“ସେମାନେ ଏକାଠି ହେଲାବେଳେ ଆମେ ଯାଇକି ମାଡ଼ିବସିଲୁ, ଆଉ ତା’ପରେ…’ ପୋଲିସ ବାଲା ସହିତ ମହିଳାଙ୍କ ରାସଲୀଳା, ମହିଳାଙ୍କ ସ୍ଵାମୀ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଟିଭି କିମ୍ବା ମୋବାଇଲ ରେ ଅନେକ ଗୁଡିଏ ନ୍ୟୁଜ କିମ୍ବା ଆଶ୍ଚର୍ଯ୍ୟ କରୁଥିବା ଭିଡିଓ ସବୁ ଦେଖୁଥିବେ । ଅନେକ ଘଟଣା ଏବଂ ଦୁର୍ଘଟଣା ସମ୍ପର୍କରେ ଅବଗତ ମଧ୍ୟ ହେଉଥିବେ । ତେବେ ଆପଣ ଯୌତୁକ ନିର୍ଯ୍ୟାତନା ର ଅନେକ ଖବର ଶୁଣି ଥିବେ । ବଧୂ ହତ୍ୟା ,ସ୍ୱାମୀ ର ପ୍ରତାରଣା ଏବଂ ଧୋକା ଅତ୍ୟାଚାର ଆଦି ବିଷୟରେ ଆଲୋଚନା କରିଥିବେ । ତେବେ ବର୍ତ୍ତମାନ ଗୋଟିଏ ଟ୍ରେଣ୍ଡ କଲା ଭଳି ଜିନିଷ ହେଉଛି ତାହା ହେଉଛି ଧୋକା ।


ତେବେ ସେହି ଭଳି ଏକ ଧୋକା ର କାହାଣୀ ନେଇ ଆସିଛନ୍ତି ଜଣେ ସ୍ୱାମୀ ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା । ତେବେ ମୋ ସ୍ତ୍ରୀ ପୋଲିସ୍ ବାଲା ସହିତ ପ୍ରେମ କରୁଛି । ଏମିତି କିଛି ଅଭିଯୋଗ ଆଣିଛନ୍ତି ଜନୈକ ଅସହାୟ ସ୍ୱାମୀ । ସ୍ତ୍ରୀ ପୋଲିସ ବାଲା ସହିତ ପ୍ରେମ କରୁଥିବା ବେଳେ ମୋ ପରିବାରକୁ ନିର୍ଯାତନା ଦେଉଛି ।

ଏପରିକି ନିର୍ଯାତନା ସହି ନପାରି ମୋ ବାପା ପ୍ରାଣ ହରାଇଥିଲେ । ବର୍ତ୍ତମାନ ମୋ ମା’ ରୋଗାକ୍ରାନ୍ତ ଅବସ୍ଥାରେ ରହିଥିଲେ ମଧ୍ୟ ସେ ସମାନ ଢଙ୍ଗରେ ମା’ଙ୍କୁ ଅବହେଳା କରୁଛି ବୋଲି ଅଭିଯୋଗ କରା ଯାଇଛି । ତେବେ ୨୦୧୧ ମସିହାରେ ଉଭୟଙ୍କ ବିବାହ ହୋଇଥିଲା । ଘରେ ସାମାନ୍ୟ ଝଗଡା ହେବା ପରେ ସ୍ତ୍ରୀଙ୍କୁ ନେଇ ସେ ଖୋର୍ଦ୍ଧାରେ ରହୁଥିଲେ ।

୨୦୧୯ରେ ଏକ ମାମଲାରେ ସେ ଜେଲ ଯିବା ପରେ ସ୍ତ୍ରୀ ଓ ପୋଲିସ ବାବୁଙ୍କ ମଧ୍ୟରେ ସମ୍ପର୍କ ଅନ୍ତରଙ୍ଗ ହୋଇଥିଲା । ୬ ମାସ ପରେ ଜେଲରୁ ବାହାରିବା ପରେ ସ୍ତ୍ରୀକୁ ନେଇ ନିଜ ଗାଁକୁ ପଳାଇ ଆସିଥିଲେ । ତଥାପି ଉଭୟଙ୍କ ସମ୍ପର୍କ ବନ୍ଦ ହୋଇ ନଥିଲା । ଉଭୟ ଥରେ ଅନ୍ତରଙ୍ଗ ମୂହୂର୍ତ୍ତରେ ଥିବା ବେଳେ ଗାଁରେ ୨-୩ ଜଣ ଯୁବକଙ୍କ ସହ ଆକ୍ରମଣ କରିଥିଲେ ।


ସେଠାରେ ପୋଲିସ ବାବୁଙ୍କ ଫୋନ ତାଙ୍କ ହାତରେ ପଡିଥିଲା । ଏହି ଫୋନରେ କେବଳ ତାଙ୍କ ସ୍ତ୍ରୀ ନୁହନ୍ତି ବରଂ ଅନ୍ୟାନ୍ୟ ମହିଳାଙ୍କ ଅଶ୍ଲୀଳ ଭିଡିଓ ଓ ଫଟୋ ରହିଥିବା ସ୍ୱୀକାର କରିଥିଲେ । ଏହି ଘଟଣାକୁ ନେଇ ନିରାକାର ପୁର ଥାନାରେ ଅଭିଯୋଗ ହୋଇ ଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ହୋଇ ନଥିବା ଅଭିଯୋଗ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *