ପବିତ୍ର ମହା ଶିବରାତ୍ରିରେ ଘରକୁ ନେଇ ଆସନ୍ତୁ ଏହି 3 ଟି ମଧ୍ୟରୁ ଯେ କୌଣସି ଗୋଟିଏ ଜିନିଷ, ଭୋଳାନାଥ ଙ୍କ କୃପାରୁ ଛପ୍ପର ଫାଡି ବର୍ଷିବ ଟଙ୍କା- Shivratri Special

ବନ୍ଧୁଗଣ ମହାଶିବରାତ୍ରି ହେଉଛି ଭଗବାନ ଶିବଙ୍କର ପ୍ରିୟ ରାତ୍ରି । ଏହି ଦିନରେ ସମସ୍ତ ଲୋକ ଭଗବାନ ଶିବଙ୍କର ପୂଜା ଓ ଆରାଧନା ଆଦି କରିଥାନ୍ତି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ କେତେକ ବ୍ରତ ମଧ୍ୟ ପାଳନ କରିଥାନ୍ତି । ବନ୍ଧୁଗଣ ଏହି ବର୍ଷ ମହାଶିବରାତ୍ରି ୧୧ ମାର୍ଚ୍ଚ ଗୁରୁବାର ଦିନ ପାଳନ କରାଯିବ । ପୌରାଣିକ ଶାସ୍ତ୍ର ଅନୁଯାଇ ଫାଲ୍ଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦସୀରେ ଭଗବାନ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ପାଞ୍ଚଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଏହି ଆସୁଥିବା ମହାଶିବରାତ୍ରି ଦିନ ନିଜ ଘରକୁ ନିଶ୍ଚୟ ଆଣନ୍ତୁ ।

ଏହି ଜିନିଷ ଗୁଡିକ ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଜିନିଷକୁ ନିଜ ଘରକୁ ଆଣିଲେ ଭଗବାନ ଶିବ ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ହେବେ ଓ ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ । ଏହା ସହିତ ଆପଣ ମାନଙ୍କର ଭାଗ୍ୟ ମଧ୍ୟ ବଦଳିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଏହି ଆସୁଥିବା ମାହାଶିବରାତ୍ରି ଦିନ ଆପଣ ଏକ ଛୋଟ ଶିବ ଲୀଙ୍ଗ ନିଶ୍ଚୟ ନିଜ ଘରକୁ ଆଣନ୍ତୁ । ଯଦି ବନ୍ଧୁଗଣ ଆପଣଙ୍କ ଘର ବଡ ଅଛି ତା ହେଲେ ଆପଣ ପାରଦରେ ନିର୍ମିତ ଶିବଲିଙ୍ଗ ନିଶ୍ଚୟ ଆଣନ୍ତୁ । ଏହା ବହୁତ ପବିତ୍ର ଅଟେ ଆପଣଙ୍କ ଘର ଓ ପରିବାର ପାଇଁ । ବନ୍ଧୁଗଣ ଏହି ଶିବଲିଙ୍ଗ ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ଦୂର କରିଥାଏ ଓ ଆପଣଙ୍କ ଘରେ ସୁଖ ସମୃଦ୍ଧି ଆଣିଥାଏ ।

୨. ବନ୍ଧୁଗଣ ଏହି ମହାଶିବରାତ୍ରି ଦିନ ଯଦି ଆପଣ ଭଗବାନ ଶିବଙ୍କର ତ୍ରିଶୂଳ ଆଣନ୍ତି ତା ହେଲେ ଆପଣଙ୍କ ଭାଗ୍ୟ ବଦଳିଯିବ । ହେଲେ ଆପଣ ଚାନ୍ଦିର ତ୍ରିଶୂଳ ଆଣିବା ପାଇଁ ଚେଷ୍ଟା କରନ୍ତୁ । ଏହି ତ୍ରିଶୂଳକୁ ଆପଣ ନିଜ ପୂଜା ସ୍ଥଳରେ ରଖି ଏହାର ପୂଜା କରିପାରିବେ । ଏହା ଆପଣଙ୍କ ଘର ପରିବାର ପାଇଁ ବହୁତ ଶୁଭ ହୋଇଥାଏ । ଏହି ତ୍ରିଶୂଳକୁ ଆପଣ ଘରକୁ ଆଣିଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ ।

୩. ଯଦି ବନ୍ଧୁଗଣ ଆପଣ ଏହି ମହାଶିବରାତ୍ରି ଦିନ ଭଗବାନ ଶିବଙ୍କର ଡମ୍ବରୁ ଆଣିବେ ତା ହେଲେ ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ରହିବ । ଆପଣ ଏହି ଦିନରେ ଏକ ଡମ୍ବରୁ ଆଣନ୍ତୁ ଓ ନିଜ ପୂଜା ସ୍ଥଳରେ ରଖି ଏହାର ପୂଜା ନିଶ୍ଚୟ କରନ୍ତୁ । ପୂଜା କରିବା ପରେ ଆପଣ ନିଜ ଘର ମଧ୍ୟରେ ଥିବା କୌଣସି ଏକ ଛୁଆକୁ ଏହି ଡମ୍ବରୁ ବଜାଇବା ପାଇଆନ ଦିଅନ୍ତୁ । ଏହାଦ୍ବାରା ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ସଦସ୍ୟଙ୍କ ଶରୀର ଅସୁସ୍ଥ ଅଛି ତା ହେଲେ ସେ ବହୁତ ଶୀଘ୍ର ସୁସ୍ଥ ହୋଇଯିବେ ଓ ଏହି ଡମ୍ବରୁ ପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ମଝବୁତ ହୋଇଯିବ ।

ତା ହେଲେ ବନ୍ଧୁଗଣ ଏହି ମହାଶିବରାତ୍ରି ଦିନ ଆପଣ ଏହି ତିନୋଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ନିଶ୍ଚୟ ଆଣନ୍ତୁ ଓ ନିଜ ଭାଗ୍ୟକୁ ବଦଳାଇ ଦିଅନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *