Interesting Gk Questions – ମା’ ଠାରୁ ଜନ୍ମ ହୁଏ, ମା’ କୁ ଦେଖିଲେ ମରିଯାଏ ? କିନ୍ତୁ ତାହା ଲୁଣ ନୁହେଁ …

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆପଣ କେତେକ ଏମିତି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣିବା ପାଇଁ ସରଳ ଲାଗିଥାଏ କିନ୍ତୁ ତାହାର ଉତ୍ତର ଦେବା ଗୋଟେ ତରଫରୁ କଠିନ ହୋଇ ଯାଇଥାଏ । ଆଜି ଆମେ କଥା ହେବା କିଛି ଆହୁରି ନୂଆ ପ୍ରଶ୍ନର ଉତ୍ତର ଯାହା IAS ଇଣ୍ଟର୍ଭିଉରେ ପଚରା ଯାଉଛି । ଏହି ପ୍ରଶ୍ନ ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଯଦି ଆପଣ ନିଜ ବୁଦ୍ଧିକୁ ପରୀକ୍ଷା କରିବାକୁ ଚାହାନ୍ତି ତେବେ ଆପଣ ଆମକୁ ଏହି ପ୍ରଶ୍ନର ଉତ୍ତର କମେଣ୍ଟ ମାଧ୍ୟମରେ ଦେଇ ପାରିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଏହି ଖେଳ ।

ପ୍ରଶ୍ନ – ୧
କେଉଁ ଜୀବର ଦାନ୍ତ ସବୁବେଳେ ବଢିଥାଏ ?

ଉତ୍ତର – ଠେକୁଆ ଓ ମୂଷା

ପ୍ରଶ୍ନ – 2

ଭାରତର ସେକ୍ସପିୟର କାହାକୁ କୁହାଯାଏ ?

ଉତ୍ତର – କାଳି ଦାସ

ପ୍ରଶ୍ନ – ୩

କେଉଁ ଦେଶରେ ସୂର୍ଯ୍ୟ ପ୍ରଥମେ ଅସ୍ତ ହୋଇଥାନ୍ତି ?

ଉତ୍ତର – ନ୍ୟୁଜିଲ୍ୟାଣ୍ଡ

ପ୍ରଶ୍ନ – ୪

ତମ୍ବାର ଦେଶ କାହାକୁ କୁହାଯାଏ ?

ଉତ୍ତର – ଜାଁବିୟା

ପ୍ରଶ୍ନ – ୫

କଳା ଗୋଲାପ କେଉଁଠି ମିଳିଥାଏ ?

ଉତ୍ତର – ତୁର୍କୀ

ପ୍ରଶ୍ନ – ୬

କେଉଁ ପଶୁ କେବଳ ଭାରତରେ ହିଁ ଦେଖାଯାଏ ?

ଉତ୍ତର – ଘଡିୟାଲ କୁମ୍ଭୀର

ପ୍ରଶ୍ନ – ୭

କଞ୍ଚନଜଙ୍ଗା ରାଷ୍ଟ୍ରୀୟ ପାର୍କ କେଉଁଠି ଅବସ୍ଥିତ ?

ଉତ୍ତର – ସିକ୍କିମ

ପ୍ରଶ୍ନ – ୮

ଗରିବ ର ଗାଈ କାହାକୁ କୁହାଯାଏ ?

ଉତ୍ତର – ଛେଳି

ପ୍ରଶ୍ନ – ୯

ବିଶ୍ଵର ସବୁଠୁ ବଡ ଦ୍ଵିପ କଣ ଅଟେ ?

ଉତ୍ତର – ଗ୍ରୀନଲ୍ୟାଣ୍ଡ

ପ୍ରଶ୍ନ – ୧୦

ସବୁଠୁ ପୁରୁଣା ଧର୍ମ କଣ ଅଟେ ?

ଉତ୍ତର – ସନାତନ ଧର୍ମ

ପ୍ରଶ୍ନ – ୧୧

ବିଶ୍ଵର ସବୁଠୁ ଗରିବ ଦେଶ କିଏ ଅଟେ ?

ଉତ୍ତର – ଭୁଟାନ

ପ୍ରଶ୍ନ – ୧୨

କେଉଁ ଦେଶରେ ଗୋଟିଏ ବି ବ୍ଯାଙ୍କ ନାହିଁ ?

ଉତ୍ତର – ସୀଲ୍ୟାଣ୍ଡ

ପ୍ରଶ୍ନ – ୧୩

ପୃଥିବୀରେ ପ୍ରଥମେ ଖବର କାଗଜ କେଉଁ ଦେଶରେ ପ୍ରକାଶିତ ହୋଇଥିଲା ?

ଉତ୍ତର – ଚୀନ

ପ୍ରଶ୍ନ – ୧୪

ଫଳର ରାଣୀ କେଉଁ ଫଳକୁ କୁହାଯାଏ ?

ଉତ୍ତର – ଲିଚି

ପ୍ରଶ୍ନ – ୧୫

ମା’ ଠାରୁ ଜନ୍ମ ହୁଏ, ମା’ କୁ ଦେଖିଲେ ମରିଯାଏ ?

ଉତ୍ତର – ଛାଇ (ଯିଏ କି ଆଲୋକ ଠାରୁ ଜନ୍ମ ହୁଏ ଓ ଆଲୋକ ପଡିଲେ ମରିଯାଏ )

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *