Interesting Odia Gk- ମହିଳାଙ୍କ କେଉଁ ଅଙ୍ଗ ରାତି ହେବା ମାତ୍ରେ ବଡ ହୋଇଯାଏ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ GK ଅର୍ଥାତ ସାଧାରଣଜ୍ଞାନ ସମ୍ବନ୍ଧିତ କିଛି ବିଶେଷ ପ୍ରଶ୍ନଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହା ଛାତ୍ରଛାତ୍ରୀ ଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ । ଅଧିକାଂଶ ପ୍ରଶ୍ନ ର ଉତ୍ତର ଛାତ୍ରଛାତ୍ରୀ ଙ୍କୁ ଜଣା ନଥାଏ । ମାତ୍ର ଭବିଷ୍ୟତ ରେ ଯଦି ପାଠ ପଢି ଭଲ ମଣିଷ ହେବାକୁ ଇଛା ତେବେ ନିଶ୍ଚିତ ଭାବରେ ଏ ସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ସବୁଠାରୁ କମ ଭୂକମ୍ପ କେଉଁ ଦେଶରେ ଆସିଥାଏ ?

ଉତ୍ତର;- ଭାରତରରେ ।

୨;- ଦୁନିଆରେ ସବୁଠାରୁ ଅଧିକ ଘୁଷୁରି ପାଳୁଥିବା ଦେଶ କେଉଁଟି ?

ଉତ୍ତର;- ଚୀନ ରେ ।

୩;- କେଉଁ ଦେଶ ପାଖରେ ସବୁଠାରୁ ଅଧିକ ହତିଆର ରହିଅଛି ?

ଉତ୍ତର;- ଇରାନ ପାଖରେ ସବୁଠାରୁ ଅଧିକ ହତିଆର ଅଛି ।

୪;- ଶରୀରର କେଉଁ ଅଙ୍ଗରେ ରକ୍ତ ହୋଇନଥାଏ ?

ଉତ୍ତର;- ନଖ ଏବଂ କେଶରେ ।

୫;- ଶାଶୁ ବୋହୂ ମନ୍ଦିର କେଉଁଠାରେ ସ୍ଥିତ ଅଛି
?

ଉତ୍ତର;- ଉଦୟପୁରରେ ।

୬;- ଲାଲ ବାହାଦୁର ଶାସ୍ତ୍ରୀ ଙ୍କର ସମାଧି ସ୍ଥଳ କୁ କେଉଁ ରୂପରେ ଜଣାଯାଇଥାଏ ?

ଉତ୍ତର;- ବିଜୟ ଘାଟ ନାମରେ ।

୭;- ଭାରତର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ କିଏ ?

ଉତ୍ତର;- ରାଜୀବଗାନ୍ଧୀ ।

୮;- କେଉଁ ପକ୍ଷୀର ପର ହୋଇ ନଥାଏ ?

ଉତ୍ତର;- କିବୀ ପକ୍ଷୀର ।

୯;- ଭାରତର ସବୁଠାରୁ ବଡ ବ୍ୟାଙ୍କ କେଉଁଟା ?

ଉତ୍ତର;- ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ ।

୧୦;- ଉତ୍ତର ପ୍ରଦେଶର ମୁଖ୍ୟ ଲୋକନୃତ୍ୟ କେଉଁଟା ?

ଉତ୍ତର;- ଚାଚରୀ ।

୧୧;- ବିବୋ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର;- ଚୀନ ର ।

୧୨;- କେଉଁ ଦେଶର ଲୋକେ ପବଜି ଖେଳନ୍ତି ନାହିଁ ?

ଉତ୍ତର;- ଚୀନ ଦେଶର ଲୋକେ ।

୧୩;- ମନୁଷ୍ୟ ସର୍ବପ୍ରଥମେ କେଉଁ ଫଳ କୁ ଖାଇଥିଲା ?

ଉତ୍ତର;- ଖଜୁରୀ ।

୧୪;- ପାକିସ୍ଥାନ ର ସବୁଠାରୁ ଧନୀ ଲୋକ କିଏ ?

ଉତ୍ତର;- ସାହିଦ ଖାନ ।

୧୫;- ହିମାଞ୍ଚଳ ପ୍ରଦେଶ ରେ କେଉଁ ଧର୍ମର ଲୋକଙ୍କର ଜନସଂଖ୍ୟା ସବୁଠାରୁ ଅଧିକ ଅଟେ ?

ଉତ୍ତର;- ହିନ୍ଦୁ ଧର୍ମର ।

୧୬;- କେଉଁ ଦେଶରେ ସବୁଠାରୁ ଅଧିକ ବାଉଁଶ ଗଛ ଦେଖିବାକୁ ମିଳିଥାଏ ?

ଉତ୍ତର;- ପାକିସ୍ଥାନ ।

୧୭;- କେଉଁ ଦେଶରେ ସବୁଠାରୁ ଅଧିକ ଧନୀ ଲୋକ ବସବାସ କରନ୍ତି ?

ଉତ୍ତର;- ଲଣ୍ଡନରେ ।

୧୮;- ଏଭଳି କେଉଁ ନାରୀ ଅଛି ଯିଏ ନିଜ ଘର ବାହାରୁ ସବୁବେଳେ ନଗ୍ନ ଅବସ୍ଥାରେ ବାହାରି ଥାଏ ?

ଉତ୍ତର;- ତଲବାର ।

୧୯;- କେଉଁ ଜୀବ ପାଖରେ ୩୨ ମସ୍ତିସ୍କ ରହିଥାଏ ?

ଉତ୍ତର;- ଲିଚ ।

୨୦;- ସଂସାରର ସବୁଠାରୁ ଭାରି ସାପ କ’ଣ ଅଟେ ?

ଉତ୍ତର;- ଏନାକୋଣ୍ଡା ।

୨୧;- ଭାରତର କେଉଁ ରାଜ୍ୟରେ ସବୁଠାରୁ କମ ମୁସଲମାନ ରହିଥାନ୍ତି ?

ଉତ୍ତର;- ସିକ୍କିମ ।

୨୨;- କେଉଁ ଫଳରେ କେବେ ମଧ୍ୟ ପୋକ ଲାଗି ନଥାଏ ?

ଉତ୍ତର;- କଦଳୀ ।

୨୩;- ରାବଣର ଅସଲି ନାମ କ’ଣ ଥିଲା ?

ଉତ୍ତର;- ଦଶଗ୍ରୀବ ।

୨୪;- ଭାରତର କେଉଁ ରାଜ୍ୟର ଲୋକେ ସବୁଠାରୁ ଅଧିକ ଇଣ୍ଟରନେଟ ଚଳାଇଥାନ୍ତି ?

ଉତ୍ତର;- ମହାରାଷ୍ଟ୍ର ର ଲୋକ ।

୨୫;- କେଉଁ ସାଗରରେ ଗୋଟିଏ ମାତ୍ର ମାଛ ଦେଖିବାକୁ ମିଳିନଥାଏ ?

ଉତ୍ତର;- ମୃତ ସାଗରରେ ।

୨୬;- ନାରୀର କେଉଁ ଅଙ୍ଗ ରାତି ହେବା ମାତ୍ରେ ବଡ ହୋଇଯାଇଥାଏ ?

ଉତ୍ତର;- ଆଖିର ପୂତଳା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *