କେବେ ଓ କେମିତି ହେଇଥିଲା ଏହି ମାଳିସାହି, ଜାଣନ୍ତୁ ମାଳି ସାହିର କିଛି ଅକୁହା କଥା, ଯାହା ଆଗରୁ ଆପଣ କେବେ ବି ଜାଣି ନଥିବେ…

ନମସ୍କାର ବନ୍ଧୁଗଣ ତେବେ ମାଳି ସାହିରେ କଣ କଣ ହୋଇଥାଏ ତାହା ଆପଣ ଭଲ ଭାବେ ଜାଣିଥିବେ । ଯେମିତି ସମସ୍ତେ ନିଜ ନିଜର ଜୀବିକା ରେ ଜୀବନ ଯାପନ କରନ୍ତି ସେଠାରେ ମଧ୍ୟ ଠିକ୍ ସେମିତି । ସେଠାରେ ବାସ କରନ୍ତି ଦେହଜୀବୀ ମାନେ ଯିଏ କି ନିଜ ପେଟ ପୋଷିବା ପାଇଁ ପୁରୁଷ ଙ୍କ ରାତି ରଙ୍ଗୀନ କରିଥାନ୍ତି । ତେବେ ମାଳି ସାହି ରେ ସବୁବେଳେ ଭିଡ ଜମୁଥିବା ବେଳେ ତାହାକୁ ଓଡ଼ିଶାର ରେଡ ଲାଇଟ୍ ଏରିଆ ବୋଲି ଘୋଷଣା କରାଯାଇଛି ।


ମାଳି ସାହିରେ ଖୁଲମ୍ ଖୋଲା ଦେହ ବେପାର ହୋଇଥାଏ । ତେବେ ସମସ୍ତ ମହିଳା ମାନେ ସଜେଇ ହୋଇ ନିଜ ଘର ବାହାରେ ବସିଛନ୍ତି । ଏହା ଦ୍ବାରା ଗ୍ରାହକ ମାନେ ନିଜ ପସନ୍ଦ ର ଝିଅ କୁ ବାଛି ପାରିବେ । ମାଳି ସାହି ରେ ୨୦୦ ରୁ ଅଧିକ ଦେହଜୀବୀ ବାସ କରୁଥିବାର ଜଣା ଯାଇଛି । ତେବେ ଆପଣ ଜାଣିଛନ୍ତି କି ଭାରତର କୋଲକାତା ବେଶ୍ୟାବୃତ୍ତି ପାଇଁ ସବୁଠୁ ବଡ଼ ସ୍ଥଳୀ ଅଟେ । ସେଭଳି ଭୁବନେଶ୍ୱର ରେ ମଧ୍ୟ ଅଛି ।

ତେବେ ଏହା ବାବଦରେ ଆପଣ ଅଧିକ ଜାଣିବେ ଆଜି ଆଉ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ । ତେବେ ଆପଣ ଜାଣନ୍ତି କି କୋଲକାତା ଏପରି ଏକ ସହର ଯେଉଁଠାରେ ଥିବା ସ୍ଥାନ ଦୁନିଆର ସବୁଠୁ ବଡ ବେଶ୍ୟାପଡା ଅଟେ । ଏଠାରେ ଗୋଟେ ରାତ୍ରିରେ ପ୍ରାୟ ୨୫୦୦୦ ମହିଳା କାର୍ଯ୍ୟରେ ଲାଗନ୍ତି ଯାହା କି ସର୍ବାଧିକ ଅଟେ । ସେହିଭଳି ଦିଲ୍ଲୀ, ମହାରାଷ୍ଟ୍ର ତଥା ଉତ୍ତର ପ୍ରଦେଶର ଅନେକ ସ୍ଥାନ ମାନଙ୍କରେ ଏଭଳି ପରିସ୍ଥିତି ଅଛି ।


ସେହି ପରି ଏହି ପରି ଏକ ଘଟଣା ମଧ୍ୟ ଭୁବନେଶ୍ୱର ରେ ବି ଦେଖିବା ପାଇଁ ମିଳିଛି । ତେବେ ସମସ୍ତେ ମାଳି ସାହି ବିଷୟ ରେ ତ ଜାଣନ୍ତି କିନ୍ତୁ ତା ଭିତରେ ଥିବା ରହସ୍ୟ ବିଷୟରେ ଆପଣ ମାନେ କଣ ଜାଣିଛନ୍ତି । ତେବେ ଏଠାରେ ରହୁଥିବା ଅନେକ ମହିଳା ମାନଙ୍କ ସହ ମଧ୍ୟ କଥା ହୋଇଥିଲେ ଜଣେ ସାମ୍ବାଦିକ । ତେବେ ସେଠାରେ ରହୁଥିବା ଜଣେ ମହିଳାଙ୍କ କହିବା ଅନୁସାରେ ପ୍ରଥମେ ଏଠାରେ ସ୍ୱାମୀ ସ୍ତ୍ରୀ ଯୋଡ଼ା ରହୁଥିଲେ ଏବଂ ତାଙ୍କ ପାଖରେ ତିନି ଚାରି ଜଣ ଝିଅ ମାନେ ରହି ଏହି କାମ କରୁଥିଲେ ।

ତେବେ ଏହିଠାରେ ହିଁ ତାଙ୍କ ମାଆ ମଧ୍ୟ ରହିଥିଲେ ଏବଂ ପରେ ପରେ ସେ ମଧ୍ୟ ଏହିଠାରେ ଏହି କାମରେ ରହିଗଲେ । ତାପରେ ସେ ଏହିଠାରେ ରହିଛନ୍ତି । ତେବେ କିନ୍ତୁ ଏହା ପରେ ତାଙ୍କ ପିଲା ମାନେ ଏବଂ ତାଙ୍କ ନାତି ନାତୁଣୀ ମାନେ ଏହି ଲାଇନ ରେ ନାହାନ୍ତି ଏବଂ ସେ ପାଠ ପଢି ଭଲ ମଣିଷ ହେବାକୁ ଚେଷ୍ଟା କରୁଛନ୍ତି ।


ତେବେ ଆଉ ଜଣେ ମହିଳାଙ୍କ କହିବା କଥା କି ତାଙ୍କ ସ୍ୱାମୀ ତାଙ୍କୁ ଘରୁ ବାହାର କରି ଦେଇଥିଲେ ଏବଂ ପରେ ଜଣେ ଲୋକ ତାଙ୍କୁ ଏଠାରେ ଆଣି ଛାଡି ଦେଇଥିଲେ । ତେବେ ଆଉ ଜଣେ ମହିଳା ନିଜ ସ୍ୱାମୀ ର ଅପରେସନ ପାଇଁ ଏଠାରେ ବାଧ୍ୟ ହୋଇ କାମ କରୁଛନ୍ତି । ତେବେ ଏଠାରେ ଅନେକ ରାଜ୍ୟ ରୁ ଝିଅ ମାନେ ଆସି ଏଠାରେ ରହି କାମ କରୁଛନ୍ତି ।

ତେବେ ସେଠାକାର ଜଣେ ମହିଳାଙ୍କ କହିବା କଥା କି ଏହି ରେଡ଼ ଲାଇଟ ଏରିଆ ଅଛି ବୋଲି ରେପ କୁ କମେଇବା ସହଜ ହୋଇଥାଏ କିନ୍ତୁ ଯଦି ମୂଳରୁ ଏହି ରେଡ଼ ଲାଇଟ ରହିବ ନାହିଁ ତେବେ ଦୁନିଆ ରେ ସମାଜରେ ଝିଅ ବୋହୁ ଚାଲିବା କଷ୍ଟ ହୋଇ ପଡିବ । ତେଣୁ ସେମାନଙ୍କୁ ଘୃଣ୍ୟ ଭାବରେ ନ ଦେଖି ତାଙ୍କୁ ମଧ୍ୟ ସମ୍ମାନ ମିଳିବା ଆବଶ୍ୟକ ଅଟେ । ତେବେ ଆପଣଙ୍କ ମତାମତ କଣ ଏହା ଉପରେ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *