Lingaraj ମନ୍ଦିର ପାଚେରି ଆଗରେ ଠିଆ ହୋଇ ଏହି Police କର୍ମଚାରୀ ଜଣକ କଲେ ଏମିତି କାଣ୍ଡ, ଭାଇରାଲ ହେଲା Video

ବନ୍ଧୁଗଣ ଆଜି କାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛି । ଏହି ସବୁ ଘଟଣାର ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ମଧ୍ୟ ହେଉଛି । ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ଘଟଣା ଆପଣ ମାନେ ପ୍ରଥମ ଥର ଦେଖିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓଟି ହେଉଛି ଏକ ମନ୍ଦିରର । ଭିଡିଓରେ ମନ୍ଦିର କାନ୍ଥରେ ଜଣେ ବ୍ୟକ୍ତି ମୁ-ତ୍ର ବି-ସ-ର୍ଜ-ନ କରୁଥିବାର ନଜର ଆସୁଛନ୍ତି ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେହି ବ୍ୟକ୍ତି ଜଣକ ପୋଲିସ ଅଟନ୍ତି ।

ଖାକି ବର୍ଦି ପିନ୍ଧି ପୋଲିସ ବାବୁ ଜଣକ ମନ୍ଦିର କାନ୍ଥରେ ମୁତ୍ର ବିସର୍ଜନ କରୁଥିବାର ନଜର ଆସୁଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଏହି ଘ-ଟ-ଣା-ଟି ଘଟିଛି ଲିଙ୍ଗରାଜ ମନ୍ଦିରର । ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ କରଣ ପାଇଁ କେତେ କଣ ବ୍ୟବସ୍ତା ହୋଇଛି । ହେଲେ ଏହି ପୋଲିସ ବାବୁଙ୍କର ଏକ କାମ ପାଇଁ ସମସ୍ତ ଲୋକ ଲ-ଜ୍ୟା ଅନୁଭବ କରୁଛନ୍ତି ।

ପୋଲିସ ବାବୁ ଜଣକ ଚାହିଁ ଥିଲେ ଅନ୍ୟ କୌଣସି ସ୍ଥାନକୁ ଯାଇ ମୁ-ତ୍ର ବି-ସ-ର୍ଜ-ନ କରିପାରି ଥାନ୍ତେ । ଏମିତି ମନ୍ଦିର କାନ୍ଥରେ ମୁ-ତ୍ର ବି-ସ-ର୍ଜ-ନ କରିବା ଦ୍ଵାରା ଭଗବାନଙ୍କର ଅ-ପ-ମା-ନ ହୋଇଛି ଓ ଲୋକ ମାନଙ୍କ ଧାର୍ମିକ ଭାବନା ଉପରେ ମଧ୍ୟ ଖରାପ ପ୍ରଭାବ ପଡିଛି । ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *