‘ଲକ୍ଷ୍ମଣ ରେଖା ଅତିକ୍ରମ କରିଛନ୍ତି ପିଣ୍ଟୁ ନନ୍ଦ, ବଞ୍ଚିବା ଆଶା ବହୁତ୍ କମ୍…’ Pintu Nanda ଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଡାକ୍ତର କଣ କହୁଛନ୍ତି ଶୁଣନ୍ତୁ

ନମସ୍କାର ଫ୍ରେଣ୍ଡ୍ସ । ଆପଣ ମାନେ ତ ଜାଣିଥିବେ ଅଭିନେତା ପିନତୁ ନନ୍ଦ ଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ। ସେ ଲିଭର ସେରୋସିସ ରୋଗରେ ପୀଡିତ ଅଛନ୍ତି । ଲିଭର ଟ୍ରାନ୍ସପ୍ଳାଣ୍ଟ ନ କରାଗଲେ କିଛି ବି ହୋଇପାରେ ବୋଲି ଡାକ୍ତର କହି ସାରିଛନ୍ତି । ତୁରନ୍ତ ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ଉଚିତ ନହେଲେ କିଛି ବି ହେଇପାରେ ଓ ଏଥିପାଇଁ ତାଙ୍କୁ ଅର୍ଥର ଆବଶ୍ୟକତା ରହିଛି । ବର୍ତ୍ତମାନ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ।

ଡାକ୍ତରଙ୍କ କହିବା ଅନୁସାରେ ପିନ୍ଟୁଙ୍କୁ ଲିଭର ଶିରୋସିସ ହୋଇଛି । ଯାହା ଦ୍ଵାରା ତାଙ୍କ ଲିଭର ବହୁ ମାତ୍ରାରେ ପ୍ରଭାବିତ ହୋଇ ଡାମେଜ ହୋଇଯାଇଛି । ତେବେ ପିନ୍ଟୁଙ୍କ ଏହି କଣ୍ଡିସନରେ ସ୍ଵାସ୍ଥ ଅବସ୍ଥା ବହୁତ ମାତ୍ରାରେ ସଙ୍କଟାପର୍ଣ୍ଣ ଅବସ୍ଥାରେ ରହିଛି । ତେବେ ଏ ନେଇ ଡାକ୍ତର କଣ ଖୁଚନ୍ତି ଆସନ୍ତୁ ଶୁଣିବା । ଡାକ୍ତରଙ୍କ କହିବା ଅନୁସାରେ ଲିଭର ଶିରୋଷିଶ ଏପରି ଏକ ଗୁରୁତର ରୋଗ ଯାହାର ଚିକିତ୍ସା ପଦ୍ଧତି ମଧ୍ୟ ବହୁତ ଜଟିଳ ହୋଇଥାଏ ।

ତେବେ ଏପରି ସ୍ଵାସ୍ଥର ଖରାପ ସ୍ଥିତିରେ ଲିଭର ଟ୍ରାନ୍ସପ୍ଳାଣ୍ଟ କରିବାକୁ ପଡିଥାଏ । ତେବେ ଯାହାକି ବର୍ତ୍ତମାନ ସମୟରେ ବହୁ ଅର୍ଥ ବହୁଳ ଚିକିତ୍ସା ହୋଇଥାଏ । ତେବେ ଲିଭର ଟ୍ରାନ୍ସପ୍ଳାଣ୍ଟ ହେବା ମଧ୍ୟ ଛୋଟିଆ କଥା ନୁହେଁ । ଏହା ଅର୍ଥ ବହୁଳ ହେବା ସଙ୍ଗେ ସଙ୍ଗେ ଚିକିତ୍ସା ପଦ୍ଧତି ମଧ୍ୟ ଜଟିଳ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ଅଭିନେତା ପିନ୍ଟୁ ଯେଉଁ ସ୍ଟେଜ ଦେଇ ଗତି କରୁଛନ୍ତି । ତାହା ସ୍ଵାସ୍ଥ ଅବସ୍ଥାର ବହୁତ କ୍ଷତରନାକ ସ୍ଟେଜ ଅଟେ ।

ଯେଉଁଥିରେ କି ଲିଭର ସମସ୍ଯାରେ ପୀଡିତ ବ୍ୟକ୍ତିଙ୍କର ଏଥିରେ ବଞ୍ଚିବାର ଆଶା ବହୁତ ମାତ୍ରାରେ କମ୍ ରହିଥାଏ । ତେବେ ପିନ୍ଟୁଙ୍କ ସ୍ଵାସ୍ଥ ଅବସ୍ଥା ଖରାପ ଯୋଗୁ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ପିଣ୍ଟୁ ନିଜ ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ।

ହେଲେ ଏଥିପାଇଁ ତାଙ୍କୁ 40-50 ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ସେ ଓ ତାଙ୍କର ସମ୍ପର୍କୀୟ ସୋସିଆଲ ମିଡିଆ ସାହାର୍ଯ୍ୟରେ ଲୋକଙ୍କୁ ଆର୍ଥିକ ସାହାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ତେବେ ପିନ୍ଟୁ ଭଲ ଭାବରେ ଚିକିତ୍ସିତ ହୋଇ ପୁଣି ଥରେ ତାଙ୍କ ସ୍ଵାସ୍ଥ ଅବସ୍ଥାରେ ଉନ୍ନତି ଘଟୁ ବୋଲି ଓଡିଶାବାସୀଙ୍କର କାମନା ରହିଛି ।

Leave a Reply

Your email address will not be published. Required fields are marked *