ଭାଇରାଲ ହେଲା କ୍ୟାମେରାମ୍ୟାନ Manas Swain ଙ୍କ ମୃତ୍ୟୁ ପୂର୍ବର ଶେଷ ଭିଡିଓ, କହୁଥିଲେ କିଛି ଏମିତି…ଦେଖନ୍ତୁ ଭିଡିଓ

ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁ ହତୟଆକାଣ୍ଡଟି ଏବେ ସାରା ଓଡିଶାରେ ହଲଚଲ ସୃଷ୍ଟି କରିଛି । ଏହି ମାମଲାକୁ ନେଇ ସବୁ ଆଡେ ଜୋର ଚର୍ଚ୍ଚା ଧରିଛି । ବନ୍ଧୁଗଣ ଏହି ମାମଲାକୁ ନେଇ ଏବେ ଏକ ଭିଡିଓ ସାମ୍ନାକୁ ଆସୁଛି ଓ ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ମାନସ ସ୍ଵାଇଁଙ୍କୁ ହତୟଆ କରାଯାଇଛି ଓ ଏ ପର୍ଯ୍ୟନ୍ତ ଏହି ମାମଲାକୁ ନେଇ ସମସ୍ତ ତଥ୍ୟ ଓ ପ୍ରମାଣ ମିଳିଯାଇଛି । ତେବେ ହତୟଆ କରିବା ପୂର୍ବରୁ ମାନସ ନିଜର ଏକ ଶେଷ ଭିଡିଓ ରେକର୍ଡ କରିଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ହେଉଛି ପୁରୀ ଯିବା ସମୟର ଭିଡିଓ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଶେଷ ଥର ପାଇଁ ମାନସ ପୁରୀ ଯାଇଥିଲେ ଏକ ଆଲବମ ଭିଡିଓ ସୁଟିଙ୍ଗ କରିବା ପାଇଁ । ମାନସଙ୍କ ସହ ଶର୍ମୀଷ୍ଠା, ନିରଞ୍ଜନ ଓ ଅନ୍ୟ ଲୋକମାନେ ମଧ୍ୟ ଯାଇଥିଲେ । ତେବେ ଏହି ଭିଡିଓରେ ମାନସ ପୁରୀ ଯିବା ସମୟରେ ଏକ ଲାଇଭ ଭିଡିଓ କରିଥିଲେ । ଭିଡିଓରେ ମାନସ ବହୁତ ଖୁସି ନଜର ଆସୁଛନ୍ତି ଓ ଗାଡିରେ ଯାଉଛନ୍ତି ।

ସେହି ଗାଡିରେ ଅନ୍ୟ ଲୋକ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ମାନସ ଏହି ଭିଡିଓରେ ନିଜେ କହୁଛନ୍ତି ଯେ, ସେ ପୁରୀ ଯାଉଛନ୍ତି ସୁଟିଙ୍ଗ କରିବା ପାଇଁ । ପୁରୀ ଯାତ୍ରା କରିବା ପରେ ହିଁ ମାନସ ଓ ଶର୍ମୀଷ୍ଠାଙ୍କ ମଧ୍ୟରେ ଚିପ୍ ପାଇଁ ବିବାଦ ସୃଷ୍ଟି ହୋଇଥିଲା । ତେବେ ଏହା ହେଉଛି ମାନସଙ୍କ ଶେଷ ଭିଡିଓ । ବନ୍ଧୁଗଣ ମାନସଙ୍କୁ ହତୟଆ କରିଥିବା ଅଭିଯୁକ୍ତ ମାନେ ଏବେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଅଛନ୍ତି ।

ଆଉ ଗତ କାଲି ରଞ୍ଜନ ନାୟକ ସବୁ ସତ କଥା ମାନି ଛନ୍ତି । ଯେଉଁ ସ୍ଥାନରେ ମାନସଙ୍କୁ ପୋତା ଯାଇଥିଲା ଓ ତାଙ୍କ ଜିନିଷ ଜଳା ଯାଇଥିଲା ସେ ସବୁ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି । ଏବେ ଏହି ଭିଡିଓକୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *