ମହାଦେବ ନିଜେ ଲେଖିଛନ୍ତି ଏହି 2 ଟି ଶବ୍ଦ ର ମନ୍ତ୍ର, କେବଳ ଏହାକୁ ଥରେ କହିଦିଅନ୍ତୁ, ସବୁ ସମସ୍ଯା ହେଇଯିବ ଦୂର, 30 ସେକେଣ୍ଡ ରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ମଣିଷ ଭଗବାନ ଶିବଙ୍କର ଭକ୍ତ ଅଟନ୍ତି । ବନ୍ଧୁଗଣ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ବହୁତ ପ୍ରକାରର ପୂଜା ଆରାଧନା ଓ ଉପାୟ ମଧ୍ୟ କରିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ, ଯାହାକୁ ସ୍ଵୟଂ ମହାଦେବ ଶିବ ରଚିଛନ୍ତି । ପାର୍ବତୀଙ୍କ ଅନୁରୋଧ ହେତୁ ମହାଦେବ ଏହି ମନ୍ତ୍ରକୁ ରଚିଥିଲେ । ଯଦି କୌଣସି ମଣିଷ ଏହହୀ ମନ୍ତ୍ର ଜପ କରିବା ସମୟରେ ନିଜ ଇଛା ବିଷୟରେ ମହାଦେବଙ୍କୁ କହିବ ତା ହେଲେ ତାର ଇଛା ନିଶ୍ଚୟ ପୂରଣ ହେବ । ହେଲେ ବନ୍ଧୁଗଣ ଏହି ମନ୍ତ୍ର ବହୁତ ଶକ୍ତିଶାଳୀ ଅଟେ, ତେଣୁ ଆପଣ ମାନେ ଏହାର ପ୍ରୟୋଗ ବହୁତ ସାବଧାନତା ଅବଲମ୍ବନ କରି କରିବେ ।

ବନ୍ଧୁଗଣ ଏହି ମନ୍ତ୍ର ଦିବ୍ୟଶକ୍ତି ଦ୍ଵାରା ସିଦ୍ଧ ହୋଇଛି । ତେଣୁ ଏହି ମନ୍ତ୍ରର ଜପ କରିବା ଦ୍ଵାରା ସମସ୍ତ ଇଛା ପୂରଣ ହୋଇଥାଏ । ବନ୍ଧୁଗଣ ଏହି ମନ୍ତ୍ରର ଜପ ସମସ୍ତ ବୟସର ପୁରୁଷ ଓ ମହିଳା ମାନେ କରିପାରିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ମନ୍ତ୍ର ଓ ଏହାର ରଚନା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ ।


ଶାସ୍ତ୍ର ଅନୁସାରେ ଥରେ ଅର୍ଜୁନ ମହାଦେବଙ୍କ ଅସ୍ତ୍ର ପଶୁପତିକୁ ପାଇବା ପାଇଁ ଜପ କରୁଥିଲେ । ସେହି ସମୟରେ ମହାଦେବ ଅର୍ଜୁନଙ୍କ ପରୀକ୍ଷା ନେବା ପାଇଁ ଏକ ଶି-କା-ରୀ ଭେଶରେ ଆସିଥିଲେ । ଅର୍ଜୁନ ଜପ କରୁଥିବା ସମୟରେ ଏକ ଘୁଷୁରି ହଠାତ ସେହି ସ୍ଥାନରୁ ଦଉଡି ଚାଲିଗଲା । ସେହି ସମୟରେ ଅର୍ଜୁନ ଘୁଷୁରିର ଶିକାର କରିବା ପାଇଁ ତୀର ଛାଡିଥିଲେ ଓ ଅନ୍ୟ ପକ୍ଷରେ ମହାଦେବ ମଧ୍ୟ ଶି-କା-ରୀ ଭେଶରେ ଏକ ତୀର ଛାଡିଥିଲେ ।


ହେଲେ ବନ୍ଧୁଗଣ ପ୍ରଥମେ ଘୁଷୁରି ଦେହରେ ଶି-କା-ରୀ ଅର୍ଥାତ ମହାଦେବଙ୍କ ତୀର ବାଜିଥିଲା । ଯାହାଫଳରେ ଅର୍ଜୁନ କ୍ରୋଧରେ ଆସିଯାଇଥିଲେ ଓ ନିଜକୁ ସର୍ବ ଶ୍ରେଷ୍ଠ ଧନୁଧାରୀ ବୋଲି ସମ୍ବୋଧନ କରିଥିଲେ । ସେହି ସମୟରେ ଏହି ଦୁଇଜଣଙ୍କ ମଧ୍ୟରେ ଅଧିକ ଯୁକ୍ତି ହେତୁ ଯୁ-ଧ୍ୟ ହୋଇଥିଲା । ଯୁ-ଧ୍ୟ ସମାପ୍ତ ନହେବାରୁ ଭଗବାନ ବିଷ୍ଣୁ ଆସି ଅର୍ଜୁନଙ୍କୁ କହିଥିଲେ, ତମେ ଯେଉଁ ଶି-କା-ରୀଙ୍କ ସହ ଯୁ-ଧ୍ୟ କରୁଛ ସେ ହେଉଛନ୍ତି ଭଗବାନ ଶିବ । ସେହି ସମୟରେ ଅର୍ଜୁନ ଶିବଙ୍କର ପାଦକୁ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ ।

ହେଲେ ବନ୍ଧୁଗଣ ସେହି ଜଙ୍ଗଲରେ କିଛି ଶି-କା-ରୀ ମାନେ ମଧ୍ୟ ରହୁଥିଲେ । ଯାହାଫଳରେ ସେମାନେ ଆସି ସେହି ଯୁ-ଧ୍ୟ ଦେଖୁଥିଲେ । ମାତା ପାର୍ବତୀଙ୍କ ଅନୁରୋଧ ହେତୁ ଭଗବାନ ଶିବ ଶି-କା-ରୀ ମାନଙ୍କୁ ଏକ ମନ୍ତ୍ର ଜପ କରିବା ପାଇଁ କହିଥିଲେ । କାରଣ ସେହି ସମୟରେ ଶି-କା-ରୀ ମାନେ ମାତା ପାର୍ବତୀଙ୍କୁ ଭୋଜନ ଦେଇ ପ୍ରସନ୍ନ କରିଥିଲେ ଓ ମାତା ପ୍ରସନ୍ନ ହୋଇ ମହାଦେବଙ୍କୁ ଏକ ମନ୍ତ୍ର ରଚନା କରିବା ପାଇଁ ଅନୁରୋଧ କରିଥିଲେ ।

ଏହି ମନ୍ତ୍ରକୁ ଜପ କରି ଶି-କା-ରୀ ମାନେ ନିଜର ସମସ୍ତ ଇଛାକୁ ପୂରଣ କରିଥିଲେ । ସେହି ମନ୍ତ୍ର ହେଉଛି ‘ଆଦ ଅନ୍ତ ଧରତି ଆଦ ଅନ୍ତ ପରମାତ୍ମା, ଦୋନୋ ବିଚ ବେଠେ ଶିବିଜି ମହାତ୍ମା ଖୋଲ ଘଡା ଦେ ଧଡା ଦେଖ ଶିବିଜି ମହାରାଜ ତେରେ ଶବ୍ଦ କା ତମସା’ । ବନ୍ଧୁଗଣ ଯଦି ଆପଣ ଏହି ମନ୍ତ୍ରକୁ ପୁରା ନିଷ୍ଠାର ସହ ଜପ କରିବେ ତା ହେଲେ ଆପଣଙ୍କର ସମସ୍ତ ଇଛା ନିଶ୍ଚୟ ପୂରଣ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *