ମହିଳା ଜଣକ କଲେ ଏମିତି କାରନାମା କି ପୋଲିସ ର ଝାଳ ବାହାରିଗଲା, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ଲୋକ ମାନଙ୍କ ମନରେ ଆଶ୍ଚର୍ଯ୍ୟ ଜନକ ଭାବନା ସୃଷ୍ଟି କରୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଅଲଗା ପ୍ରକାର ଭିଡିଓ ଭା-ଇ-ରା-ଲ ହେଉଛି । ଏହି ଭିଡିଓ ବିଷୟରେ କେହି କଳ୍ପନା ବି କରିପାରିବେ ନାହିଁ ଓ ଆପଣ ମାନେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓରେ ଜଣେ ମହିଳା ନିଜ ସଂପୂର୍ଣ୍ଣ ଶରୀରକୁ ମା-ଟି-ରେ ପୋ-ତି ଦେଇଛନ୍ତି । ମହିଳା ଜଣକ ଭିଡିଓରେ କହୁଛନ୍ତି- ‘ପ୍ରଶାସନ ମୋର କୌଣସି ସହାୟତା କରୁ ନାହିଁ । ମୁ ୪ ବର୍ଷ ହେବ ବହୁତ ଚିନ୍ତାରେ ଅଛି ଯେତେବେଳେ ବି ମୁ ମୋ କ୍ଷେତରେ କାମ କରୁଛି ସେତେବେଳେ ସିକେନ୍ଦରା ଥାନାର ପୋଲିସ ଆସି ଯାଉଛନ୍ତି’ ।

ଆଗକୁ ମହିଳା କହିଛନ୍ତି-‘ଏଠି ସବୁ ଭୂ ମା-ଫି-ଆ ଅଛନ୍ତି । ଏଠି ମୋ ଜମିକୁ ଅବୈଧ କ-ବ-ଜା କରିବାକୁ ଚେଷ୍ଟା କରୁଛନ୍ତି’ । ବନ୍ଧୁଗଣ ଏହି ଘ-ଟ-ଣା-ଟି ଆଗ୍ରା ସିକେନ୍ଦରା ପୁରରେ ଘ-ଟି-ଛି । ଏହି ମହିଳାଙ୍କ ନାମ ହେଉଛି ପ୍ରେମଲତା । ମହିଳାଙ୍କ ଆ-ରୋ-ପ ହେଉଛି ଏକ ରିଟାୟର୍ଡ କର୍ନଲ ତାଙ୍କର ଜମି କବଜା କରିଦେଇଛନ୍ତି । ମହିଳା ଜଣକ ସହାୟତା ପାଇଁ ପ୍ରଶାସନର ଦ୍ଵାରସ୍ଥ ହେଉଛନ୍ତି ହେଲେ ପ୍ରଶାସନ ତରଫରୁ ତାଙ୍କୁ କୌଣସି ସହାୟତା ମିଳୁ ନାହିଁ ।

ଶେଷରେ ସେ ନିଜ ଜମିରେ ନିଜ ଶରୀରକୁ ପୋ-ତି ଏହି ଭି-ଡି-ଓ କରିଛନ୍ତି ଓ ଜନସାଧାରଣ ମାନଙ୍କୁ ନିଜ ସମସ୍ୟା ବିଷୟରେ କହିଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *