‘ପ୍ରେମ କଲେ, ମୋ ସହ ସବୁ କିଛି କଲେ, ମନ ଭରିଗଲା ପରେ…’ ପ୍ରେମ କରି ରାସ୍ତାରେ ବସି ଭୋ-ଭୋ ହେଇ କାନ୍ଦୁଛନ୍ତି ଯୁବତୀ, ସେ କଣ କହୁଛନ୍ତି ଦେଖନ୍ତୁ ଏହି Video\

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଗୋଟେ କଥା ଅଛି ଲଭ, ସେକ୍ସ ଆଉ ଧୋକା । ଏହା ପ୍ରାୟ ଅନେକ ମଣିଷଙ୍କ ସହ ହୋଇଥାଏ । ଲଭ କଲେ ପ୍ରେମର ମିଠା ସରିଯିବା ପରେ ଧୋକା ଦେଲେ । ବିବାହ କଲେ ସ୍ତ୍ରୀ ସହ ପ୍ରେମ କଲେ ଆଉ ପ୍ରେମ ସରିଯିବା ପରେ ରାସ୍ତାରେ ଫିଙ୍ଗି ଦେଇଛନ୍ତି ଧୋକାବାଜ ସ୍ଵାମୀ । ସ୍ତ୍ରୀ ଜଣକ ଭୋ ଭୋ ହୋଇ କାନ୍ଦୁ ଛନ୍ତି । ବନ୍ଧୁଗଣ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଦାନକତି ଅଞ୍ଚଳରୁ ।

ଭଦ୍ରକ ଜିଲ୍ଲାର ଆଶା ରାଣୀ ପଲେଇ ଯାଜପୁର ଜିଲ୍ଲା ବଣିଆ ପୋଷ୍ୟ ଅଞ୍ଚଳର ନବୀନା ବେହେରାଙ୍କ ପୁଅ ଦିଲୀପ ବେହେରାଙ୍କୁ ପ୍ରେମ କରିଥିଲେ । ଦିଲୀପଙ୍କୁ ଆଶା ରାଣୀଙ୍କ ସହ ପ୍ରେମର ଛଳନା କରୁଥିଲେ ଆଉ ଏହା ଜାଣିବା ପରେ ଯୁବତୀ ନ୍ୟାୟ ପାଇବା ପାଇଁ ରାଞ୍ଚନ୍ଦ୍ର ପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି । ପୋଲିସ ସହମତିରେ ଉଭୟ ଯାଜପୁର କୋର୍ଟରେ ଗତ 30 ତାରିଖରେ କୋର୍ଟ ମ୍ୟାରେଜ କରିଥିଲେ ।

କୋର୍ଟ ମ୍ୟାରେଜ ପରେ ଦିଲୀପ ଆଶା ରାଣୀଙ୍କୁ ଘରକୁ ନ ନେଇ ଏକ ଭଡା ଘର କରି ରଖିଥିଲେ । ଗତ ଦୁଇ ଦିନ ପୂର୍ବରୁ ନୂଆ ଏକ ଭଡା ଘର ଖୋଜିବାର ବାହାନା କରି ଆଶା ରାଣୀଙ୍କୁ ତାଙ୍କ ଘରକୁ ପଠେଇ ଦେଇ ନିଜ ଘରକୁ ଚାଲିଯାଇଥିଲେ ଦିଲୀପ । ଫୋନ କଲେ ରିସିଭ କରୁ ନାହାନ୍ତି ଆଉ କଲ୍ ବ୍ୟାକ କରିବା ତ ଦୂରର କଥା ।

ଏହା ପରେ ଆଶା ରାଣୀ ନ୍ୟାୟ ପାଇଁ ପୋଲିସର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳି ନାହିଁ । ବର୍ତ୍ତମାନ ଧୋକା ବାଜ 12 ଦିନର ସ୍ଵାମୀକୁ ଆଶା ରାଣୀ ଖୋଜି ଖୋଜି ରାସ୍ତା କଡରେ ବସି ଭୋ ଭୋ ହେଇ କାନ୍ଦୁ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *