ହେ ପ୍ରଭୁ ! ବନ୍ୟା ଜଳରେ ଭାସି ଯାଉଛନ୍ତି ମଇଁଷି ପଲ…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ମଇଁଷିପଲ ନଦୀରେ ଭାସି ଭାସି ଯାଉଥିବାର ନଜର ଆସୁଛନ୍ତି ।

ଏଭଳି ଅଭାବନୀୟ ଘଟଣାର ଦୃଶ୍ୟ ସାମ୍ନାକୁ ଆସିଲା ପରେ ସମସ୍ତ ଲୋକ ଭାବବିହୁଳ ହୋଇଛନ୍ତି । ତେବେ ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ମଇଁଷିପଲକୁ ନେଇ ଚରେଇବାକୁ ଯାଇଥିଲେ । ହେଲେ ସେହି ସମୟରେ ହଠାତ ମାଡି ଆସିଥିଲା ବନ୍ୟା । ବୋଧ ହୁଏ ସେଥିପାଇଁ ଆସିପାରି ନଥିଲେ ମଇଁଷିପଲ । କେବଳ ମଇଁଷିପଲ ନୁହେଁ ମଇଁଷି ଚରାଳି ମଧ୍ୟ ଆସି ପାରି ନଥିଲେ ।

ଶେଷରେ ଜୀବନକୁ ବାଜି ଲଗାଇ ମଇଁଷିପଲଙ୍କୁ ଭରା ପାଣିରେ ଅଡେଇ ଅଡେଇ ଆଣୁଛନ୍ତି ଗାଈ ଚରାଳି । ଦେଖନ୍ତୁ, ଜୀବନ ବଞ୍ଚାଇବା ପାଇଁ ଚାଲିଛି କେମିତି ସଂଗ୍ରାମ ଚଳାଇଛନ୍ତି ଉଭୟେ ମଇଁଷି ଓ ମଇଁଷିଚରାଳି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ବନ୍ୟା ଏବେ ଜନ ଜୀବନ ପାଇଁ କାଳ ହୋଇଯାଇଛି ।

ବନ୍ଧୁଗଣ ଏବେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଜିଲ୍ଲାରେ ବନ୍ୟା ହୋଇ ସାରିଛି । ତେବେ ବନ୍ଧୁଗଣ ଗତ କାଲି ହୀରାକୁଦ 40ଟି ଗେଟ ଖୋଲିବା ପରେ ଏବେ ଲୋକ ମାନେ ଚିନ୍ତାରେ ପଡି ଯାଇଛନ୍ତି । ଅନେକ ଗାଁରେ ପାଣି ଉବୁ ଡୁବୁ ହେଉଛି ।ବନ୍ଧୁଗଣ ଏବେ ଅନେକ ଘର ପାଣିରେ ଭାସି ସାରିଛି ଆଉ ଅନେକ ଜନ ଜୀବନ ବି କ୍ଷତି ଗ୍ରସ୍ତ ହୋଇଛି ଆଉ ଏହାରି ମଧ୍ୟରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି ।

ଅନେକ ଗାଁ ଗଣ୍ଡା ବନ୍ୟାରେ ଭାସି ସାରିଲାଣି । କେଉଁଠି ଲୋକେ ବନ୍ୟାର ସମ୍ମୁଖୀନ ହେଉଛନ୍ତି ତ କେଉଁଠି ଲୋକେ ବନ୍ୟା ପାଇଁ ଭୋକ ଉପାସରେ ଜୀବନ କାଟୁ ଛନ୍ତି । ତେବେ ବନ୍ଧୁଗଣ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଅନେକ ଲୋକ ଏହି ଭିଡିଓକୁ ନେଇ ନିଜର ଭିନ୍ନ ଭିନ୍ନ ମତ ରଖିଛନ୍ତି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *