ମହିଳାଙ୍କର ଏମିତି କେଉଁ ରୂପ ଅଛି ଯାହାକୁ ସମସ୍ତେ ଦେଖନ୍ତି କିନ୍ତୁ ତାଙ୍କ ସ୍ଵାମୀ ଦେଖି ପାରନ୍ତି ନାହିଁ, କଣ ଆପଣ ଜାଣନ୍ତି

ରାତି ଦିନ ପାଠ ପଢି ପରୀକ୍ଷା ଦେବା ପରେ ଲିଖିତ ପରୀକ୍ଷା ଓ ପରେ କ୍ୟାଣ୍ଡିଡେଟକୁ ଇଣ୍ଟରଭ୍ୟୁ ପାଇଁ ଡକାଯାଏ । ସେତେବେଳେ ଯାହା ଆପଣଙ୍କୁ ବେଶୀ ଦରକାର ହୋଇଥାଏ ସେଇଟା ହେଉଛି ଆତ୍ମବିଶ୍ୱାସ ଏବଂ ନିଜ ଜ୍ଞାନ ରୁ ଅଧିକ ଭାବିବାର କ୍ଷମତା । ଏହି ପ୍ରଶ୍ନ ଶୁଣି ବହୁତ ଥର ଲୋକମାନେ ଡରି ଯାଆନ୍ତି ନହେଲେ ତାଙ୍କର ଝାଳ ବୋହିବା ଆରମ୍ଭ ହୋଇଯାଏ । କିନ୍ତୁ ଏହି ପ୍ରଶ୍ନ ଗୁଡିକ ବୁଲେଇ ବାଲେଇ ପଚାର ଯାଉଥିବା ସହଜ ପ୍ରଶ୍ନ ଅଟେ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ଓ ତାହାର ଉତ୍ତର କହିବୁ ।

ପ୍ରଶ୍ନ :୧

ଭାରତର ପ୍ରଥମ ଆଇ ଏ ଏସ୍ ଅଫିସର ମହିଳା କିଏ ହେଇଥିଲେ?

ଉତ୍ତର :ଅନ୍ନା ରାମଜନ୍ ମାଲହୋତ୍ରା

ପ୍ରଶ୍ନ :୨

ଇଂରାଜୀରେ ଏମିତି କେଉଁ ଶବ୍ଦ କୁ ସବୁବେଳେ wrong ହିଁ ପଢାଯାଏ?

ଉତ୍ତର : wrong ଭୁଲ

ପ୍ରଶ୍ନ :୩

ଦୁଇଟି ଘରେ ନିଆଁ ଲାଗିଛି ଗୋଟେ ଧନୀର ଓ ଅଉ ଗୋଟେ ଗରିବ ର ତାହେଲେ ପୁଲିସ କାହା ଘର କୁ ଆଗ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବ?

ଉତ୍ତର : ପୁଲିସ ନିଆଁ ଲିଭାଇବା କାମ କରନ୍ତି ନାହଁ ଏଥିପାଇଁ ଫ୍ୟାୟର ବ୍ରିଗେଡ଼ କୁ ଡାକିବାକୁ ପଡିବ ।

ପ୍ରଶ୍ନ :୪

ମନୁଷ୍ୟର ଆଖିର ଓଜନ୍ କେତେ ଗ୍ରାମ ହୋଇଥାଏ?

ଉତ୍ତର :ମନୁଷ୍ ର ଗୋଟେ ଆଖିର ଓଜନ 8 ଗ୍ରାମ ହୋଇଥାଏ ।

ପ୍ରଶ୍ନ :୫

ଗୋଟେ ପିଲା ପାକିସ୍ତାନ ର ଲାହୋରରେ ଜନ୍ମ ନେଲା କିନ୍ତୁ କିପରି ସେ ପାକିସ୍ତାନୀ ବୋଲି ଗ୍ରହଣୀୟ ନୁହେଁ?

ଉତ୍ତର : ସେ ପିଲା ଜନ୍ମ 1947 ରେ ଲାହୋର ରେ ହୋଇଥିଲା ସେହି ସମୟରେ ଲାହୋର ସହର ସ୍ଥାପିତ ହୋଇନଥିଲା । ତାହେଲେ ସେତେବେଳେ ସେ ଭାରତୀୟ ଥିଲା ।

ପ୍ରଶ୍ନ :୬

ମାଇକେଲ ପିତାଙ୍କର 3 ଟି ପିଲା ଥିଲେ, ପ୍ରଥମ ପିଲାର ନାଁ ମାର୍ଚ ଦ୍ଵିତୀୟ ପିଲାର ନାଁ ଜୁନ ଓ ତୃତୀୟ ପିଲା ର ନାଁ କଣ ଅଟେ?

ଉତ୍ତର :ମାଇକେଲ

ପ୍ରଶ୍ନ : ୭

ରେଳ ଲାଇନ କଡରେ ଲାଗିଥିବା ଡବ୍ଲ୍ୟୁ /ଏଲ୍ (wistel/board) ର ମାନେ କଣ?

ଉତ୍ତର : ଡବ୍ଲ୍ୟୁ /ଏଲ୍ (westel /board) ର ମାନେ ହର୍ଣ୍ଣ ମାରିବା । ଯେଉଁଠି ଏଭଳି ବୋର୍ଡ ଲାଗିଛି ସେ ଜାଗାରେ ହର୍ଣ୍ଣ ମାରିବା ଦରକାର ।

ପ୍ରଶ୍ନ :୮

ମହିଳାଙ୍କ ଏମିତି କୌଣସି ରୂପ ବା ବେଶ ଅଛି ଯାହାକୁ ସମସ୍ତେ ଦେଖିଥିବେ କିନ୍ତୁ ତାଙ୍କ ସ୍ଵାମୀ ଦେଖି ନଥିବେ ।

ଉତ୍ତର : ବିଧବା ବେଶ

ପ୍ରଶ୍ନ :୯

ଜେଡ୍ ର 8 ଗୋଟି ପୁଅ ଅଛନ୍ତି ଓ ତାଙ୍କ ସମସ୍ତ ଙ୍କ ଗୋଟିଏ ଲେଖା ଭଉଣୀ ଅଛି ତାହାଲେ ଜେଡ୍ ର କେତୋଟି ପିଲା ?

ଉତ୍ତର :ଜେଡ୍ ସମୁଦାୟ 9 ଟି ପିଲା ଅଛନ୍ତି ।

ପ୍ରଶ୍ନ : ୧୦

Here ଓ There ମଧ୍ୟରେ କଣ ଫରକ୍ ରହିଛି ?

ଉତ୍ତର :Here ଓ There କେବଳ T ର ଫରକ୍ ଅଛି ।

ତେବେ ଆପଣଙ୍କୁ ଆମର ଏହି ଆର୍ଟିକିଲଟି କିପରି ଲାଗିଲା ଆମକୁ ଜଣାନ୍ତୁ ଓ ଏମିତି ହିଁ କିଛି ନୂଆ ନୂଆ ପୋସ୍ଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *