ଲକ୍ଷପତି ଭିକାରୁଣୀ ! ଘରୁ ମିଳିଲା ଏତ ଟଙ୍କା କି….ଗଣି ଗଣି ସମସ୍ତେ ହାଲିଆ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ, ଟଙ୍କା ଗଣି ଗଣି ସମସ୍ତେ ହାଲିଆ ହୋଇଗଲେ, ଏମିତି ଏକ ଭିକାରୁଣୀ ପାଖରୁ ବାହାରିଲା ପୁଳା ପୁଳା ଟଙ୍କା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଏହି ମହିଳା ଜଣଙ୍କ ଭିକ ମାଗି ମାଗି ନିଜ ପେଟ ପୋଷୁଥିଲେ । ମାତ୍ର ତାଙ୍କ ପାଖରେ ପୁଳା ପୁଳା ଟଙ୍କା ଦେଖି ସମସ୍ତେ ଚକିତ ରହିଗଲେ । ତାଙ୍କ ମୃତ୍ୟୁ ପରେ ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା । ଆଜି ଆମ୍ଭେ ଆପଣଙ୍କୁ ଏକ ଲକ୍ଷପତି ଭିକାରୁଣୀ ଙ୍କ କଥା କହିବାକୁ ଯାଉଅଛୁ ।

ଏହି ଭିକାରୁଣୀ ପଶ୍ଚିମବଙ୍ଗ ଦିନସପୁର ଅଞ୍ଚଳ ର ଜଣେ ଭିକାରୁଣୀ ଙ୍କ ଘରୁ ମିଳିଲା ଲକ୍ଷାଧିକ ଟଙ୍କା । ମହିଳା ଭିକାରୁଣୀ ଙ୍କ ନାମ “କନିକା ମହନ୍ତ” । ଏବଂ ତାଙ୍କ ବୟସ ୪୦ ବର୍ଷ । କନିକା ଇସଲାମପୁର ଅଞ୍ଚଳରେ ଭିକ୍ଷାବୃତି କରୁଥିବା ସମୟରେ କିଛି ଦିନ ତଳେ ତାଙ୍କ ର ମୃତ୍ୟୁ ହୋଇଥିଲା ।

ତାଙ୍କ ମୃତ୍ୟୁ ପରେ ସେ ରଖିଥିବା ଟଙ୍କା କୁ ଦେଖି ସମସ୍ତେ ଆବାକାବା । କନିକା ତାଙ୍କ ମା’ ଏବଂ ସାଥି ଭିକାରି ଙ୍କ ସହିତ ରହୁଥିଲେ । କନିକା ଙ୍କ ମୃତ୍ୟୁ ପରେ ପଡୋଶୀ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ । ତାଙ୍କ ମା’ଙ୍କ ନିର୍ଦ୍ଧେଶ କ୍ରମେ ଯେତେବେଳେ ତାଙ୍କ ରୁମ ର ତଲାସି ନିଆଯାଇଥିଲା ସେତେବେଳେ ସମସ୍ତେ ଚକିତ ହୋଇଯାଇଥିଲେ । କାରଣ ତାଙ୍କର ଏକ ବ୍ୟାଗ, ଟ୍ରଙ୍କ ରେ କଏନ ଏବଂ ନୋଟ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା ।

ଏହାକୁ ଦେଖି ତାଙ୍କ ମା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ପୋଲିସ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ଏବଂ କନିକା ରହିଥିବା ଘରକୁ ଯାଇ ଯାଞ୍ଚ କରିଥିଲା ତାଙ୍କ ପାଖରେ ଅଧିକାଂଶ ୫ ଟଙ୍କିଆ କଏନ, ୧୦ ଟଙ୍କିଆ କଏନ ଏବଂ ୨୦ ଟଙ୍କିଆ ନୋଟ ରହିଛି । ଯାହାକୁ ଗଣିବା ପରେ ତାହା ୧ ଲକ୍ଷ ୭ ହଜାର ହୋଇଥିଲା ।

ମାତ୍ର ସ୍ଥାନୀୟ ନିର୍ବାଚନ କୁ ଦ୍ରୁଷ୍ଟି ରେ ରଖି ଟଙ୍କା ଗଣାକୁ ସ୍ଥଗିତ ରଖାଯାଇଅଛି । ମାତ୍ର ୨ ଦିନ ପରେ ଏହା ପୁନର୍ବାର ଗଣାଯିବ ବୋଲି ଜଣାପଡିଛି । ତେବେ ଏହି ଟଙ୍କା କୁ କନିକା ଙ୍କ ଭାଇ ତାଙ୍କ କ୍ରିୟାକର୍ମ ରେ ଖର୍ଚ୍ଚ କରିବେ ଏବଂ ଅବଶିଷ୍ଟ ଟଙ୍କା କୁ ତାଙ୍କ ମା’ ଙ୍କ ନାମରେ ରଖିବେ ବୋଲି କହିଛନ୍ତି । ତେବେ ଏହି ବିବରଣୀ ଙ୍କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *