ଋଷ ଯବାନଙ୍କ ମା’ଙ୍କୁ ଶେଷ ମେସେଜ, ଲାଖିଲେ “ମାଆ ମତେ ଭାରି ଭୟ ଲାଗୁଛି, ବୋମାର ଟାର୍ଗେଟରେ..’ ଶୁଣିଲେ ଆପଣଙ୍କ ଆଖି ବି ଭିଜିବ…

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି କହୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ୟୁକ୍ରେନର ସାଧାରଣ ନାଗରିକ । କାହା ଉପରେ କେତେବେଳେ ମୃତ୍ୟୁର ମିଜାଇଲ ଖସି ପଡିବ କିଛି ଜଣା ନାହିଁ । ବନ୍ଧୁଗଣ ବର୍ତ୍ତମାନ ଋଷିଆର ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଋଷିଆର ଜଣେ ସୈନ୍ୟ ନିଜ ମାଙ୍କୁ ଏକ ମେସେଜ୍ କରିଛନ୍ତି । ସେହି ମେସେଜ୍ ରେ ସେ ଲେଖିଛନ୍ତି-‘ମାଆ ମୁଁ ଏବେ ୟୁକ୍ରେନରେ ଅଛି’ ।

ଆଗକୁ ସେ ଲେଖିଛନ୍ତି-‘ଏଠାରେ ଘମାଘୋଟ ଯୁଦ୍ଧ ଚାଲିଛି, ମୋତେ ଭାରି ଭୟ ଲାଗୁଛି । ପ୍ରତି ଘଣ୍ଟାରେ ୟୁକ୍ରେନ ସୈନ୍ୟ ଓ ଲୋକଙ୍କ ଉପରେ ଆମେ ବୋମା ମାଡ କରୁଛୁ । ବୋମାର ଟାର୍ଗେଟରେ ଅନେକ ଲୋକଙ୍କୁ ପ୍ରାଣ ହରାଇବାକୁ ପଡୁଛି । ଆମକୁ ଭାରି କଷ୍ଟ ଲାଗୁଛି କିନ୍ତୁ ଉପାୟଶୂନ୍ୟ । କଣ କରିବି କେମିତି କରିବି ? କିଛି ମୁଣ୍ଡରେ ପଶୁନି । ଯୁଆଡେ ଦେଖୁଛି ଆଖି ସାମ୍ନାରେ ଖାଲି ବୋମା ଫୁଟୁଛି’ ।

ମୃତ୍ୟୁ ପୂର୍ବରୁ ନିଜ ମାଙ୍କୁ ଏହି ଏମିତି ଚିଠି ଲେଖି ପ୍ରାଣ ହରାଇଛନ୍ତି ରୁସ ସୈନ୍ୟ । ୟୁକ୍ରେନ ଋଷିଆ ଯୁଦ୍ଧ ଉପରେ ମିଳିତ ଜାତିସଂଘ ସାଧାରଣ ସଭାର ଏକ ଜରୁରୀ କାଳୀନ ଅଧିବେଶନରେ ୟୁକ୍ରେନର ରାଷ୍ଟ୍ରଦୂତ ଏହି ଋଷ ସୈନ୍ୟଙ୍କ ଚିଠି ଦେଖାଇ ଥିଲେ । ମା ଚିଠିର ଉତ୍ତର ମାଗିଥିବା ବେଳେ ମୁ ଫାଶୀ ଦେଇ ମାରିବାକୁ ଚାହୁଁଛି ବୋଲି କହିଥିଲେ ଋଷ ଯବାନ । ଏହି ଖବରଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *