ମମତା ନବୀନ ସମ୍ପର୍କରେ ଫାଟ ! ଭାଇକୁ ଏମିତି ହଟହଟା କଲେ ଭଉଣୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶା ମୁଖ୍ୟମନ୍ତ୍ରୀର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ପଡିଲା ଫାଟ । ରାଜ୍ୟ ମନ୍ତ୍ରୀ ମାନେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ପଶ୍ଚିମବଙ୍ଗର ଜଣେ ରାଜ୍ୟପାହ୍ୟା ମନ୍ତ୍ରୀ ନିମନ୍ତ୍ରଣ ଗ୍ରହଣ କରିଲେ । ବିଜେଡିର ସଫେଇ ଜରୁରୀ କାମ ଯୋଗୁ ପଳାଇଗଲେ ମମତା । ଆଗରୁ ଶ୍ରୀମତୀ ମମତା ବାନାର୍ଜୀ ଯେତେବେଳେ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦେଉଥିଲେ ।

ସେତେବେଳେ ନବୀନ ପଟ୍ଟନାୟକ ସେହି ନିମନ୍ତ୍ରଣକୁ ଗ୍ରହଣ କରୁନଥିଲେ ।  ସେଥିପାଇଁ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମତୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ ଦେଲେ । ସେ ସେଥିପାଇଁ ବୋଧେ ରାଗ ରଖି ନିମନ୍ତ୍ରଣ ରକ୍ଷା କରିଲେ ନାହିଁ ବୋଲି ଏବେ ସବୁ ଆଡେ ଚର୍ଚା ହେଉଛି । ତେବେ ସବୁଆଡେ ଏବେ ଭାଇ ନବୀନ ଓ ଭଉଣୀ ମମତାଙ୍କର ସମ୍ପର୍କରେ ଫାଟ ପଡିଗଲା ବୋଲି ଚର୍ଚା ହେବାରେ ଲାଗିଛି ।

ମାନ୍ୟବର ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀ ମଣ୍ଡଳର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ହକି ଖେଳ ପାଇଁ ନିମନ୍ତ୍ରଣ ଦେବାକୁ ଯାଇଥିଲେ । ହେଲେ ମାନ୍ୟବର ନବୀନ ପଟ୍ଟନାୟକଙ୍କର ଏହି ନିମନ୍ତ୍ରଣଙ୍କୁ ଶ୍ରୀମତୀ ମମତା ବାନାର୍ଜୀ ନିଜେ ଉପସ୍ଥିତ ରହି ଗ୍ରହଣ କରିଲେ ନାହିଁ । ଏହି ନିମନ୍ତ୍ରଣକୁ ରାଜ୍ୟପାହ୍ୟା ମନ୍ତ୍ରୀ ଜଣେ ଗ୍ରହଣ କରିଲେ ।

ପଶ୍ଚିମବଙ୍ଗର ଅର୍ଥ, ସ୍ଵାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଜ୍ୟ ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି । ସବୁ ରାଜ୍ୟର ରାଜ୍ୟ ମୁଖ୍ୟମନ୍ତ୍ରୀ ମାନେ ଆସି ଓଡିଶା ମୁଖ୍ୟମନ୍ତ୍ରୀ ପଠାଇ ଥିବା ନିମନ୍ତ୍ରଣକୁ ଉପସ୍ଥିତ ରହି ସମ୍ମାନ ସହକାରେ ଗ୍ରହଣ କରିଛନ୍ତି । ଓଡିଶାର ହାଲଚାଲ ବିଷୟରେ ପଚାରି ବୁଝୁଥିଲେ । ତେବେ ଓଡିଶାର ପଡୋଶୀ ପଶ୍ଚିମବଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିମନ୍ତ୍ରଣଙ୍କୁ ଏପରି ବ୍ୟତିକ୍ରମ କରି ଯିବା ପଛର କାରଣ କଣ ରହିଛି ?

ମମତା ବାନାର୍ଜୀ କଣ ପାଇଁ ଓଡିଶାରୁ ଯାଇଥିବା ନିମନ୍ତ୍ରଣଙ୍କୁ ନିଜସ୍ୱ ଉପସ୍ଥିତିରେ ଗ୍ରହଣ କରିଲେ ନାହିଁ । ତେବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ମହଲରେ ଅନେକ ଚର୍ଚା ଆରମ୍ଭ ହୋଇଯାଇଛି । ବିଜେଡି ଦଳର କହିବା ଅନୁଯାଇ ମମତା ବାନାର୍ଜୀଙ୍କର ଏକ ଜରୁରୀ କାର୍ଯ୍ୟ ଆସିଯିବାରୁ ସେ ତାଙ୍କ କାମ ପାଇଁ ନିଜ ଉପସ୍ଥିତିରେ ନିମନ୍ତ୍ରଣକୁ ଗ୍ରହଣ କରିପାରିଲେ ନାହିଁ ।

ଆଗ ସମୟରେ ମମତା ବାନାର୍ଜୀଙ୍କର ଏପରି ଅନେକ କିଛି ନିମନ୍ତ୍ରଣକୁ ନବୀନ ପଟ୍ଟନାୟକ ମଧ୍ୟ ଜରୁରୀ ବୋଲି ମଣିନାହାନ୍ତି । ତେବେ ଏହାର ପ୍ରତି ବଦଳରେ ମମତା ବାନାର୍ଜୀ ଏପରି କରିଛନ୍ତି ବୋଲି ରାଜନୀତି ମାହୋଲରେ ଚର୍ଚା ଜାରୀ ରହିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *