ବର୍ଷର ପ୍ରଥମ ପର୍ବ ମକର ସଙ୍କ୍ରାନ୍ତି, କରନ୍ତୁ ଏହି 2 ଟି କାମ, ସବୋ ମନୋକାମନା ହେବ ପୂର୍ଣ୍ଣ- Vastu Tips

ବନ୍ଧୁଗଣ ଓଡିଶା ରାଜ୍ୟଙ୍କୁ ପର୍ବ ପର୍ବାଣିର ରାଜ୍ୟ କୁହାଯାଇଥାଏ, କାରଣ ଓଡିଶାରେ ସବୁଠାରୁ ଅଧିକ ପର୍ବ ପର୍ବାଣିର ମାନ୍ୟତା ରହିଛି ଓ ଏହି ସମସ୍ତ ପର୍ବ ପର୍ବାଣି ଜାନୁୟାରୀ ୧୪ ତାରିଖ ତଥା ମକର ସଙ୍କରାନ୍ତିରୁ ଆରମ୍ଭ ହୋଇଥାଏ । ବନ୍ଧୁଗଣ ନବବର୍ଷର ଆରମ୍ଭ ମଧ୍ୟ ମକର ସଙ୍କରାନ୍ତି ପର୍ବରୁ ହୋଇଥାଏ । ବନ୍ଧୁଗଣ ଏହି ଦିନରେ ସୂର୍ଯ୍ୟ ଦେବତା ମକର ରାଶିରେ ପ୍ରବେଶ କରିଥାନ୍ତି, ଯାହାଫଳରେ ଏହି ପର୍ବକୁ ବହୁତ ମହତ୍ଵ ଦିଆଯାଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ପବିତ୍ର ମକର ସଙ୍କରାନ୍ତିରେ ଏପରି କିଛି କାମ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା ଆପଣଙ୍କର ସମସ୍ତ ମନୋକମନା ନିଶ୍ଚୟ ପୂରଣ ହେବ ଓ ଆପଣଙ୍କର ଏହି ବର୍ଷଟି ବହୁତ ସୁଖମୟ ହେବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଦୁଇଟି ଉପାୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ  ।

୧. ବନ୍ଧୁଗଣ ଏହି ମକର ସଙ୍କରାନ୍ତିରେ କରାଯାଉଥିବା ସମସ୍ତ କାର୍ଯ୍ୟ ତଥା ତପ, ତନ୍ତ୍ର, ସ୍ନାନ ଓ ଦାନ ଆଦିର ଭୁତ ବିଶେଷ ମହତ୍ଵ ରହିଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ଏହି ଦିନରେ ଦାନ ଧର୍ମ କରନ୍ତୁ । କାରଣ ଶାସ୍ତ୍ର ଅନୁସାରେ ମାନ୍ୟ ରହିଛି ଯେ, ଏହି ଦିନ କରାଯାଉଥିବା ଦାନର ପୂଣ୍ୟ ୧୦୦ ଗୁଣ ଅଧିକ ରହିଥାଏ ।

ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଦିନରେ କୌଣସି ଗରିବ ବା ଦରିଦ୍ର ଲୋକ ମାନଙ୍କୁ ନିଶ୍ଚୟ ଦାନ କରନ୍ତୁ । ବନ୍ଧୁଗଣ ଏହି ଦିନରେ ଆପଣ ଖାଦ୍ଯ ତଥା ଖିରୀ ପୁରୀ, ଖିଚିଡି ଓ ଘିଅ ଆଦି ଦାନ କରନ୍ତୁ । ତେଣୁ ବନ୍ଧୁଗଣ ଆପଣ ମାନେ ସାମସ୍ତେ ମକର ସଙ୍କରାନ୍ତି ଦିନ ନିଶ୍ଚୟ ଏହି ସବୁ ଜିନିଷକୁ ଦାନ କରନ୍ତୁ ।


ଦୁତୀୟ ଉପାୟ- ବନ୍ଧୁଗଣ ଆମ ଦୁତୀୟ ଉପାୟ ହେଉଛି ଏହି ଦିନରେ ସୂର୍ଯ୍ୟ ଦେବତାଙ୍କର ପୂଜା ଅର୍ଚନା । ବନ୍ଧୁଗଣ ଏହି ଦିନରେ ଆପଣ ନିଶ୍ଚୟ ସୂର୍ଯ୍ୟ ଦେବତାଙ୍କ ପୂଜା ଅର୍ଚନା କରନ୍ତୁ । ବନ୍ଧୁଗଣ ଏହି ଦିନରେ ଆପଣ ସୂର୍ଯ୍ୟ ଉଦୟ ପୂର୍ବରୁ ସଖାଳ ସମୟରେ ଶୀଘ୍ର ଉଠିଯିବେ ଓ ସ୍ନାନ କରିବେ । ସ୍ନାନ କରିବା ପରେ ଆପଣ ଏକ ଧଳା ବା ହଳଦିଆ ରଙ୍ଗର ବସ୍ତା ପିନ୍ଧି ଦିଅନ୍ତୁ ଓ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ବନ୍ଧୁଗଣ ଏହି ଦିନରେ ଆପଣ ମାଟିର ଜଳ ନେବେ ଅର୍ଥାତ ଯେଉଁ ଜଳ ମାଟିରୁ ବାହାରୁ ଥିବ ସେହି ଜଳକୁ ଆପଣ ଅର୍ପଣ କରିବେ ।

ବନ୍ଧୁଗଣ ଜଳ ଅର୍ପଣ କରିବା ସମୟରେ ଆପଣମାନେ ‘ଓଁ ଧଣେସ୍ଵରାୟ ନମଃ’ ମନ୍ତ୍ରର ଜପ ନିଶ୍ଚୟ କରିବେ । ବନ୍ଧୁଗଣ ଏହି ମନ୍ତ୍ରକୁ ଆପଣ ଜଳ ଅର୍ପଣ କରିବା ପର୍ଯ୍ୟନ୍ତ ଜପ କରିବେ । ହେଲେ ବନ୍ଧୁଗଣ ଜଳ ଅର୍ପଣ କରିବା ସମୟରେ ଧ୍ୟାନ ରଖିବେ ଯେ, ସେହି ଜଳ ଯେପରି ଭୂମିରେ ନପଡିବ । ଆପଣ ତଳେ ଏକ ତସଲା ରଖିଦେବେ ଓ ସେହି ଜଳକୁ ନେଇ ଏକ ଗଛ ମୂଳରେ ପକାଇ ଦେବେ । ବନ୍ଧୁଗଣ ଏହି ଦୁଇଟି ଉପାୟକୁ ଆପଣ ଆଉଟିବା ମକର ସଙ୍କରାନ୍ତିରେ ନିଶ୍ଚୟ କରନ୍ତୁ ଦେଖିବେ ଆପଣଙ୍କର ସମସ୍ତ ମନୋକାମନା ନିଶ୍ଚୟ ପୂରଣ ହେବ ଓ ଆପଣଙ୍କର ଏହି ନବବର୍ଷ ନିଶ୍ଚୟ ସୁଖମୟ ହେବ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *