ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ ! ପାକିସ୍ତାନ କୁ ପ୍ରଶଂସା କରି ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ମିଳିଲା ଏମିତି ଦଣ୍ଡ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଦୁନିଆର ସମସ୍ତ ମଣିଷ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶର ସମସ୍ତ ଖବର ଓ ଘଟଣା ବିଷୟରେ ଜାଣିବା ସହ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ହେଲେ ସୋ-ସି-ଆ-ଲ ମି-ଡି-ଆ କାହା ଉପରେ ଭାରି ପଡିବ ବୋଲି ପ୍ରଥମ ଥର ଦେଖିବାକୁ ମିଳିଛି ।

ଜଣେ ଯୁବକ ନିଜ ଗୋଡରେ ନିଜେ କୁ-ଳ-ହା-ଡି ମା-ରି-ଛ-ନ୍ତି । ଯୁବକ ଜଣକ ସୋ-ସି-ଆ-ଲ ମି-ଡି-ଆ-ରେ ଏପରି ଏକ ପୋ-ଷ୍ଟ କରିଛନ୍ତି ଯେଉଁଥି ପାଇଁ ତାଙ୍କୁ ଦେ-ଶ ଦ୍ରୋ-ହୀର ଟା-ଇ-ଟେ-ଲ ମିଳିଛି । ଗତ କିଛି ସମୟ ହେବ ଏହି ଘଟଣାର ଚର୍ଚା ସମସ୍ତ ସ୍ଥାନରେ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ । ଟି20 ମ୍ୟାଚରେ ପାକିସ୍ତାନର ବିଜୟ ପରେ ଉତ୍ତର ପ୍ରଦେଶ ବଦାଇର ଜଣେ ଯୁବକ ପାକିସ୍ତାନକୁ ପ୍ରଶଂସା କରି ସୋ-ସି-ଆ-ଲ ମି-ଡି-ଆ-ରେ ପୋ-ଷ୍ଟ କରିଥିଲେ । ଏହି ଘ-ଟ-ଣା ସାମ୍ନାକୁ ଆସିବା ପରେ ଦେ-ଶ ଦ୍ରୋ-ହୀ ଅ-ଭି-ଯୋ-ଗ-ରେ ଯୁବକଙ୍କୁ ଗି-ର-ଫ କରି ଜେ-ଲ ପଠାଇଛି ଉତ୍ତର ପ୍ରଦେଶ ପୋଲିସ ।

ଯୁବକ ଜଣକ ପାକିସ୍ତାନକୁ ପ୍ରଶଂସା କରିବା ସହ ‘ଆଇ ଲଭ ୟୁ ପାକିସ୍ତାନ, ଆଇ ମିସ ୟୁ ପାକିସ୍ତାନ, ଜିତ ମୁବାରକ ହୋ’ ଲେଖି ପୋ-ଷ୍ଟ କରିଥିଲେ । ଏହି ଘ-ଟ-ଣା ସାମ୍ନାକୁ ଆସିବା ପରେ ପୋଲିସ ସ-ମ୍ପୃ-କ୍ତ ଯୁବକଙ୍କୁ ଉଠାଇ ନେଇଥିଲା । ଯୁବକ ଜଣକ ଅକ୍ଟୋବର ୨୫ ତାରିଖରେ ପାକିସ୍ତାନକୁ ପ୍ରଶଂସା କରି ପୋ-ଷ୍ଟ କରିଥିଲେ ।

ବନ୍ଧୁଗଣ ଯେଉଁ ମାନେ ପାକିସ୍ତାନ ଖେଳାଳି ଓ ପାକିସ୍ତାନର ସମର୍ଥନ କରିବେ ସେମାନଙ୍କ ବି-ରୋ-ଧ-ରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତର ପ୍ରଦେଶ ପୋଲିସ କହିଛି । ତେବେ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *