‘ପିଲାଙ୍କୁ ବୁଝେଇ ସୁଜେଇ ଗେହ୍ଲା କରି କହିଲେ ଯାଇ ସିନା…’ ମା’ର ମାଡକୁ ଡରି ପିଲାଟି ଯାହା କହୁଛି ଶୁଣିଲେ ଆପଣ ବି କାବା ହେବେ…ଦେଖନ୍ତୁ ଏହି ଭାଇରାଲ video

“ଛୁଆ ଙ୍କୁ ଏମିତି ରାଗିକି କହିଲେ ହେବ ନାହିଁ । ତାଙ୍କୁ ବୁଝେଇ ସୁଝେଇ ଗେହ୍ଲା କରି କହିଲେ ସିନା ହେବ । ସେ ତୁମ କଥା ମାନିବେ ଓ ପାଠ ପଢ଼ିବେ । ” ତେବେ ଆପଣ ମାନେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏହି ଭିଡିଓ ଟି କୁ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଏହା ଦେଖି ଆପଣ ଜାଣି ପାରୁଥିବେ ଯେ, ସେହି କୁନି ପିଲା ଟି ର କି ବିଚକ୍ଷଣ ବୁଦ୍ଧି । ଯେଉଁ କଥା କୁ ବଡ଼ ବଡ଼ ଲୋକମାନେ କୁହନ୍ତି ସେହି କଥାକୁ ଏହି କୁନି ପିଲାଟି ତା’ ପାଟିରେ ଖନାଇ ଖନାଇ କହୁଛି ।

ଯଦି କୁନି ଛୁଆ ଟି ଏଭଳି କହିବ ତାହା ତ ଶୁଣିବାକୁ ନିଶ୍ଚିତ ଭାବରେ ଭଲ ବି ଲାଗିବ । କିନ୍ତୁ ହସି ହସି ପେଟ ଦରଜ ହୋଇଯିବ । ଏହି ଭିଡିଓ ଟି ରେ ପିଲା ଟି ପାଠ ପଢ଼ିବାକୁ ଅରାଜି ହେଉଛି । ଆଉ ଯାହାକୁ ତାଙ୍କ ମାଆ ରାଗିକି କହୁଛନ୍ତି ସେତେବେଳେ ପିଲାଟି ଅନୁଭବ କରୁଛି ଯଦି ସେ ପାଠ ନ ପଢ଼ିବ ତେବେ ତା’ ମାଆ ତାକୁ ମାରିବେ ସେତେବେଳେ ସେ ଏମିତି କିଛି କହୁଛି ଯାହାକୁ ଶୁଣି ସାରିବା ପରେ ମାଆ ମାରିବା ପରିବର୍ତ୍ତେ ତାଙ୍କର ହସିହସି ପେଟ ଦରଜ ହୋଇ ଯାଇଥିବ ନିଶ୍ଚିତ ।

ତେବେ ଏହି ଭିଡିଓ ଟି କେଉଁଠିକାର ଏବଂ କେବେକାର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । କିନ୍ତୁ ସୋସିଆଲ ମିଡିଆ ରେ ଏହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଗୋଟିଏ ମୋବାଇଲ ରୁ ଆଉ ଗୋଟିଏ ମୋବାଇଲ କୁ ଘୁରି ବୁଲୁଛି । ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି ଏହି ଭିଡିଓ ଟି କୁ ।

ଏହି ଭିଡିଓ ରେ କୁନି ପିଲା ଟି ର କଥା ଶୁଣିବାକୁ ବହୁତ ମଜା ଲାଗୁଛି । ଏତେ କମ ବୟସ ରେ ଏଭଳି କଥା ଖନେଇ ଖନେଇ କହୁଛି କୁନି ପିଲା ଟି । ଏହି ଭିଡିଓ ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ।

ଏଥିରେ ଲକ୍ଷ ଲକ୍ଷ ଦର୍ଶକ ଙ୍କ ଭିୟୁ ଯାଇଛି ଏବଂ ଦର୍ଶକ ମାନେ ଏହି ଭିଡିଓ ଦେଖି ଖୁବ ଆନନ୍ଦିତ ହୋଇଛନ୍ତି ଏବଂ ନିଜର ମନ୍ତବ୍ୟ କୁ କମେଣ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ତେବେ ଆପଣ ମାନେ ବି ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା କୁନି ପିଲା ଟି ର ଏହି ଭିଡିଓ କୁ ନିଶ୍ଚିତ ଭାବରେ ଦେଖିଥିବେ । ଆପଣ ମାନଙ୍କୁ ଏହି ଭିଡିଓ ଟି କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *