ମହିଳାଙ୍କର ଏହି ୧ ଜିନିଷ କେବେ ବି ଦେଖନ୍ତୁ ନାହିଁ, ପୁରା ପରିବାର ହେଇଯାଏ ଭିକାରି – Chanakya Niti

ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ଅନୁଯାୟୀ ମହିଳା ମାନଙ୍କ ର କେତେ ଗୁଡିଏ ଜିନିଷ ଅଛି, ଯାହାକୁ ଦେଖିବା ମାତ୍ରେ ଆମ ଜୀବନରେ ସଙ୍କଟ ର କଳା ଛାୟା ଘେରି ଯିବ ଓ ଦାରିଦ୍ର୍ୟ ଛାଡିବ ନାହିଁ। ନାରୀ ମାନଙ୍କର ଏ ସବୁ ଜିନିଷ ସକାଳୁ ଦେଖିବା ମାତ୍ରେ ଆପଣ ଙ୍କ ଦିନ ଟି ଖରାପ୍ ଯିବ, ବିଭିନ୍ନ ପ୍ରକାର ସମସ୍ୟା ଦେଖାଯିବ। ପ୍ରତ୍ୟେକ ସକାଳ ମଣିଷ କୁ ସଫଳତା ଆଡ଼କୁ ଅଗ୍ରସର କରେ । ନୂତନ ସକାଳ ସହ ନୂତନ ଆଶା ନେଇ ସେ ଦିନ ର ଆରମ୍ଭ କରେ ହେଲେ ଯଦି ସେହି ନାରୀ ମାନଙ୍କର ଏ ସବୁ ଜିନିଷ ଦେଖନ୍ତି ତ ତାଙ୍କର ଦିନ ନଷ୍ଟ ହେବ।

ଦିନ ର ଆରମ୍ଭ ଯଦି କିଛି ଶୁଭ ଜିନିଷ ରୁ ଆରମ୍ଭ ହୋଇଥାଏ ତା ହେଲେ ଦିନ ଟି ବହୁତ ଭଲ ଯାଏ । ଯଦି କିଛି ଅଶୁଭ ଜିନିଷ ରୁ ଆରମ୍ଭ ହୋଇଥାଏ ତା ହେଲେ ଦିନ ଟି ଆତ୍ୟନ୍ତ୍ୟ ଖରାପ ଯାଏ ଓ ବହୁତ କ୍ଷତି ହୋଇଥାଏ ଯାହା ଫଳରେ ସେ ମଣିଷ ଟି ଭାଙ୍ଗି ଯାଏ ଓ ଜୀବନ ରେ ଆଗକୁ ବଢିପାରେ ନାହିଁ। ଆସନ୍ତୁ ଜାଣିବା ସେହି ସଂପର୍କ ରେ ।

ସକାଳୁ ଉଠି ଯଦି ଆପଣ କିଛି ଗର୍ବି ଓ ଚରିତ୍ର ହିନ ମହିଳା ଙ୍କୁ ଦେଖିବେ ତ ଆପଣଙ୍କ ର ଦିନ ଟି ବହୁତ ଖରାପ୍ ରେ ଯିବ ଓ ହେବାକୁ ଥିବା କାମ ମଧ୍ୟ ହୋଇପାରିବ ନାହିଁ ସଙ୍କଟ ର କଳା ଛାୟା ଘେରି ଯିବ।

ସକାଳୁ ଉଠି ଆପଣ ମାତା ପିତା ଓ ଭଗବାନ୍ ଙ୍କ ଦର୍ଶନ କରନ୍ତୁ ଆପଣଙ୍କ ଦିନ ଅତ୍ୟନ୍ତ ଶୁଭମୟ ହେବ ଓ ସବୁ ପ୍ରକାର ହେବାକୁ ଥିବା କାମରେ ସଫଳତା ହାସଲ କରିବେ।

ବୈଜ୍ଞାନିକ ମାନେ ଓ ବାସ୍ତୁ ଶାସ୍ତ୍ରରେ ସ୍ପଷ୍ଟ ଭାବରେ କୁହା ଯାଇଛି କି ସକାଳୁ ଉଠି କେବେ ଆଇନା ରେ ନିଜ ମୁହଁ ଦେଖିବା ଭଲ ନୁହଁ ଯାହାକୁ ସାରା ଦୁନିଆ ମାନେ ।

ସକାଳେ ଆଇନାରେ କିଛି ନକରାତ୍ମକ ଶକ୍ତି ଥାଏ ଯାହା ଆମ ଉପରେ ପ୍ରଭାବ ପକାଏ ଓ ଆମ ଭିତରେ ଥିବା ସକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ । ଯାହା ଦ୍ଵାରା ଆମ ର କାର୍ଯ୍ୟ ରେ ବହୁ ବାଧା ବିଘ୍ନ ହୁଏ । ତେଣୁ ସକାଳେ ଉଠି ଆଇନା ଦେଖିବା ଭଲ ନୁହଁ।

ସକାଳୁ ଉଠି ପଡ଼ିଥିବା ଓଲଟା ଚପଲ, ବୁଢିଆଣୀ ର ଜାଲ ଆଦି ଦେଖିବା ଭଲ ନୁହଁ । ଏହା ଦେଖିଲେ ଆମ ଦିନ ଟି ଖରାପ୍ ଯିବ ଓ ବାଧା ବିଘ୍ନ ଦେଖାଦେବ ଓ ସ୍ଵାସ୍ଥ୍ୟ ସମସ୍ୟା ଦେଖାଯିବ।

ସକାଳୁ ଉଠି ଖାଲି ବାସନ , ଅଇଁଠା ବାସନ ଓ କିଛି ଖାଲି ପଡ଼ିଥିବା ଜିନିଷ ଦେଖିବା ଖରାପ ହୋଇଥାଏ । ଯାହା ଆମ ଆଖି ଉପରେ ପ୍ରଭାବ ପକାଏ । ଜୀବନରେ ସଫଳତା ପାଇବା କମିଯାଏ ।

ସକାଳୁ ଉଠି କାହାର କଳି ଝଗଡ଼ା ଦେଖିବା ଭଲ ନୁହଁ । ଏ ସବୁ ଦେଖିଲେ ଘରେ ଧନ ହାନି ଘଟେ । ମନ ଅଶାନ୍ତି ରହେ । ଦାରିଦ୍ର୍ୟ ପିଛା ଛାଡେ ନାହିଁ। ସଫଳତା ହାସଲ କରିବା କଷ୍ଟସାଧ୍ୟ ହୋଇପଡେ। ତେଣୁ ସକାଳ ର ଆରମ୍ଭ ମିଠା ବଚନ କହୁଥିବା ଲୋକମାନଙ୍କ ଠୁ ଆରମ୍ଭ କରନ୍ତୁ । ଆପଣଙ୍କ ଦିନ ଅତ୍ୟନ୍ତ ଶୁଭମୟ ହେବ। ସଫଳତା ହାସଲ କରିବେ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *