ଲୋକପ୍ରିୟ Ollywood ସିଙ୍ଗର Namita Agrawal ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସିଙ୍ଗର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଡିଆ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ନମୀତା ଅଗ୍ରୱାଲ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନମୀତାଙ୍କ ଅନେକ ସୁପର ହିଟ ଗୀତ ନିଶ୍ଚୟ ଶୁଣିଥିବେ ।

ନମୀତା ନିଜ କାରିୟରରେ ଅଧିକାଂଶ ଭଜନ ଗାଇଛନ୍ତି । ତାଙ୍କ କଣ୍ଠ ଓ ସ୍ଵରକୁ ଲୋକମାନେ ବେସ ଅଧିକ ପସନ୍ଦ ମଧ୍ୟ କରନ୍ତୁ । ନମୀତା ଜଣେ ଲୋକପ୍ରିୟ ସିଙ୍ଗର ହେବା ସହିତ ଜଣେ ପ୍ରଡ୍ୟୁସର ବି ଅଟନ୍ତି । ନମୀତା ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନମୀତା ଅଗ୍ରୱାଲଙ୍କ ଲାଇଫ ଷ୍ଟାଇଲ ବିଷୟରେ କହିବାକୁ ଯାଉଛୁ ଓ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ନମୀତାଙ୍କ ପ୍ରକୃତ ନାମ ହେଉଛି ନମୀତା ଦାସ । ସେ ୧୯୬୯ ମସିହା ଫେବୃୟାରି ୧ ତାରିଖରେ କଟକ ଓଡିଶାରେ ଜନ୍ମ ଗ୍ରହଣ କରିଥିଲେ । ନମୀତାଙ୍କ ଉଚ୍ଚତା ହେଉଛି ୫ ଫୁଟ ୫ ଇଞ୍ଚ ଓ ତାଙ୍କ ଓଜନ ହେଉଛି ୫୮ କିଲୋ । ବନ୍ଧୁଗଣ ନମୀତା ଗ୍ରାଜୁଏସନ ଶେଷ କରିବା ପରେ ଓଡିଆ ଇଣ୍ଡଷ୍ଟ୍ରିକୁ ପାଦ ଦେଇଥିଲେ ।

ତେବେ ନମୀତା ନିଜ କାରିୟରର ଆରମ୍ଭ ୧୯୯୨ ମସିହାରେ ‘ଅଝଟିଆ କାଳିଆ’ ଗୀତରୁ କରିଥିଲେ । ଏହି ଗୀତ ପରେ ସେ ଅନେକ ସୁପର ହିଟ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ତେବେ ନମୀତା ୧୯୯୨ ମସିହାରେ ସୀତାରାମ ଅଗ୍ରୱାଲଙ୍କ ସହ ବିବାହ କରିଥିଲେ । ସୀତାରାମ ଜଣେ ପ୍ରଡ୍ୟୁସର ଅଟନ୍ତି ନମୀତା ଓ ସୀତାରାମଙ୍କର ଦୁଇଟି ପୁଅ ଅଛନ୍ତି ଯାହାଙ୍କ ନାମ ହେଉଛି ସାର୍ଥକ ଅଗ୍ରୱାଲ ଏବଂ ସିଦ୍ଧାର୍ଥ ଅଗ୍ରୱାଲ ।

ନମୀତାଙ୍କର ଫେବରେଟ ରଙ୍ଗ ହେଉଛି କଳା । ସେ ନିରାମିଷ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି ଓ ତାଙ୍କର ଫେବରେଟ ହିରୋ ହେଉଛନ୍ତି ଅମିତାବ ବଚ୍ଚନ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ସିଙ୍ଗର ନମୀତା ଅଗ୍ରୱାଲ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *