Madhuri Dixit ଙ୍କ ରିଲ ଲାଇଫ ଭଉଣୀ ନିଜ ଠାରୁ 4 ବର୍ଷ ସାନ ଆକ୍ଟରଙ୍କୁ କରିଥିଲେ ବିବାହ, ଆଜି ଦେଖା ଯାଉଛନ୍ତି କିଛି ଏମିତି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆ ରେ ବହୁତ ଚର୍ଚାରେ ରୁହନ୍ତି । ଏହା ବ୍ଯତୀତ ଏହି କଳାକାର ମାନେ ନିଜ ଲଭ ଲାଇଫ ଓ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ଅଭିନେତ୍ରୀ ରେଣୁକା ସାହାଣେଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବଲିଉଡର କେତେକ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ଲଭ ଷ୍ଟୋରି ବିଷୟରେ ଜାଣିଛନ୍ତି ।

ଆଜିଆମେ ଆପଣ ମାନଙ୍କୁ ରେଣୁକାଙ୍କ ଲଭ ଷ୍ଟୋରି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବଲିଉଡ ଫିଲ୍ମ ‘ହମ ଆପକେ ହେଁ କନ’ରେ ରେଣୁକା ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କର ବଡ ଭଉଣୀର ଭୂମିକା ପଦର୍ଶନ କରିଥିଲେ । । ୨୭ ମାର୍ଚ ୧୯୬୫ ମସିହାରେ ଜନ୍ମ ହୋଇଥିବା ରେଣୁକା ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ୨୦୦୧ ମସିହାରେ ରେଣୁକା ବଲିଉଡ ଖଳନାୟକ ଆଶୁତୋଷ ରାଣାଙ୍କ ସହ ବିବାହ କରିଥିଲ । ରେଣୁକାଙ୍କ ଜନ୍ମ ମୁମ୍ବାଇରେ ହୋଇଥିବାରୁ ସେ ନିଜ ପାଠ ପଢା ମଧ୍ୟ ମୁମ୍ବାଇରେ ପୂରଣ କରିଥିଲେ ।


ରେଣୁକା ଓ ଆଶୁତୋଷଙ୍କର ସାକ୍ଷାତ ଏକ ଫିଲ୍ମ ସେଟରେ ହୋଇଥିଲା । ଏକେ ଇଣ୍ଟର୍ବ୍ୟୁ ଦ୍ଵାରା ରେଣୁକା କହିଥିଲେ ଯେ, ନିର୍ଦେଶକ ରବି ରାୟ ଏକ ଦୀପାବଳି ପାର୍ଟି ରଖିଥିଲେ ଯେଉଁଠି ଆଶୁତୋଷ ଆସିପାରି ନଥିଲେ । ଏହାପରେ ରେଣୁକା ତାଙ୍କୁ ପରଦିନ ଦୀପାବଳିର ଶୁଭ କାମନା ଜଣାଇଥିଲେ । ସେହି ଦିନ ପରଠାରୁ ଏହି ଦୁଇଜଣ ପରସ୍ପର ସହ ଲଗାତାର ୩ ମାସ ପର୍ଯ୍ୟନ୍ତ କଥା ହୋଇଥିଲେ ଓ ୩ ମାସ ପରେ ଏମାନେ ସାକ୍ଷାତ କରିଥିଲେ ।


ଏହାପରେ ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ ଓ ୨୦୦୨ ମସିହାରେ ଏମାନେ ବିବାହ କରିଥିଲେ । ହେଲେ ରେଣୁକାଙ୍କ ମୁତାବକ, ଆଶୁତୋଷ ଏହା ଜାଣିନଥିଲେ ଯେ, ରେଣୁକା ପୂର୍ବରୁ ବିବାହିତ ହୋଇସାରିଥିଲେ ହେଲେ ଆଶୁତୋଷ ନିଜ ନିଜ ସମ୍ପର୍କ ବିଷୟରେ କହି ରେଣୁକାଙ୍କୁ ଜୀବନ ସାଥି ରୂପେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ।


ଆଶୁତୋଷ ଓ ରେଣୁକାଙ୍କ ବିବାହ ପାଇଁ ରେଣୁକାଙ୍କ ମା ବହୁତ ଚିନ୍ତାରେ ଥିଲେ । କାରଣ ଆଶୁତୋଷ ମଧ୍ୟ ପ୍ରଦେଶର ବାସିନ୍ଧା ଥିଲେ ଓ ତାଙ୍କ ପରିବାରରେ ୧୨ ଜଣ ସଦସ୍ୟ ରହୁଥିଲେ । ହେଲେ ସେହି ସମୟରେ ଆଶୁତୋଷ ରେଣୁକାଙ୍କ ମାଙ୍କୁ ଭରସା ଦେଇ କହିଥିଲେ ଯେ, ସେ ତାଙ୍କ ଝିଅକୁ କୌଣସି ଜିନିଷର ଅଭାବ ହେବାକୁ ଦେବେ ନାହିଁ । ଏହାର ଦୁଇ ବର୍ଷ ପରେ ରେଣୁକା ଓ ଆଶୁତୋଷ ବିବାହ କରିଥିଲେ । ଏହି ବିବାହ ଆଶୁତୋଷଙ୍କର ଗାଁରେ ହୋଇଥିଲା । ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରେଣୁକା ଆଶୁତୋଷଙ୍କ ଠାରୁ ୪ ବର୍ଷ ବଡ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *