ମାଟି ସୁରେଇରେ ପାଣି ପିଇବା ହୋଇଥାଏ ଅମୃତ ସମାନ, ମିଳିଥାଏ ଏହି ଚମତ୍କାରୀ ଫାଇଦା, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଯଦି ଆମେ ପୁରୁଣା ଯୁଗ ବିଷୟରେ କଥା ହେବା ତେବେ ଆଗକାଳେ ଲୋକଙ୍କ ଘରେ ଫ୍ରିଜ ନଥିଲା । ତେବେ ଗରମରେ ନିଜ ଶୋଷ ମିଟେଇବା ପାଇଁ ସମସ୍ତେ ମାଠିଆ ପାଣିର ସେବନ କରୁଥିଲେ । କିନ୍ତୁ ଆଜିର ଯୁଗରେ ଯେଉଁଠି ଲୋକଙ୍କ ଘରେ ଫ୍ରିଜ ଆସି ସାରିଲାନି ଓ ଏଥିପାଇଁ ବହୁତ ଲୋକ ମାଠିଆରେ ପାଣି ପିଇବା ବନ୍ଦ କରି ସାରିଲେଣି । ମାଠିଆ ପାଣି ସ୍ଵାସ୍ଥ୍ୟ ପାଇଁ ବହୁତ ହିଁ ଲାଭବାନ ହୋଇଥାଏ । ଆମେ ଆପଣଙ୍କୁ ଏମିତି କିଛି ଲାଭ ବିଷୟରେ କହିବାକୁ ଯାଉଛୁ ।

ଫ୍ରିଜର ପାଣି ବହୁତ ଥଣ୍ଡା ହେବା କାରଣରୁ ଗଳାକୁ ବହୁତ କ୍ଷତି ପହଞ୍ଚାଇ ପାରେ ଓ ସେଇଠି ମାଠିଆର ପାଣି ଗଳା ପାଇଁ ବହୁତ ଭଲ ହୋଇଥାଏ ।

ମାଠିଆ ପାଣିରେ ମାଟିର ଖାରିଆ ଅଂଶ ଭରପୁର ଥାଏ , ଖାରିଆ ପାଣି ଆମ୍ଲତା ସହିତ ପ୍ରଭାବିତ ହୋଇ, ଉଚିତ ପିଏଚ ସନ୍ତୁଳନ ପ୍ରଦାନ କରିଥାଏ । ଏହି ପାଣିକୁ ପିଇଲେ ଏସିଡିଟି ହୋଇ ନଥାଏ ଓ ପେଟ ଦରଜରୁ ମୁକ୍ତି ମିଳିଥାଏ ।

ଗର୍ଭବତୀ ମହିଳା ମାନଙ୍କୁ ଫ୍ରିଜର ପାଣି ଛାଡି ମାଠିଆ ର ପାଣି ପିଇବା ଦରକାର , ଏଥିରେ ଥିବା ପାଣି ନା କେବଳ ତାଙ୍କ ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ବରଂ ଏହି ପାଣି ପିଇବାକୁ ମଧ୍ୟ ଭଲ ଲାଗିଥାଏ ।

ଗରମରେ ଲୋକ ଫ୍ରିଜର ପାଣି ବା ବରଫର ପାଣି ବହୁତ ପିଅନ୍ତି ,କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ । ମାଠିଆ ର ପାଣି ବହୁତ ଅଧିକ ଥଣ୍ଡା ନ ହେବାରୁ ବାତ ସାମସ୍ୟା ବଢ଼ି ନଥାଏ ,ଏହାର ପାଣି ଶାନ୍ତି ମଧ୍ୟ ଦେଇଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *