Bollywood ର ଏହି 4 ଜଣ Actress ଫେମସ ହେବା ମାତ୍ରେ ପ୍ଲାଷ୍ଟିକ ସର୍ଜରୀ କରି ବଦଳାଇ ଦେଲେ ନିଜ ଚେହେରା, 3 ହିରୋଇନଙ୍କୁ ତ ଏଥିପାଇଁ ବହୁତ କିଛି ଶୁଣିବାକୁ ପଡିଥିଲା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ପୂର୍ବରୁ ବଲିଉଡରେ ଅଭିନେତ୍ରୀ ମାନଙ୍କର ଅଭିନୟକୁ ଅଧିକ ଗୁରୁତ୍ଵ ଦିଆ ଯାଉଥିଲା । ହେଲେ ବର୍ତ୍ତମାନ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଅଭିନେତ୍ରୀ ମାନଙ୍କ ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦେଉଛନ୍ତି, ଯାହାଫଳରେ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ପାଇଁ ବହୁତ କିଛି ଉପାୟ କରୁଛନ୍ତି । ସାଧାରଣତଃ ଅଧିକାଂଶ ଅଭିନେତ୍ରୀ ସୁନ୍ଦର ହେବା ପାଇଁ ପ୍ଲାଷ୍ଟିକ ସର୍ଜରୀର ସାହାରା ନେଇଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସୂନ୍ଦାର୍ଟ ହେବା ପାଇଁ ପ୍ଲାଷ୍ଟିକ ସର୍ଜରୀର ସାହାରା ନେଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥାମ ସ୍ଥାନରେ ଅଛନ୍ତି ଅନୁସ୍କା ଶର୍ମା । ଫିଲ୍ମ ‘ରବ ନେ ବନା ଦି ଯୋଡି’ରୁ ନିଜର ଡେବ୍ୟୁ କରିଥିବା ଅଭିନେତ୍ରୀ ଅନୁସ୍କା ଶର୍ମା ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେବା ପରେ ଅନୁସ୍କା ନିଜର ଲିପ୍ସ ସର୍ଜରୀ କରିଥିଲେ । ସେହି ସମୟରେ ଅନୁସ୍କା ନିଜର ଲିପ୍ସ ପାଇଁ ବହୁତ ଟ୍ରୋଲିଙ୍ଗର ଶିକାର ମଧ୍ୟ ହୋଇଛନ୍ତି । ହେଲେ ବର୍ତ୍ତମାନ ତାଙ୍କ ଲିପ୍ସ ବହୁତ ସୁନ୍ଦର ନଜର ଆସୁଛି ।


ଶ୍ରୀଦେବୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ଶ୍ରୀଦେବୀ । ଗୋଟେ ସମୟରେ ଶ୍ରୀଦେବୀ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଥିଲେ । ସେ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ବନ୍ଧୁଗଣ ଗୋଟେ ସମୟରେ ଶ୍ରୀଦେବୀ ନିଜ ନାକର ସର୍ଜରୀ କରେଇଥିଲେ । ସେହି ସମୟରେ ଶ୍ରୀଦେବୀ ନିଜ ସର୍ଜରୀ ପାଇଁ ବହୁତ ଚର୍ଚାରେ ରହୁଥିଲେ କାରଣ ତାଙ୍କ ଲୁକ୍ସ ବହୁତ ମାତ୍ରାରେ ବଦଳି ଯାଇଥିଲା ।


ଆଈଶା ଟାକିଆ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଆଈଶା ଟାକିଆ । ଆଈଶା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଗୋଟେ ସମୟ ଏପରି ଥିଲା ଯେବେ ଆଈଶା ନିଜର ଲିପ୍ସ ସର୍ଜରୀ କରି ବହୁତ ଚର୍ଚାରେ ରହିଥିଲେ । ଲିପ୍ସ ସର୍ଜରୀ ହେତୁ ଆଈଶାଙ୍କ ଓଠ ବହୁତ ମାତ୍ରାରେ ଫୁଲି ଯାଇଥିଲା ଯାହାଫଳରେ ତାଙ୍କୁ ବହୁତ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଥିଲା ।

କରିସ୍ମା କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ କରିସ୍ମା କପୁର । ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, କରିସ୍ମା ନିଜ ନାକର ସର୍ଜରୀ କରିଥିଲେ ଓ ନାକ ସର୍ଜରୀ ପାଇଁ ସେ ପୂର୍ବ ଅପେକ୍ଷା ବହୁତ ଅଧିକ ସୁନ୍ଦର ମଧ୍ୟ ନଜର ଆସୁଛନ୍ତି  ।ଆଜି ମଧ୍ୟ ସେ ଦୁଇଟି ଛୁଆଙ୍କ ମା ହୋଇ ବହୁତ ସୁନ୍ଦର ନଜର ଆସୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *