ମାଛ ଖାଉଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା, ନହେଲେ ଭୋଗିବାକୁ ପଡିପାରେ ଭୟଙ୍କର ପରିଣାମ – Health Tips

ବନ୍ଧୁଗଣ ଏହି ଦୁନିଆର ପ୍ରାୟତଃ ଅଧିକାଂଶ ଲୋକ ନିରାମିଷ ଖାଦ୍ୟ ଖାଇଥାନ୍ତି । ନିରାମିଷ ଲୋକମାନେ ମାଛ ଖାଇ ନଥାନ୍ତି ହେଲେ ଯେଉଁ ମାନେ ମାଛ ଖାଇଥାନ୍ତି ସେମାନଙ୍କ ପାଇଁ ଆଜି ଆମେ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ନେଇ ଆସିଛୁ । ବନ୍ଧୁଗଣ ଯେଉଁମାନେ ମାଛ ଖାଇଥାନ୍ତି ସେମାନଙ୍କ କେଶ ମୋଟା କଳା ଓ ଘନ ହୋଇଥାଏ । ଏହା ସହିତ ସେମାନଙ୍କ ଆଖି ମଧ୍ୟ ବହୁତ ସୁନ୍ଦର ହୋଇଥାଏ । ବନ୍ଧୁଗଣ ମାଛ ଖାଇବାକୁ ସବୁ ଲୋକ ପସନ୍ଦ କରିଥାନ୍ତି । ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।

ହେଲେ ବନ୍ଧୁଗଣ ଯେତେବେଳେ ଆପଣ ଘରେ ମାଛ ଖାଉଛନ୍ତି ବା ଖାଇସାରିଛନ୍ତି ତା ହେଲେ ଏହା ପରେ ଆପଣ ଭୁଲ ସେ ମଧ୍ୟ କ୍ଷୀରର ସେବନ କରନ୍ତୁ ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏହାର କାରଣ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ମାଛ ଖାଇବା ପରେ ଆପଣ ମାନଙ୍କୁ କ୍ଷୀରର ସେବନ କରିବା ଅନୁଚିତ ଅଟେ । ଏହା ଦୁଇଟି ଜିନିଷ ଉପରେ ନିର୍ଭର କରିଥାଏ ଯେ ମାଛ ଖାଇବା ପରେ କ୍ଷୀର ପିଇବା ଠିକ ନା ଭୁଲ । ପ୍ରଥମଟି ହେଉଛି ଆୟୁର୍ବେଦ ଏବଂ ଦ୍ଵିତୀୟଟି ହେଉଛି ରୋଗ ପ୍ରତିରୋଧକ କ୍ଷମତା । ଆଜିକାଲି ଖାଇବା ଓ ପିଇବାର ଉପାୟ ବଦଳି ଯାଇଛି ହେଲେ ଆପଣଙ୍କୁ ଏହା ଜାଣିବାକୁ ହେବ ଯେ ମଣିଷର ଶରୀର କେତୋଟି କାମ କରିଥାଏ ଏବଂ କାହିଁକି ମାଛ କ୍ଷୀରର କମ୍ବିନେସନକୁ ମନା କରାଯାଇଛି ।

ଆୟୁର୍ବେଦ ଅନୁସାରେ ମାଛ ଖାଇବା ପୂର୍ବରୁ ବା ପରେ କ୍ଷୀରର ସେବନ କରିବା ଶରୀର ପାଇଁ କ୍ଷତି କାରକ ହୋଇପାରେ । କାରଣ କ୍ଷୀର ଶରୀରକୁ ଥଣ୍ଡା କରିଥାଏ ଓ ମାଛ ଶରୀରକୁ ଗରମ କରିଥାଏ । ଯଦି ଆପଣ ଏହି ଦୁଇଟି ଜିନିଷକୁ ସମାନ ସମୟରେ ସେବନ କରିବେ ତା ହେଲେ ଏଥିରୁ ବାହାରୁ ଥିବା ଊର୍ଜା ଶରୀରକୁ କ୍ଷତି ପହଞ୍ଚାଇ ପାରେ । ଏହି ଦୁଇଟି ଜିନିଷକୁ ଏକା ସହ ସେବନ କରିଲେ ଶରୀରରେ ଆଲର୍ଜି ଆଦି ସମସ୍ଯା ହୋଇଥାଏ ଏବଂ କିଛି ଭୟଙ୍କର ରୋଗ ହେବାର ମଧ୍ୟ ବହୁତ ସମ୍ଭାବନା ରହିଥାଏ ।

ଏହା ଏକ ତ୍ଵଚା ରୋଗ ଅଟେ ଯାହା ଶରୀରର ସମସ୍ତ ଅଙ୍ଗରେ ଧଳା ଦାଗ କରାଇଥାଏ । ଯାହା ସମୟ ସହିତ ବଢିଥାଏ ଏବଂ ଆପଣ ମାନଙ୍କର ସୁନ୍ଦର ଶରୀରକୁ ଅସୁନ୍ଦର କରିଥାଏ । ସେଥିପାଇଁ ଆପଣ କେବେ ହେଲେ ସମାନ ସମୟରେ କ୍ଷୀର ଓ ମାଛ ଉଭୟର ସେବନ କରନ୍ତୁ ନାହିଁ । ମାଛ ଖାଇବାର ୨୪ ଘଣ୍ଟା ପରେ ଆପଣ କ୍ଷୀରର ସେବନ କରିପାରିବେ ।


୨. ମାଛର ସେବନ କରିବା ପରେ ଆପଣ ଦହିର ସେବନ କରନ୍ତୁ ନାହିଁ । କାରଣ ମାଛ ଶରୀରକୁ ଗରମ କରିଥାଏ ଓ ଦହି ଶରୀରକୁ ଥଣ୍ଡା କରିଥାଏ । ଏହି ଦୁଇଟି ଜିନିଷକୁ ଏକା ସହ ସେବନ କରିଲେ ଏହାର ଖରାପ ପ୍ରଭାବ ଆପଣଙ୍କ ଶରୀର ଉପରେ ପଡିଥାଏ । ଯାହା ଫଳରେ ଆପଣଙ୍କ ଶରୀର ଓ ଚେହେରା ନଷ୍ଟ ହୋଇଥାଏ । ଏହା ବ୍ଯତୀତ ଆପଣଙ୍କ ପେଟ ଜନିତ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ମାଛ ଖାଉଛନ୍ତି ତା ହେଲେ ଖାଇବାର ୨୪ ଘଣ୍ଟା ପରେ ଆପଣ କ୍ଷୀର ବା ଦହିର ସେବନ କରନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *