ମଝି ରାସ୍ତାରେ ନାଗ ଓ ନେଉଳ ର ଜବରଦସ୍ତ ଫାଇଟିଙ୍ଗ, ସାପକୁ ଲହୁଲୁହାଣ କଲା ନେଉଳ, ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏହି Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋ-ସି-ଆ-ଲ ମି-ଡି-ଆ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହୋଇ ସାରିଛି । ସୋ-ସି-ଆ-ଲ ମିଡିଆ ବିନା ଆମେ ମାନେ ରହିପାରିବୁ ନାହିଁ । ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋ-ସି-ଆ-ଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । କାରଣ ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଏହି ଭିଡିଓଟି ହେଉଛି ସାପ ଓ ନେଉଳର । ସାପ ନେଉଳ ହେଉଛନ୍ତି ପରସ୍ପରର ପରମ ଶ-ତ୍ରୁ । ଆପଣ ମାନେ ସମସ୍ତେ ସାପ ନେଉଳ ଲ-ଢେ-ଇ-ର ଅନେକ ଭି-ଡି-ଓ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ସାପ ନେଉଳର ଏପରି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଏହି ଭିଡିଓଟି ଗତ କିଛି ଦିନ ହେବ ବହୁତ ଚର୍ଚାରେ ରହିଛି । ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓଟି ଗତ କିଛି ସମୟ ପୂର୍ବରୁ ସୋ-ସି-ଆ-ଲ ମି-ଡି-ଆ-ରେ ଅ-ପ-ଲୋ-ଡ କରାଯାଇଛି । ଭିଡିଓରେ ଉଭୟ ସାପ ଓ ନେଉଳ ପରସ୍ପର ସହ ଲ-ଢେ-ଇ କରୁଥିବାର ନଜର ଆସୁଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ସାପ ଓ ନେଉଳ ଏକ ରାସ୍ତା ଉପରେ ଲ-ଢେ-ଇ କରୁଛନ୍ତି ।

ସେହି ରାସ୍ତାରେ ଅନେକ ଲୋକ ମଧ୍ୟ ଏହି ଦୃଶ୍ୟ ଦେଖୁଛନ୍ତି । ଏହା ସହିତ କାଦୁଅ ରାସ୍ତା ଉପରେ ବର୍ଷା ହେଉଥିବା ସମୟରେ ଏହି ଦୁଇଜଣ ଲ-ଢେ-ଇ କରୁଛନ୍ତି । ବହୁତ ସମୟ ଧରି ଏହି ଦୁଇ ଜଣଙ୍କ ଲ-ଢେ-ଇ ଚାଲୁଅଛି ଓ ଶେଷରେ ନେଉଳ ସାପକୁ ମା-ରି ହ-ରେ-ଇ ଦେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସାପ ଓ ନେଉଳର ଲ-ଢେ-ଇ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *