ଦେଖନ୍ତୁ କେମିତି ନିଜ ମା’ର ଜୀବନ ବଞ୍ଚେଇ ଦେଲା 2 ବର୍ଷର ଛୁଆ, ପୁରା ଘଟଣା ଜାଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ ଭାଇରାଲ ଭିଡିଓ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏହି ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପା-ଲ-ଟୁ-ଛି । ଏହି ସବୁ ଘ-ଟ-ଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଆପଣ ମାନେ ସମସ୍ତେ ଏହି ସବୁ ଘ-ଟ-ଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଛୁଆ ମାନଙ୍କୁ ଭଗବାନଙ୍କ ସ୍ୱରୂପ ମନା ଯାଇଥାଏ । କାରଣ ଛୁଆ ମାନଙ୍କ ମନରେ ହିଂ-ସା, ବା-ଦ ଓ ଅ-ହଂ-କା-ର ଆଦି କୌଣସି ମନଭାବ ନଥାଏ । ସେମାନଙ୍କ ମନ ସ୍ଵଚ୍ଛ ଓ ନିର୍ମଳ ହୋଇଥାଏ ।

ଗୋଟେ ୨ ବର୍ଷର ଝିଅକୁ ନେଇ ସୋସିଆଲ ମିଡିଆରେ ଏକ ଏପରି ଘ-ଟ-ଣା ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋ-ସ ଉଡିଯିବ । ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଘ-ଟ-ଣା-ଟି ବହୁତ ଚର୍ଚାରେ ଅଛି । ଏହି ଘ-ଟ-ଣା-ଟି ହେଉଛି ୟୁପି ମୁରାଦାବାଦ ଷ୍ଟେସନର । ଏହି ସ୍ଥାନରେ ଏକ ୨ ବର୍ଷର ଛୁଆର ମା ଷ୍ଟେସନରେ ମୂ-ର୍ଛା ହୋଇ ପ-ଡି ଯାଇଥିଲେ । ସେହି ସମୟରେ ତାଙ୍କ ଦୁଇ ବର୍ଷର ଛୁଆ ଏଣେତେଣେ ବୁଲି ଶେଷରେ ଆରପିଏଫ କର୍ମଚାରୀ ମାନଙ୍କୁ ସହାୟତା ପାଇଁ ଡାକି ଥିଲା ।

ଝିଅର ଈଶାରାରେ ସାହାର୍ଯ୍ୟ କରିବାକୁ ଆସିଯାଇଥିଲେ ଆରପିଏଫ କର୍ମଚାରୀ । ଏହାପରେ ଆରପିଏଫ କର୍ମଚାରୀ ମହିଳାଙ୍କ ମୁହଁ ଉପରେ ପାଣି ଛିଞ୍ଚି ହୋସକୁ ଆଣିଥିଲେ । ଛୋଟ ଝିଅର ବୁଦ୍ଧି ପାଇଁ ମା ସହ ତାର ସାନ ଭଉଣୀ ବଞ୍ଚି ଯାଇଛନ୍ତି । ବର୍ତ୍ତମାନ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବନ୍ଧୁଗଣ ଦୁଇ ବର୍ଷ ଝିଅର ଏହିପରି ବୁଦ୍ଧିକୁ ଦେଖି ସମସ୍ତ ଲୋକ ତାର ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଘ-ଟ-ଣା-ଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ସମସ୍ତ ସ୍ଥାନରେ ଚର୍ଚାରେ ମଧ୍ୟ ରହିଛି । ଲୋକମାନେ ଏହି ଘ-ଟ-ଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବା ସହ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି ।

ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଲା ତା ହେଲେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published.