Bollywood ର ଏହି ଅଭିନେତାଙ୍କୁ ହୃଦୟ ଦେଇ ବସିଥିଲେ Madhuri Dixit ଓ କରିବାକୁ ଚାହୁଁଥିଲେ ବିବାହ, ନାଁ ଶୁଣିଲେ ଆପଣ ଚମକି ପଡିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଆପଣ ମାନେ ସମସ୍ତେ ନିଶ୍ଚୟ ମାଧୁରୀଙ୍କର ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ହେଲେ ଆପଣ ମାନେ କଣ ତାଙ୍କର ଲଭ ଲାଇଫ ବିଷୟରେ ଜାଣିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମାଧୁରୀଙ୍କ ଲଭ ଲାଇଫ ବିଷୟରେ କହିବାକୁ ଯାଉଛୁ । ଗୋଟେ ସମୟରେ ମାଧୁରୀ ନିଜ ମନ ଏକ ଅଭିନେତାଙ୍କୁ ଦେଇଥିଲେ ଓ ସେ ସେହି ଅଭିନେତାଙ୍କ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତାଙ୍କ ବିଷୟରେ । ବନ୍ଧୁଗଣ ମାଧୁରୀଙ୍କ ସୁନ୍ଦରତା ପଛରେ ଅନେକ ଅଭିନେତା ପାଗଳ ଥିଲେ ହେଲେ ମାଧୁରୀ ଏକ ଏପରି ଅଭିନେତାଙ୍କ ମନ ଦେଇଥିଲେ ଯିଏ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ରୂପେ ପରିଚିତ ।

ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଫେମସ ଅଭିନେତା ସଞ୍ଜୟ ଦତ୍ତ । ଗୋଟେ ସମୟରେ ମାଧୁରୀ ଓ ସଞ୍ଜୟଙ୍କ ଲଭ ଅଫେୟାର ବହୁତ ଚର୍ଚାରେ ରହୁଥିଲା । ତାଙ୍କର ପ୍ରେମ କାହାଣୀର ଚର୍ଚା ଆଜି ମଧ୍ୟ ବଲିଉଡରେ ହେଉଛି । ଏହି ଦୁଇଜଣ ଏକା ସହ ବହୁତ ଫିଲ୍ମରେ କାମ କରିଛନ୍ତି ଓ ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଆଜି ମାଧୁରୀଙ୍କୁ ୫୦ ବର୍ଷ ବୟସ ହୋଇସାରିଛି ହେଲେ ସୁନ୍ଦରତା ମାମଲାରେ ସେ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ସଞ୍ଜୟ ଓ ମାଧୁରୀ ଏକା ସହ ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ୯୦ ଦଶକରେ ଏହି ଦୁଇଜଣ ଅନେକ ଫିଲ୍ମରେ ନଜର ଆସିଛନ୍ତି । ମାଧୁରୀ ଅଭିନେତା ସଞ୍ଜୟଙ୍କୁ ବହୁତ ଅଧିକ ଭଲ ପାଉଥିଲେ ଓ ସେ ତାଙ୍କ ସହ ବିବାହ କରିବା ପାଇଁ ଇଛା କରିଥିଲେ ।

ହେଲେ ସଞ୍ଜୟ ପ୍ରଥମରୁ ବିବାହିତ ହୋଇଥିବାରୁ ଏହି ସମ୍ପର୍କକୁ ଆଗକୁ ବଢାଇ ପାରିଲେ ନାହିଁ । ଏହା ସହିତ ମାଧୁରୀଙ୍କ ପିତା ମଧ୍ୟ ଏହି ଦୁଇଜଣଙ୍କ ବିବାହ ପାଇଁ ରାଜି ନଥିଲେ । ଶେଷରେ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ । ମାଧୁରୀ ଆମେରିକାର ସର୍ଜନ ଶ୍ରୀରାମ ନେନେଙ୍କ ସହ ବିବାହ କରିଛନ୍ତି ଓ ସଞ୍ଜୟ ମାନ୍ୟତା ଦତ୍ତଙ୍କ ସହ ବିବାହ କରିଛନ୍ତି । ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ନିଜର ବୈବାହିକ ଜୀବନ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *