Interesting Gk Questions- ଭିତରକୁ ଯାଏ ଡ୍ରେସ ପିନ୍ଧି ବାହାରକୁ ଆସେ ଲଙ୍ଗଳା ହୋଇ ତାହା କଣ ? 99 % ଲୋକ ଫେଲ

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ-1

ଇଂରେଜ ମାନେ ପ୍ରଥମ ଫ୍ୟାକ୍ଟ୍ରି କେଉଁଠାରେ ସ୍ଥାପନ କରିଥିଲେ ?

ଉତ୍ତର – ସୁରତ ଠାରେ ଇଂରେଜ ମାନେ ତାଙ୍କର ପ୍ରଥମ ଫ୍ୟାକ୍ଟ୍ରି ସ୍ଥାପନା କରିଥିଲେ ।

ପ୍ରଶ୍ନ-2

ଲିଚି କେଉଁ ଦେଶରେ ଅଧିକ ଉତ୍ପାଦନ କରାଯାଏ ?

ଉତ୍ତର- ଭାରତରେ ଅଧିକ ପରିମାଣର ଲିଚି ଉତ୍ପାଦନ ହୋଇଥାଏ ।

ପ୍ରଶ୍ନ-3

କେଉଁ ଦେଶର ନୋଟ ଉପରେ ଭଗବାନ ଗଣେଶଙ୍କ ଫଟୋ ରହିଛି ?

ଉତ୍ତର- ଇଣ୍ଡୋନେସିଆ ର ନୋଟ ଉପରେ ଭଗବାନ ଗଣେଶଙ୍କ ଫଟୋ ରହିଛି ।

ପ୍ରଶ୍ନ-4

ଆଲପାସ ପର୍ବତମାଳା କେଉଁ ମହାଦେଶରେ ରହିଛି ?

 

ଉତ୍ତର- ୟୁରୋପ

ପ୍ରଶ୍ନ-5

ଗଛ ଲଗେଇଲି ଫଳିବା ପାଇଁ ଫଳିଲା ହେଲେ ଝଡିଲା ନାହିଁ ?

ଉତ୍ତର – ଭେଣ୍ଡି

ପ୍ରଶ୍ନ-6

ସେ କିଏ ଯିଏ ମୁକ ବଧିର ହେଲେ ବି ସବୁବେଳେ ସତ କୁହେ ?

ଉତ୍ତର- ଆଇନା ମୁକ ଓ ବଧିର ଅଟେ କିନ୍ତୁ ସେ ସବୁବେଳେ ସତ କହିଥାଏ ।

ପ୍ରଶ୍ନ-7

ବନ୍ଦେ ମାତାରାମ ସମାଚାର ପତ୍ର କିଏ ଆରମ୍ଭ କରିଥିଲେ ?

ଉତ୍ତର- ବିପିନ ଚନ୍ଦ୍ର ପାଲ ବନ୍ଦେ ମାତାରାମ ସମାଚାର ପତ୍ର ଆରମ୍ଭ କରିଥିଲେ ।

ପ୍ରଶ୍ନ-8

କେଉଁ ପ୍ରାଣୀ ନିଜର ସମସ୍ତ କାର୍ଯ୍ୟ ନାକ ସାହାର୍ଯ୍ୟ ରେ କରିଥାଏ ।

ଉତ୍ତର – ହାତୀ ନିଜର ସମସ୍ତ କାର୍ଯ୍ୟ ନିଜର ନାକ ସାହାର୍ଯ୍ୟ ରେ କରିଥାଏ ?

ପ୍ରଶ୍ନ-9

ଭାରତର କେଉଁ ସହରର ଜନସଂଖ୍ୟା ସବୁଠାରୁ ଅଧିକ ଅଟେ ?

ଉତ୍ତର- ଭାରତର ମୁମ୍ବାଇ ସହରର ଜନସଂଖ୍ୟା ସବୁଠାରୁ ଅଧିକ ଅଟେ ।

ପ୍ରଶ୍ନ-10

ଭିତରକୁ ଯାଏ ଡ୍ରେସ ପିନ୍ଧି ବାହାରକୁ ଆସେ ଲଙ୍ଗଳା ହୋଇ ତାହା କଣ ?

ଉତ୍ତର- ମନ୍ଦିର ଭିତରକୁ କଦଳୀ

ପ୍ରଶ୍ନ-11

ସମ୍ବିଧାନ ପ୍ରଣୟନ କରିଥିବା ପ୍ରଥମ ଦେଶର ନାମ କଣ ?

ଉତ୍ତର – ଆମେରିକା

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *