ମି-ଡି-ଆରେ ବହୁତ ବଡ ଭୂମିକା ଅଛି । ଗତ ଦୁଇ ବର୍ଷ ତଳେ ରାନୁ ମଣ୍ଡଲ ପଶ୍ଚିମ ବଙ୍ଗାଳର ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଉଥିଲେ । ସେ ଲତା ମଙ୍ଗେସ୍କରଙ୍କ ପପୁଲାର ଗୀତ ‘ପ୍ୟାର କା ନଗାମା ହେ’ ଗୀତ ଗାଉଥିଲେ । ସେହି ସମୟରେ ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ଇଞ୍ଜିନିୟର ରାନୁଙ୍କ ଭିଡିଓ କରି ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଦେଇଥିଲେ ।

ଏହା ପରେ ରାନୁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଆସିଗଲେ । ତାଙ୍କର ଗୀତକୁ ସମସ୍ତେ ବହୁତ ପସନ୍ଦ କରିଲେ । ରାନୁଙ୍କ ଟ୍ୟାଲେନ୍ଟକୁ ଦେଖି ତାଙ୍କୁ ମୁମ୍ବାଇର ଏକ ରିଆଲିଟି ସୋକୁ ନିମନ୍ତ୍ରଣ କରଯାଇଥିଲା । ସେହି ରିଆଲିଟି ସୋରେ ବଲିଉଡ ଇଣ୍ଡଷ୍ଟ୍ରିର ଫେମସ ଗାୟକ ହିମେଶ ରେଶମୀୟା ଜଜ୍ ଥିଲେ । ଏହାପରେ ହିମେଶ ରାନୁଙ୍କ ଟ୍ୟାଲେନ୍ଟ ଦେଖି ତାଙ୍କୁ ଗୀତ ଗାଇବାର ଏକ ମଉକା ଦେଲେ ।

ଏହା ପରେ ଉଭୟ ରାନୁ ଓ ହିମେଶ ଏକ ଗୀତ ରେକର୍ଡ କରିଥିଲେ ଯାହାର ନାମ ହେଉଛି ‘ତେରି ମେରି କାହାନି’ । ଏହାପରେ ରାନୁଙ୍କ ପୁରା ଲାଇଫ ବଦଳି ଗଲା । ରାନୁ ନିଜ ଜୀବନରେ ସଫଳତା ପାଇପାରିଲେ । ରାନୁ ନିଜ ପର୍ଶନାଳ ଲାଇଫ ଓ ନିଜ ଗୀତ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ରାନୁଙ୍କର ଏକ ନୂଆ ଗୀତ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛି ।

ରାନୁ ‘ମାନିକେ ମାଗେ ହେଥେ’ ଗୀତକୁ ଗାଉଥିବାର ନଜର ଆସିଛନ୍ତି । ଏହି ଗୀତଟି ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଗୀତଟି ୨୦୨୦ରେ ସତିସନ ରାନାୟକ ଗାଇଥିଲେ । ଏହି ବର୍ଷ ଏହି ଗୀତଟିକୁ ଏକ ନୂଆ ଢଙ୍ଗରେ ଶ୍ରୀଲଙ୍କାର ଗାଇକା ୟୋହାନି ଦିଲୋକା ଡି ସେଲବି ବହୁତ ସୁନ୍ଦର ଭାବରେ ଗାଇଛନ୍ତି ।

ଏହି ଗୀତକୁ ସୋ-ସି-ଆ-ଲ ମି-ଡି-ଆରେ ୩ ମାସ ମଧ୍ୟରେ ୯୧ ମିଲିୟନର ଭ୍ୟୁଜ ମିଳିଛି । ବର୍ତ୍ତମାନ ତ ରାନୁ ବି ଏହି ଗୀତଟିକୁ ବହୁତ ଖୁସିର ସହ ଗାଉଥିବାର ନଜର ଆସୁଛନ୍ତି । ରାନୁଙ୍କ ଏହି ଗୀତର ଭିଡିଓକୁ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ଓ ଲୋକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାନୁଙ୍କ ଏହି ଗୀତଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *