ଲାଜ ନ କରି ରାତିରେ ମହିଳାଙ୍କ ଠାରୁ ନିଅନ୍ତୁ ଏହି 1 ଜିନିଷ, ଭିକାରୀରୁ ହେଇଯିବେ ରାଜା – Chanakya Niti

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତି ଅନୁସାରେ ଏପରି ଏକ କାର୍ଯ୍ୟ ବିଷୟରେ କହିବୁ ଯାହାକୁ ଆପଣ ରାତିରେ ଶୋଇବା ସମୟରେ ଲାଜ୍ୟା ନ କରି ନିଜ ସ୍ତ୍ରୀ ସହିତ କରିବେ । ଏହାକୁ କରିବା ଦ୍ଵାରା ଆପଣଙ୍କ ଜୀବନ ହୋଇଯିବ ସ୍ଵର୍ଗ ଓ ଆପଣ ମାନଙ୍କୁ ସମସ୍ତ ପ୍ରକାରର ସଫଳତା ମିଳିବ । ହେଲେ ବନ୍ଧୁଗଣ ଏହା ସହିତ ଆମେ ଆଜି ଏପରି କିଛି ମୁଖ୍ୟ କାର୍ଯ୍ୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ରାତ୍ରି ସମୟରେ କରିବେ ତା ହେଲେ ଆପଣଙ୍କ ଜୀବନ ହୋଇଯିବ ନର୍କ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ତାର ଆଗାମୀ ଭବିଷ୍ୟତ ଓ ବର୍ତ୍ତମାନ ବିଷୟରେ ଜାଣିବା ପାଇଁ ବହୁତ ଇଛା କରିଥାଏ । ଆପଣ ମାନେ ଜ୍ୟୋତିଷ ଶାସ୍ତ୍ର, ଚାଣକ୍ୟ ନୀତି ଓ ବାସ୍ତୁଶାସ୍ତ୍ର ମାଧ୍ୟମରେ ଆପଣଙ୍କ ଜୀବନର ବହୁତ କିଛି ତଥ୍ୟ ବିଷୟରେ ଜାଣିପାରିବେ ।

ବନ୍ଧୁଗଣ ବର୍ତ୍ତମାନର ଜୀବନରେ ବହୁତ ଲୋକ ପୂଜା ପାଠ ଆଦି ନିୟମକୁ ପାଳନ କରୁଛନ୍ତି । କାରଣ ସେମାନଙ୍କ ମତରେ ପୂଜା ପାଠ କରିବା ଦ୍ଵାରା ବ୍ୟକ୍ତିର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ । ପୂଜା କରିବା ଦ୍ଵାରା ମନ ଶାନ୍ତି ରହିଥାଏ ଓ ଆପଣ ମାନଙ୍କ ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ । ହେଲେ ପୂଜା ପାଠରେ ମଧ୍ୟ ଏପରି କିଛି ନିୟମ ରହିଛି ଯାହାକୁ ପାଳନ କରିବା ବହୁତ ଆବଶ୍ୟକ ଅଟେ ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ କେବେ ହେଲେ ଶୋଇବା ସମୟରେ ଆପଣଙ୍କ ପାଦ ଆପଣଙ୍କ କବାଟ ସାମ୍ନାକୁ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଏହି ଭୁଲ ପାଇଁ ମା ଲକ୍ଷ୍ମୀ ଆପଣଙ୍କ ଘର ମଧ୍ୟରେ ପ୍ରବେଶ କରନ୍ତି ନାହିଁ । ଏହି ନିୟମ ମଧ୍ୟ ଅନ୍ୟ କେତେକ ଗ୍ରନ୍ଥରେ ଲେଖା ହୋଇଅଛି ।

ସାଧାରଣତଃ ଶୋଇବା ସମୟରେ ପଶ୍ଚିମ ବା ଉତ୍ତର ଦିଗ ଆଡକୁ ଗୋଡ ରଖି ଶୋଇବା ଆବଶ୍ୟକ । ଏହା ବ୍ଯତୀତ କେବେହେଲେ ଆପଣ ଖାଇବା ପରେ ମୁହଁକୁ ନଧୋଇ ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ଦରିଦ୍ରତା ଆସିଥାଏ । ଆମର ଶେଷ ନିୟମ ରହିଛି ଭୁଲରେ ମଧ୍ୟ ଶୋଇବା ସମୟରେ ଗୋଡକୁ ଓଦା କରି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ତା ହେଲେ ବନ୍ଧୁଗଣ ଭୁଲ ସେ ମଧ୍ୟ ଶୋଇବା ସମୟରେ ଏହି ସମସ୍ତ ଭୁଲ କରିବେ ନାହିଁ ।


ବନ୍ଧୁଗଣ ସାଧାରଣତଃ ହିନ୍ଦୁଧର୍ମରେ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କର ଆଖ୍ୟା ଦିଆଯାଇଛି । କାରଣ ମହିଳା ମାନେ ଘରର ସୁଖ ସମୃଦ୍ଧି ପାଇଁ ସବୁଠାରୁ ବଡ ଭୂମିକା ଅଟନ୍ତି । ବନ୍ଧୁଗଣ ଆପଣ ସବୁ ରାତିରେ ଶୋଇବା ସମୟରେ ନିଜ ପତ୍ନୀକୁ ପ୍ରେମ କରନ୍ତୁ । କାରଣ ଜଣେ ପତ୍ନୀ ସବୁବେଳେ ଏହା ଇଛା କରିଥାଏ ଯେ, ତାର ସ୍ଵାମୀ ତାକୁ ବହୁତ ପ୍ରେମ କରୁ ।

ହେଲେ ସେ ଏହି କଥା କହିବାକୁ ବହୁତ ଲଜ୍ୟା ଅନୁଭବ କରନ୍ତି । ତେଣୁ ଆପଣ ନିଜ ପତ୍ନୀକୁ ସବୁ ରାତିରେ ଶୋଇବା ସମୟରେ ପ୍ରେମ କରନ୍ତୁ  ପ୍ରେମଭରା ବାର୍ତ୍ତାଳାପ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘର ସ୍ଵର୍ଗ ହୋଇଯିବ ଓ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *