ନିଜ କୁନି ପୁଅ ସହ ପ୍ରଥମ ଥର ଘରକୁ ପ୍ରବେଶ କଲେ ଓଲିଉଡ ସୁପର ଷ୍ଟାର Babusan Mohanty

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି । ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି । ଦର୍ଶକ ମାନେ ତାଙ୍କ ଅଭିନୟ ଏବଂ ତାଙ୍କୁ ଖୁବ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଖବର ଆସିଛି ଯେ ଅଭିନେତା ବାବୁସାନ ମହାନ୍ତି ବାପା ହୋଇସାରିଛନ୍ତି ଏବଂ ସେ ନିଜର କୁନି ପୁଅ ସହ ପ୍ରଥମ ଥର ପାଇଁ ଘରକୁ ପ୍ରବେଶ କରିଛନ୍ତି । ତେବେ ଏହି ସମ୍ବନ୍ଧରେ କଣ ସମ୍ପୂର୍ଣ୍ଣ ବିବରଣୀ ରହିଛି ଆସନ୍ତୁ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ୨୦୧୪ ମସିହାରେ ତୃପ୍ତି ଙ୍କୁ ବିବାହ କରିଥିଲେ । ତାଙ୍କ ବିବାହ ପ୍ରେମ ବିବାହ ଥିଲା । ତେବେ ଏହି ସୁନ୍ଦର ଯୋଡ଼ି ଙ୍କ ୨୦୨୧ ମସିହାରେ ଏକ ପୁତ୍ର ସନ୍ତାନ ହୋଇଛି ଏବଂ ଦୁହେଁ ମାତାପିତା ହୋଇଛନ୍ତି ।

ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆ ରେ ସମ୍ପୂର୍ଣ୍ଣ ରୂପରେ ଭାଇରାଲ ହେବାରେ ଲାଗିଛି ଏବଂ ବାବୁସାନ ଓ ତୃପ୍ତି ଙ୍କ କୁନି ପୁଅ ଙ୍କ ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ବାବୁସାନ ତାଙ୍କ ପୁଅ ସହିତ ଖେଳୁ ଥିବାର ମଧ୍ୟ ନଜର ରେ ଆସିଛନ୍ତି । ତେବେ ଦର୍ଶକ ମାନେ ଏହି ଖବର ଶୁଣି କହୁଛନ୍ତି ଯେ ଜୁନିଅର ବାବୁସାନ ଙ୍କ ଜନ୍ମ ହୋଇଛି ।

ଅଭିନେତା ବାବୁସାନ ମହାନ୍ତି ଙ୍କୁ ଏହି ଖୁସି ଖବର ରେ ଓଲିଉଡ ର ସମସ୍ତ ସେଲିବ୍ରିଟି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଏବଂ ଟ୍ୱିଟର ରେ ମଧ୍ୟ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଓଡ଼ିଆ ସେଲିବ୍ରିଟି ମାନେ ମଧ୍ୟ କମେଣ୍ଟ ସେକ୍ସନ ରେ ବାବୁସାନ ଙ୍କ କୁନି ପୁଅ ଙ୍କୁ ଜୁନିୟର ବାବୁସାନ ବୋଲି କହିଛନ୍ତି ।

ବାବୁସାନ ଓ ତୃପ୍ତି ଙ୍କ ପ୍ରେମ ବିବାହ ପରେ ଶେଷରେ ଗତ କାଲି ଏହି ଯୋଡ଼ି ଙ୍କ ଏକ ପୁତ୍ର ସନ୍ତାନ ହୋଇଛି । ନିଜ ପୁଅ ଙ୍କ ସହିତ ଖେଳୁ ଥିବାର ମଧ୍ୟ ନଜର ଆସିଛନ୍ତି ବାବୁସାନ । ତେବେ ଅଭିନେତା ବାବୁସାନ ମହାନ୍ତି ତାଙ୍କ ପୁତ୍ର କୁ ନେଇ ପ୍ରଥମ ଥର ପାଇଁ ଘରକୁ ପ୍ରବେଶ କରିଛନ୍ତି ଏବଂ ନିଜ ପୁଅ କୁ ପାଇଁ ଖୁବ ଖୁସି ଅଛନ୍ତି ଅଭିନେତା ବାବୁସାନ ମହାନ୍ତି ।

ନିଜ ପୁଅ ଙ୍କ ଫଟୋ ବାବୁସାନ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି ଯାହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ବାବୁସାନ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅ ଙ୍କ ଉପରେ ସମସ୍ତଙ୍କ ଆଶୀର୍ବାଦ ସଦା ସର୍ବଦା ରହିଥାଉ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *