ମହିଳାଙ୍କ ଚାଞ୍ଚଲ୍ୟକର ବୟାନ ! କହିଲେ ‘ସେ ଗୋଟେ ସାବତ ମା’ ହେଇବି ଛୁଆକୁ ଜନ୍ମକଲା ମା’ ଠାରୁ ବି ଅଧିକ ଭଲ ପାଉଥିଲା, ମୃତ୍ୟୁ ପୂର୍ବରୁ ସେ ଫୋନ କରି କହୁଥିଲା କି ମତେ ସେମାନେ…’

ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମା ପୁଅର ମୃତ୍ୟୁ କୁ ନେଇ ତାଙ୍କ ସମ୍ପର୍କୀୟ ଜଣେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ମହିଳା ଜଣକ କହୁଛନ୍ତି ଯେ “ଝିଅ ଇଞ୍ଜିନିୟର ଚାକିରି କରିଛି କେଉଁ ଝିଅ ଯାଇ ଗାଁ ରେ ରହିବ । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମୁଁ ଝିଅକୁ ନେଇ ଗାଁ ରେ ରଖିବୀ । 9 ମାସ କାଳ ଚାକିରି ଛାଡିକି ଶାଶୁଘରେ ପଡିକି ରହିଲା ।

ଶ୍ଵଶୁର ଘରେ ପୁଅ ଆସି ବସିକି ଖାଇଲା ଚାକିରି ଛାଡିକି । 9 ମାସ ପୁଅ, ଝିଅ ଙ୍କୁ ଚଳାଇଛନ୍ତି ଶାଶୁଘର ଲୋକେ । ମୋ କହିବା କଥା ବାହାଘର ପୂର୍ବରୁ ଜାଣିବାର ଥିଲା ଝିଅ କେଉଁ ବ୍ୟାକ ଗ୍ରାଉଣ୍ଡ ର । ସେ ଝିଅ ଶାଶୁଘରେ କାମ କରିବା ଭଳି କି ? ଗୋଟେ ସିଭିଲ ଇଞ୍ଜିନିୟର ଚାକିରି କରିଛି ପାଠ ପଢିଛି । ସେ ଚାହୁଁଥିଲା ମୋ ଛୁଆକୁ ଭଲ ପରିବେଶ ଦେବି ଭଲ ସ୍କୁଲରେ ପାଠ ପଢାଇବି ।

ମୋ ସ୍ଵାମୀ ଚାକିରି କରିଛି ଆମେ ବାହାରେ ଘର ଭଡା କରି ରହିବୁ ଝିଅ ଚାହୁଁଥିଲା । ଜାଣିକି ପୁଅ ଚାକିରି ଛାଡି ଦେଲା ଘରେ ବସିଲା କେମିତି ଆମ ଝିଅ ଗାଁ କୁ ଯିବ । ମେ-ଣ୍ଟାଲୀ ହ-ଆରା-ସ କରି ଦେଲା ଚାକିରି ଛଡେଇ ଦେଲା । ପୁଅ କହିଲା ମୁଁ ଘର ଭଡା ଦେଇପାରିବି ନାହି ଯେହେତୁ ତା ବାପା ସବୁବେଳେ ଦେଉଥିଲେ । ଏଥିପାଇଁ ଝିଅକୁ ଏତେ ଟ-aର୍ଚର ହେଲା । ପୁଅ ପୂର୍ବରୁ ଏମିତି ଗଣ୍ଡୋଗୋଳ କରିଥିଲା ଝଗଡା କରିଥିଲା ।

ପୋଲିସ କେଶରେ ଝିଅକୁ ଟ-aର୍ଚର କରିକି ଝିଅକୁ ନେଇ ଯାଇଥିଲେ । ଝିଅ ବି ଯାଇକି 15 ଦିନ ମାସେ ଶାଶୁଘରେ ରହିଛି । ତାର ଫୋଟୋ ବି ଅଛି । ସବୁ ପର୍ବ ପର୍ବାଣି ବି କରିଛି ଝିଅ । ଏବେ ସବୁ ପର୍ବ କରିକି ଝିଅ ଏବେ 8 ଦିନ ହେଲା ଗାଁ ରୁ ଆସିଲା । ଆମେ ତାକୁ କହିଲୁ ସେମାନେ ଛୁଆକୁ ନେବାର ଅଛି ନିଅନ୍ତୁ । ତୁମେ ବାପା ମା ଙ୍କର ଦୁଇଟି ଝିଅ ଚାକିରି କର ।

ଜାଣିକି ଝିଅର ସ୍ଵାମୀ ପୋଲିସ ରେ କେସ ଦେଲେ କି ମୋ ଛୁଆକୁ ନେଇ ଯାଇ ଟ-aର୍ଚର କରୁଛନ୍ତି । ମୋ ଛୁଆକୁ ଗାଁ କୁ ନେଇଜୀବୀ କହିଲା ପୁଅ । ସାହି ପଡିଶାଙ୍କୁ ପଚାରିବେ ସେ ଛୁଆକୁ କେତେ ସ୍ନେହ ପ୍ରେମ ଦେଇ ବଢାଇଛି । ସେ ସବାତ ମା କିନ୍ତୁ ସେ ତାକୁ ବହୁତ ଭଲ ପାଏ । ନିଜ ମା ଠାରୁ ବଳିକି ସ୍ନେହ କରିଛି ଯାହାର ଫାଇଦା ଏମାନେ ନେଇଛନ୍ତି ।

ଝିଅକୁ ଏତେ ହ-ଆରା-ସ କରିଛନ୍ତି ପୁଅ ଘର ଲୋକେ ଯାହା ପାଇଁ ସେ ନିସ୍ପତି ନେଲା ମୁଁ ମରିବି । ମୋ ପିଲା ଯେଉଁଠି ମୁଁ ସେଇଠିକି ଯିବୀ ବୋଲି ଭାବିଛି ଝିଅ । ରାତିରେ ଝିଅ ତା ବଡ ଭଉଣୀକୁ କହିଛି ମୋ ଛୁଆ ଯେଉଁଠି ରହିବ ମୁଁ ସେଠାରେ ରହିବି । ମୋ ଛୁଆ ବିନା ବଞ୍ଚିପାରିବି ନାହି ବୋଲି ଝିଅ କହିଥିଲା” । ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *