‘ରୁହ ମୁଁ ଡ୍ରେସ୍ ଖୋଲିକି ଦେଖଉଛି..ପୋଲିସକୁ ନଚେଇ ଦେଲେ ମଦ୍ୟପାନ କରିଥିବା ମହିଳା’, କଚେରୀ ଛକରେ ହାଇଡ୍ରାମା, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଓଡିଶାରେ ଏପରି ସବୁ ଖବର ଓ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଆଜି ହେଉଛି ପବିତ୍ର ଦୀପାବଳି ପର୍ବ ଓ ଆଜି ପରିକା ଦିନରେ ମଧ୍ୟ ଏକ ଏପରି ଘ-ଟ-ଣା ସାମ୍ନାକୁ ଆସିଛି ଯାହା ଅତ୍ୟନ୍ତ ନି-ରା-ଶ ଜନକ । ବନ୍ଧୁଗଣ ଏହି ଘ-ଟ-ଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ଭା-ଇ-ରା-ଲ ହେଉଛି । ଭିଡିଓରେ ଜଣେ ମହିଳା କହୁଛନ୍ତି- ‘ରୁହ ମୁଁ ଡ୍ରେ-ସ୍ ଖୋ-ଲି-କି ଦେଖାଉଛି..’ । ମହିଳା ଜଣକ ମ-ଦ୍ୟ-ପା-ନ କରି ପୋ-ଲି-ସ ମାନଙ୍କୁ ନ-ଚେ-ଇ ଛନ୍ତି । କଚେରୀ ଛକରେ ହାଇ ଡ୍ରା-ମା କରିଛନ୍ତି । ବନ୍ଧୁଗଣ ଏହି ଘ-ଟ-ଣା-ଟି ଗତ କାଲି ସନ୍ଧ୍ୟା ସମୟରେ ବଲାଙ୍ଗୀର ଜିଲ୍ଲା କଚେରୀ ଛକରେ ଘ-ଟି-ଛି । ସମ୍ପୃକ୍ତ ମହିଳା ଜଣକ ପଶ୍ଚିମ ବଙ୍ଗର ସାବିତ୍ରୀ ମାଇକ ବୋଲି ଜଣା ପଡିଛି ।

ଗତ କିଛି ବର୍ଷ ହେବ ସେ ଭୁବନେଶ୍ଵରରେ ରହୁଥିବାର ଅନୁମାନ ମଧ୍ୟ କରାଯାଉଛି । ଯୁବତୀ ଜଣକ ଭୁବନେଶ୍ଵର ଯିବାକୁ କହୁଥିବାରୁ ପୋଲିସ ଏଥିଲାଗି ବ୍ୟବସ୍ଥା କରିଥିବାର ମଧ୍ୟ ସୂଚନା ମିଳିଛି । ସୂଚନା ମୁତାବକ ଗତ କାଲି ସନ୍ଧ୍ୟା ସମୟରେ ବଲାଙ୍ଗୀର କଚେରୀ ଛକରେ ଜଣେ ଟ୍ରାଫିକ ମହିଳା ପୋଲିସ କାମ କରୁଥିବା ସମୟରେ ସମ୍ପୃକ୍ତ ଯୁବତୀ ମ-ଦ୍ୟ-ପା-ନ କରି ମା-ତା-ଲ ହୋଇ ତାଙ୍କ ଉପରେ ଆ-କ୍ର-ମ-ଣ କରିଥିଲେ ।

ଉକ୍ତ ଟ୍ରାଫିକ ପୋଲିସ ତାଙ୍କର ଏହି ଅ-ସା-ଦ ଆ-ଚ-ର-ଣ-ର କାରଣ ପଚାରିବାରୁ ଯୁବତୀ ଜଣକ ନିଜ ମନ ଇଛା କହି ପୁଣି ଚ-ପ-ଲ-ରେ ପି-ଟି-ଲେ । କିଛି ସମୟ ମଧ୍ୟରେ ଘ-ଟ-ଣା ସ୍ଥଳରେ ଏକ ପୋ-ଲି-ସ ଟିମ ପହଞ୍ଚି ଥିଲା ଓ ଯୁବତୀଙ୍କୁ କା-ବୁ କରିଥିଲେ । ପରେ ଯୁବତୀଙ୍କୁ ଟାଉନ ଥା-ନା ଅଣା ଯାଇଥିଲା ହେଲେ ସେଠାରେ ମଧ୍ୟ ଯୁବତୀଙ୍କ ହାଇ ଡ୍ରା-ମା କମି ନଥିଲା । ହଠାତ ସେ ଟାଉନ ଥା-ନା ସାମ୍ନାରେ ଉ-ଳ-ଘ୍ନ ହୋଇ ପୋ-ଲି-ସକୁ ଗା-ଳି ଦେ-ଇଥିଲେ ।

ସେହି ସମୟରେ ବହୁତ କଷ୍ଟରେ ପୋଲିସ ଯୁବତୀଙ୍କୁ କା-ବୁ କରି ଥା-ନା ଭିତରେ କିଛି ସମୟ ରଖିଥିବାର ଜଣା ପଡିଛି । ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଯୁବତୀଙ୍କ ହାଇ ଡ୍ରା-ମା ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *