ଦେଖନ୍ତୁ ମହାଷ୍ଟମୀରେ ହିରୋଇନ ଭକ୍ତିଙ୍କ ଜବରଦସ୍ତ ଦାଣ୍ଡିଆ ଡ୍ୟାନ୍ସ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ନବରାତ୍ରି ଚାଲିଛି । ଆମ ହିନ୍ଦୁ ଧର୍ମରେ ନବରାତ୍ରି ତଥା ଦଶହରାର ବହୁତ ଧାର୍ମିକ ମାନ୍ୟତା ରହିଛି । ଏହି ଦିନରେ ମା ଦୂର୍ଗାଙ୍କର ପୂଜା କରାଯାଇଥାଏ ଓ ଏହି ଦିନକୁ ବହୁତ ଧୁମଧାମରେ ପାଳନ କରିଥାଉ ଆମେ ମାନେ । ସାଧାରଣତଃ ଝିଅ ମାନେ ଏହି ଦିନରେ ସଜଧଜ ହୋଇ ଦାଣ୍ଡିଆ ଡ୍ୟାନ୍ସ କରିବାକୁ ବେସ ଭଲ ପାନ୍ତି । ଆପଣ ମାନେ ସମସ୍ତେ ଓଡିଆ ଟିଭି ଅଭିନେତ୍ରୀ ଭକ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ଭକ୍ତି ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅନେକ ସିରିଏଲ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଭକ୍ତି ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହି ନବରାତ୍ରି ସମୟରେ ବି ଭକ୍ତି ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ଅଛନ୍ତି ।

ଚର୍ଚାରେ ରହିବାର କାରଣ ହେଉଛି ଭକ୍ତିଙ୍କ ଦାଣ୍ଡିଆ ଡ୍ୟାନ୍ସ । ବନ୍ଧୁଗଣ ଗତ କିଛି ସମୟ ହେବ ଭକ୍ତି ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଛନ୍ତି ଯାହା ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓରେ ଭକ୍ତି ସଜଧଜ ହୋଇ ଦାଣ୍ଡିଆ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଭକ୍ତି ଏହି ଭିଡିଓରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ତାଙ୍କର ଏହି ଲୁକ୍ କୁ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି । ଏହା ସହିତ ଲୋକମାନେ ଭକ୍ତିଙ୍କ ଦାଣ୍ଡିଆ ଡ୍ୟାନ୍ସକୁ ବି ବେସ ପସନ୍ଦ କରୁଛନ୍ତି ଓ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଭକ୍ତିଙ୍କ ଏହି ଦାଣ୍ଡିଆ ଡ୍ୟାନ୍ସ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *