ସରକାରଙ୍କ ବଡ ଘୋଷଣା ! କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପିଲା ମାନଙ୍କୁ ମିଳିବ ମାସିକ ୫,୦୦୦ ଟଙ୍କା ପେନସନ୍‌​‌

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଦୁନିଆ ରେ ଯେଉଁ କରୋନା ମହାମାରୀ ର ଆତଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି । କାରଣ ଏହି ଭୁତାଣୁ କିମ୍ବା କରୋନା

ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି ଏବଂ ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ । କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ । ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ଏବଂ ବାହାରକୁ ଘରେ ମୁହଁରେ ମାସ୍କ ପିନ୍ଧନ୍ତୁ ଏବଂ ଖାଦ୍ୟ ଖାଇବା ପୂର୍ବରୁ ହାତ କୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ତେବେ ଏହି ମହାମାରୀ ସଂକ୍ରମଣ କୁ ନେଇ ମଧ୍ୟପ୍ରଦେଶ ସରକାର ଏକ ଘୋଷଣା କରିଛନ୍ତି ଆସନ୍ତୁ ଜାଣିନେବା ସେହି ଘୋଷଣା ବିଷୟରେ । କରୋନା ରେ ପ୍ରଭାବିତ ପରିବାର ପାଇଁ ମଧ୍ୟପ୍ରଦେଶ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।

ରାଜ୍ୟ ର କୌଣସି ପିଲାଙ୍କ ବାପା କରୋନା ରେ ମୃ-ତ୍ୟୁ ବରଣ କରିଥିଲେ ଏଵଂ ପରିବାର ରେ ଯଦି କେହି ରୋଜଗାର କ୍ଷମ ନଥାନ୍ତି ତେବେ ସରକାର ମାସିକ ୫,୦୦୦ ଟଙ୍କା ପେନ୍ସନ ଦେବେ ଏବଂ ପିଲାଙ୍କୁ ମାଗଣା ଶିକ୍ଷା ମଧ୍ୟ ଦିଆ ଯିବ ବୋଲି ଶିବରାଜ ସିଂହ ଚୌହାନ କହିଛନ୍ତି ।

ଏହା ସହ ସେହି ପରିବାର କୁ ମାଗଣା ରାସନ ଦେବେ । ଏବଂ ବିନା ସୁଧ ରେ ସରକାରୀ ଗ୍ୟାରେଣ୍ଟି ରେ ଋଣ ମିଳିବ । ଏବଂ ସବୁ ପ୍ରକାର ସୁବିଧା ଦିଆଯିବ । ଦେଶ ରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ଏବଂ ମୃ-ତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟା ରେ ସର୍ବାଧିକ ମୃ-ତ୍ୟୁ ୮୧୬ ମହାରାଷ୍ଟ୍ର ରେ ହୋଇଥିବା ବେଳେ ।

କର୍ଣ୍ଣାଟକ ରେ ୫୧୬, ଦିଲ୍ଲୀ ରେ ୩୦୦, ରାଜସ୍ଥାନ ରେ ୧୬୪, ଏବଂ ଗୁଜୁରାଟ ରେ ୧୦୨ ଲୋକଙ୍କ ଜୀଵନ ନେଇଛି କରୋନା । ତେଣୁ ଆପଣ ମାନେ ନିଜ ର ଯତ୍ନ ନିଅନ୍ତୁ ଏବଂ ଘରେ ରୁହନ୍ତୁ । ସାମାଜିକ ଦୂରତା ବଜାୟ ରଖନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *