କାଷ୍ଟିଙ୍ଗ କାଉଚ ର ଶିକାର ହୋଇଥିଲେ ଏହି ଅଭିନେତ୍ରୀ, 65 ବର୍ଷୀୟ ଡାଇରେକ୍ଟର କହିଥିଲେ “ଟପ ଓଳ୍ହାଅ”

ଆପଣ ମାନେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ସାଧାରଣତଃ ଏହି ସମସ୍ତ ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ସଫଳତା ପାଇଥାନ୍ତି । ହେଲେ ବନ୍ଧୁଗଣ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ କାରିୟରରେ କା-ଷ୍ଟି-ଙ୍ଗ କା-ଉ-ଚର ସାମ୍ନା କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପରେ କେତେକ ଇଣ୍ଟର୍ବ୍ୟୁରେ ନିଜ କାରିୟର ସହ ଜଡିତ କିଛି ରହସ୍ୟପୂର୍ଣ୍ଣ କଥାର ଖୁଲାସା କରିଥାନ୍ତି ।

ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଫେମସ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ କାରିୟରରେ କା-ଷ୍ଟି-ଙ୍ଗ କା-ଉ-ଚର ସାମ୍ନା କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣଙ୍କ ବିଷୟରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ମଲହାର ରାଥୋଡ ।

ମଲହାର କେତେକ ଟିଭି ସିରିଏଲ ସହିତ କେତେକ ୱେବ ସିରିଜରେ ମଧ୍ୟ କାମ କରିଛନ୍ତି । ବନ୍ଧୁଗଣ ମଲହାର ଏକ ଇଣ୍ଟର୍ବ୍ୟୁ ଦ୍ଵାରା ନିଜ ପର୍ଶନାଳ ଲାଇଫର ଖୁଲାସ କରିଥିଲେ । ସେ ନିଜ କାରିୟରରେ କା-ଷ୍ଟି-ଙ୍ଗ କା-ଉ-ଚର ଶିକାର ହୋଇସାରିଛନ୍ତି ବୋଲି ବୟାନ ଦେଇଥିଲେ । ହେଲେ ବର୍ତ୍ତମାନ ସେ ଏକ ସଫଳ ଅଭିନେତ୍ରୀ ହେବା ସହିତ ତାଙ୍କର ବହୁତ ଲୋକପ୍ରିୟତା ରହିଛି ।

ମଲହାର ସେହି ଇଣ୍ଟର୍ବ୍ୟୁରେ କହିଥିଲେ-‘ବହୁତ ବର୍ଷ ପୂର୍ବରୁ ଯେତେବେଳେ ସେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ସେତେବେଳେ ତାଙ୍କୁ କା-ଷ୍ଟି-ଙ୍ଗ କା-ଉ-ଚର ସାମ୍ନା କରିବାକୁ ପଡିଥିଲା । ଏକ ୬୫ ବର୍ଷୀୟ ପ୍ରଡ୍ୟୁସର ତାଙ୍କୁ ଡ୍ରେସ ଓ-ଲ-ହା-ଇବା ପାଇଁ କହିଥିଲା । ସେହି ସମୟରେ ସେ ଇଣ୍ଡଷ୍ଟ୍ରିରେ ନୂଆ ଥିଲେ । ସେହି ସମୟରେ ସେ କଣ କରିବେ କିଛି ବୁଝି ପାରୁ ନଥିଲେ ଓ ସେହି ସମୟରେ ସେ ବହୁତ ଡରି ଯାଇଥିଲେ’ । ମଲହାର ନିଜ କାରିୟରରେ ଅନେକ ଟିଭି ବିଜ୍ଞାପନ, ସିରିଏଲ ଓ ୱେବ ସିରିଜରେ କାମ କରି ସାରିଛନ୍ତି ଓ ଆଜି ସେ ଏକ ସଫଳ ଅଭିନେତ୍ରୀ ରୂପେ ପରିଚିତ ଅଛନ୍ତି ।

ବନ୍ଧୁଗଣ ମଲହାରଙ୍କ ବ୍ୟତୀତ ଅନ୍ୟ ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଏହି କା-ଷ୍ଟି-ଙ୍ଗ କା-ଉ-ଚର ଶିକାର ହୋଇଛନ୍ତି । ଅନେକ ଅଭିନେତ୍ରୀ ଏହି କା-ଷ୍ଟି-ଙ୍ଗ କା-ଉ-ଚ ପାଇଁ ନିଜ କାରିୟରକୁ ତ୍ୟାଗ କରିଛନ୍ତି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଦିଗଜ ଅଭିନେତ୍ରୀ ବିଦ୍ୟା ବାଳନ ଓ ସୁରବୀନ ଚାବଲା ଆଦି ଅଭିନେତ୍ରୀ ମାନେ ମଧ୍ୟ କା-ଷ୍ଟି-ଙ୍ଗ କା-ଉ-ଚର ଖୁଲାସା କରିସାରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଟିଭି ଅଭିନେତ୍ରୀ ମଲହାର ରାଥୋଡ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *