ମାଛ କରିଦେଲା ଗର୍ଭବତୀ ! ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ…

ନମସ୍କାର ବନ୍ଧୁଗଣ ତେବେ ଥାଇଲାଣ୍ଡ ର ଜଣେ ମହିଳା ଦାବି କରିଛି ଯେ ସେ କିଛିମାସ ହେବ ଗର୍ଭାବର୍ତୀ ଅଛନ୍ତି କିନ୍ତୁ ପେଟରେ ଥିବା ପିଲାଟି ମଣିଷର ନୁହେଁ ବରଂ ମାଛର ଥାଇଲାଣ୍ଡ ର ବାସିନ୍ଦା ଫେଂଲିପିନା କ୍ୱିବାର୍ଲି ଏହି ଦାବି କରିଛନ୍ତି ଆଶ୍ଚର୍ଯ୍ୟ ର କଥା ତାଙ୍କ ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ରେ ମଧ୍ୟ ପେଟ ଭିତରେ ଏକ ମାଛ ର ଆକୃତି ବଢ଼ୁଥିବାର ଦେଖା ଯାଇଛି କିଛି ମାସ ଧରି ପେଟ ଯନ୍ତ୍ରଣା ହେବାପରେ ବର୍ତମାନ ତାଙ୍କ ପେଟ ଗର୍ଭବତୀ ମହିଳାଙ୍କ ପରି ବଢ଼ିବାରେ ଲାଗୁଛି । କ୍ୱିବାର୍ଲି ଙ୍କ ବଢ଼ୁଥିବାର ପେଟ କୁ ଦେଖି ତାଙ୍କ ପିତାଙ୍କ ସମେତ ଅନେକ ଲୋକ ତାଙ୍କୁ ସନ୍ଦେହ କରୁଥିଲେ ।

ତେବେ ଯଦି ଓ କ୍ୱିବାର୍ଲି ଙ୍କ ଅନୁଯାୟୀ ତାଙ୍କ କୌଣସି ପ୍ରେମିକ ନାହାନ୍ତି ଅନ୍ୟ ପକ୍ଷରେ କ୍ୱିବାର୍ଲି ଙ୍କ ଜେଜେମା କହିଛନ୍ତି ଯେ ତାଙ୍କ ପିରିଅଡ ସମୟରେ ସମୁଦ୍ରକୁ ଗାଧେଇବାକୁ ଯାଇଥିବାରୁ ତାଙ୍କ ସହ ଏପରି ଘଟିଥିଲା ଏପରି କରିବା ଦ୍ୱାରା ଝିଅଟି ର ଶରୀର ଭିତରକୁ କୌଣସି ବାହାର ପଦାର୍ଥର ଯିବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ କ୍ୱିବାର୍ଲି ଙ୍କ ଜେଜେ ମା ଙ୍କ ଅନୁସାରେ ତାଙ୍କ ନାତୁଣୀ ଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି ।

ତେବେ ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ ଝିଅଟିର ଗର୍ଭରେ ମାଛ ବଢ଼ୁଥିବାର ସମ୍ଭାବନା ସେତେବେଳେ ବଢି ଯାଇଥିଲା ଯେତେବେଳେ କ୍ୱିବାର୍ଲି ଙ୍କର ଅଲ୍ଟ୍ରାସାଉଣ୍ଡ କରାଯାଇଥିଲା | ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ରେ ଝିଅଟିର ପେଟରେ ଏକ ମାଛ ବଢୁଥିବା ଦେଖାଯାଇଥିଲା ଏହି ଅଦ୍ଭୁତ ଘଟଣା ଦେଖି ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |


ଡାକ୍ତର ମାନେ କହିଛନ୍ତି ଯେ ସେ ପୂର୍ବରୁ କେବେ ଏପରି ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଦେଖି ନଥିଲେ କ୍ୱିବାର୍ଲି ଙ୍କ ପେଟରେ ଏକ ମାଛ ରୁପ ପଦାର୍ଥ ରହିଥିଲା । ତାର ମୁହଁ ଏବଂ ଆଖି ମଧ୍ୟ ମାଛ ପରିଥିଲା ଏହା ମାଛ ନୁହେଁ ଅନ୍ୟକିଛି ଥିଲା ତେବେ ପରେ ଡାକ୍ତର ମାନେ ଏହାର ପୃଷ୍ଠି କରିଥିଲେ ଯେ ଝିଅଟିର ପେଟରେ ମାଛ ନୁହେଁ ବରଂ ଏକ ଓଭାରିନ ଶିଷ୍ଟ ଅଛି ଏହି ଶିଷ୍ଟ ବହୁତ ଦୂତ ଗତିରେ ବଢୁଛି ଏହି କାରଣରୁ ତାଙ୍କ ପେଟ ମଧ୍ୟ ଗର୍ଭବତୀ ମହିଳା ଙ୍କ ପରି ବଢି ଚାଲିଛି ।

ତେବେ ଏପରି ପରିସ୍ଥିତି ଜେନେଟିକ ଏବଂ ଆଖ ପାଖ ପରିସ୍ଥିତି ଉପରେ ନିର୍ଭର କରେ ଡାକ୍ତର ମାନେ ଏହା ମଧ୍ୟ କହିଛନ୍ତି ଯେ ମଣିଷ କେବେବି ମାଛ ଶିଶୁ ମାନଙ୍କୁ ପେଟରେ ରଖିପାରିବେ ନାହିଁ ମଣିଷ ଶରୀର ଭିତରେ ମାଛ ବଂଚିବା ଭଳି ନାଚୁରାଲ ସିଷ୍ଟମ ନାହିଁ ଡିମ୍ବାଣୁ ପର୍ଯ୍ୟନ୍ତ ମାଛର ଶିଶୁ ପହଂଚିବା ସମ୍ଭବ ନୁହେଁ ।


କାରଣ ଫେଲୋପିନ ଟ୍ୟୁବ ଦେଇ ଏହା ପ୍ରବେଶ କରିପାରିବ ନାହିଁ କ୍ୱିବାର୍ଲି ଙ୍କୁ ଏଥିପାଇଁ ଏକ ଅସ୍ତ୍ର ପ୍ରଚାର ଆବଶ୍ୟକ ସ୍ଥାନୀୟ ଡାକ୍ତର ଖାନା ତାଙ୍କ ପାଇଁ ମାଗଣାରେ ଅସ୍ତ୍ରପ୍ରଚାର କରିବ ତଥାପି ତାଙ୍କୁ ଅନ୍ୟ ଚିକିତ୍ସା ଖର୍ଚ୍ଚ ପରୀକ୍ଷା ଏବଂ ଔଷଧ ପାଇଁ ଅଧିକ ଅର୍ଥ ଆବଶ୍ୟକ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *